କ୍ଷମା ମାଗିଲେ, ଦଳ ଛାଡିଲେ ପାଣ୍ଡିଆନ

Top Storise ରାଜନୀତି ରାଜ୍ୟ

ଭୁବନେଶ୍ବର : ବିଜେଡିର ପରାଜୟ ପରେ ଲୁକାୟତ ଥିବା ପାଣ୍ଡିଆନ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ ସିଧା ସିଧା ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଉଥିବା କଥା ଇଂରାଜୀରେ କହିଛନ୍ତି। ଏପରିକି ବିଜୁ ଜନତା ଦଳ ର କର୍ମୀଙ୍କୁ କ୍ଷମା ବି ମାଗିଛନ୍ତି। ତେବେ ତାଙ୍କ ଜୀବନର ପୁରା ଯାତ୍ରା ଭିଡିଓ ରେ ବଖାଣିଥିଲେ। ଆଉ ସେ ସେବା କରିବାକୁ ନବୀନ୍ ଙ୍କୁ ସାହାଯ୍ୟ କରିବାକୁ ରାଜନୀତିରେ ଯୋଗ ଦେଇଥିବା କଥା ସ୍ପଷ୍ଟ କରିଥିଲେ। ତେବେ ତାଙ୍କୁ ଦଳ କ୍ଷମା କରିବ ନା କୌଣସି କାର୍ଯ୍ୟାନୁଷ୍ଠାନ ନେବ ତାହା ଦେଖିବାର ରହିଲା। #Dharaninews

Leave a Reply

Your email address will not be published. Required fields are marked *