କ୍ଷୀର ସହ ଏସବୁ ଖାଦ୍ୟ ଖାଇବା ମନା
କ୍ଷୀର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ଏଥିରେ କ୍ୟାଲସିୟମ୍, ପ୍ରୋଟିନ୍, ଫ୍ୟାଟ୍ ଓ କାର୍ବୋହାଇଡ୍ରେଟ୍ ପରି ପୋଷକ ତତ୍ତ୍ୱ ମହଜୁଦ୍ ଥାଏ । ନିୟମିତ କ୍ଷୀର ପିଇବା ଦ୍ୱାରା କେତେକ ରୋଗରୁ ରକ୍ଷା ପାଇପାରିବେ । କିନ୍ତୁ ଜାଣନ୍ତି କି? କ୍ଷୀର ସହ କେତେକ ଖାଦ୍ୟ ଖାଇବା ଆଦୌ ଉଚିତ୍ ନୁହେଁ । ନଚେତ୍ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଆୟୁର୍ବେଦ ଅନୁସାରେ କେତେକ ଖାଦ୍ୟ ରହିଛି, ଯାହାକୁ କ୍ଷୀର ପିଇବା ପରେ ଖାଇବା ସ୍ୱାସ୍ଥ୍ୟ […]
Continue Reading