ରାଜନୀତି
ଷ୍ଟେଜରେ ଗୁପ୍ତାଙ୍ଗ ଦେଖାଇ ନାଚିଲେ ହେଇପାରେ ଜେଲ ଦଣ୍ଡ
ଭୁବନେଶ୍ୱର (ବ୍ୟୁରୋ) : ଆଜିର ସମୟରେ ଯାତ୍ରା ହେଉ ଅବା ମେଲୋଡି ସବୁଠି ଆଇଟମ ଗାର୍ଲଙ୍କ ଚାହିଦା ବଢ଼ିବାରେ ଲାଗିଛି। ଏପରିକି କିଛି ସ୍ଥାନରେ ପୁରା ଉଲଗ୍ନ ହୋଇ ନାଚିବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ଯାହାର ଭିଡିଓ ସାଧାରଣତଃ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଆଉ ଏହାକୁନେଇ ଅନେକ ସ୍ଥାନରେ ତୁମ୍ବି ତୋଫାନ ମଧ୍ୟ ଦେଖାଦେଉଛି । ବେଳେବେଳେ କିଛି ନର୍ତ୍ତକୀଙ୍କୁ ଲୋକେ ଷ୍ଟେଜ ଉପରେ ମଧ୍ୟ ଉଚିତ ଜବାବ ଦେଉଛନ୍ତି । […]
ମନୋରଞ୍ଜନ
30 ବର୍ଷ ପରେ ପୁଣି ସିନେମା ହଲକୁ ଆସିବାକୁ ଯାଉଛି ଫିଲ୍ମ ‘କରଣ ଅର୍ଜୁନ’ , ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ହେଲେ ଉତ୍ସାହିତ |
ବଲିଉଡର 1995 ବ୍ଲକବଷ୍ଟର ଚଳଚ୍ଚିତ୍ର ‘କରଣ ଅର୍ଜୁନ’ ପୁଣି 22 ନଭେମ୍ବର 2024 ରେ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ | ଚଳଚ୍ଚିତ୍ରଟି ଆକ୍ସନ୍, ଆବେଗ ଏବଂ ଜବରଦସ୍ତ ଡ୍ରାମାରେ ପରିପୂର୍ଣ୍ଣ ଏବଂ ଏହାକୁ ଏକ ନୂଆ ରିଲିଜ୍ ଭାବରେ ଦେଖାଯିବ | ଆଜି ଫିଲ୍ମର ଟ୍ରେଲର ଲଞ୍ଚ କରାଯାଇଛି, ପ୍ରଶଂସକମାନେ ଏହା ଦେଖିବା ପରେ ବହୁତ ଉତ୍ସାହିତ ଅଛନ୍ତି | ଫିଲ୍ମର ନିର୍ଦ୍ଦେଶକ ତଥା ନିର୍ମାତା ରାକେଶ ରୋଶନ ତାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ […]
୪ ଡିସେମ୍ବରରେ ନାଗା ଚୈତନ୍ୟଙ୍କ ଧର୍ମପତ୍ନୀ ହେବେ ଶୋଭିତା ଧୁଲିପାଲା। ହାଇଦ୍ରାବାଦରେ ହେବ ବାହାଘର।
ସାଉଥ୍ ଅଭିନେତା ନାଗା ଚୈତନ୍ୟ ନିଜର ଲଭ୍ ଲାଇଫ୍ କୁ ନେଇକି ଚର୍ଚ୍ଚାରେ ଅଛନ୍ତି । ସାମନ୍ଥା ଋତୁପ୍ରଭାଙ୍କ ସହ ଛାଡପତ୍ର ହେଲାପରେ ନାଗାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ ଶୋଭିତା ଧୁଲିପାଲା । ଦୁହିଁଙ୍କ ବିବାହକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଗୋଟେ ପ୍ରକାରର ଏକ୍ସସାଇଟମେଣ୍ଟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି କପଲ୍ ଡେଷ୍ଟିନେସନ ବାହାଘର ନ କରିକି ହାଇଦ୍ରାବାଦରେ ଏକ ରାଜକୀୟ ଅନ୍ଦାଜରେ ବିବାହ କରିବେ । ଦୁହିଁଙ୍କ ବିବାହ ପରମ୍ପରା ଅନୁସାରେ […]
ବାଣିଜ୍ୟ
ଖସିଲା, ଉଠିଲା ପୁଣି ଖସିଲା; ଲୋକେ ପୁରା ଛାନିଆ
ବ୍ୟୁରୋ : ଗତ ସୋମବାର ସେୟାର ବଜାର ସଭିଙ୍କ ମୁଣ୍ଡରେ ବଜ୍ରପାତ କରିଥିଲା। କେହି କେହି ତ ବଜାର୍ ଛାଡି ନୀରବ ବସିଗଲେ। ଆଉ କେହି କେହି ଭୟରେ ବିଦାୟ ବି ନେଇଗଲେ। ଏହାର ଏକମାତ୍ର କାରଣ ବିଦେଶୀ କମ୍ପାନୀ ଭାରତରୁ ପୁଞ୍ଜି ଫେରାଇ ନେଉଥିବା ବେଳେ ଅନ୍ୟପଟେ ନୂଆ ଚାଇନା ଭାଇରସ୍ HMPV ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଏହାକୁ ନେଇ ବିଚଳିତ ନ ହେବାକୁ ମତ ରଖିଛନ୍ତି ସେବି (SEBI) ସ୍ବୀକୃତି ପ୍ରାପ୍ତ ନିବେଶକ […]
