ଧାମନଗରରେ ନବୀନଙ୍କ ଭର୍ଚୁଆଲ ପ୍ରଚାର: ଭୋଟରଙ୍କୁ ଦେଲେ ଲଲିପପ୍
ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେଉଥିବାବେଳେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଭର୍ଚୁଆଲ ମୋଡରେ ଧାମନଗରର ୧୩ଟି ସ୍ଥାନରେ ନବୀନ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ଆଉ ନିଜର ପୁରୁଣା ଢଙ୍ଗରେ ନିର୍ବାଚନମଣ୍ଡଳୀ ଦାୟିତ୍ୱ ସେ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ପାଟକୁରା ସମେତ ବିଜେପୁର, ପିପିଲି ଓ ବାଲେଶ୍ୱର ଆଦି ବିଧାନସଭା ଉପନିର୍ବାଚନରେ […]
Continue Reading