ଡିସେମ୍ବର ମାସ ପାଇଁ ସତର୍କ ଘଣ୍ଟି, ବ୍ୟାଙ୍କ ବନ୍ଦ ହେବ ଏତେ ଦିନ
ଭୁବନେଶ୍ୱର (ବ୍ୟୁରୋ) : ଡିସେମ୍ବର ମାସରେ ବ୍ୟାଙ୍କରେ କାର୍ଯ୍ୟ ରଖିଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। ଫସିଯିବେ ଭିଡ ଭିତରେ। କାରଣ ଡିସେମ୍ବର ମାସରେ ବନ୍ଦ ରହିବ ବ୍ୟାଙ୍କ। ଦିନେ ନୁହଁ କି ଦୁଇ ଦିନ ନୁହଁ ବ୍ୟାଙ୍କ ବନ୍ଦ ରହିବ ପାଖାପଖି 17 ଦିନ। ଡିଜିଟାଲ୍ ବ୍ୟାକିଂର ଆଗମନ ସହିତ ପ୍ରାୟ ସମସ୍ତ ସର୍ଭିସ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ । ଯଦିଓ ଏହା ଗ୍ରାହକଙ୍କ ବ୍ୟାଙ୍କକୁ ଯିବାର ଆବଶ୍ୟକତାକୁ କମ କରିଛି, ଯେଉଁମାନେ ଅନଲାଇନ୍ […]
ମାର୍କେଟକୁ ଆସୁଛି ନୂଆ Rx-100, ପୁଣି ସେଇ ସାଉଣ୍ଡ-ସେଇ ମଜା ପାଇବେ ଯୁବପିଢ଼ି
କମ୍ପାନୀ ପକ୍ଷରୁ ପୁଣି ଥରେ ୯୦ ଦଶକର ଭାରତୀୟ ରାସ୍ତାର ରାଜା YAMAHA RX-100 କୁ ମାର୍କେଟରେ ଲଞ୍ଚ କରୁଛି ଏବେ ରି-ଲଞ୍ଚର ତାରିଖ ଘୋଷଣା କରିଛି କମ୍ପାନୀ । ଏବେ ଏହି ବାଇକର ଅନରୋଡ ପ୍ରାଇସ୍ କଣ ହେବ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଏହି ମୋଟର ସାଇକେଲକୁ କିଛି ସମୟ ପୂର୍ବରୁ ଭାରତୀୟ ବଜାରରେ ବନ୍ଦ କରିଦିଆଯାଇଥିଲା। ଏବେ କମ୍ପାନୀ ନୂଆ ଫିଚର ସହିତ ଲଞ୍ଚ କରିବାକୁ ଯାଉଛି। ନୂଆ ୟାମାହା […]
ଦେଶ- ବିଦେଶ
-
live draw macau 5d tercepat commented on ଅଲିଭ ରିଡଲେଙ୍କ ଆଗମନ ପାଇଁ ପ୍ରସ୍ତୁତି;୫୨କିମି ବେଳାଭୂମିରେ ହେବ ଅଣ୍ଡାଦାନ: It's perfect time to make some plans for the long
-
profil ronaldo commented on ଅଲିଭ ରିଡଲେଙ୍କ ଆଗମନ ପାଇଁ ପ୍ରସ୍ତୁତି;୫୨କିମି ବେଳାଭୂମିରେ ହେବ ଅଣ୍ଡାଦାନ: I absolutely love your blog and find a lot of your
-
Bitcoin Mining commented on କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ: Great news! Cloud mining now releases the collecte
-
Bitcoin Mining commented on କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ: Great news! Cloud mining now releases the collecte
-
Bitcoin Mining commented on କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ: Great news! Cloud mining now releases the collecte