୨୦୨୬ ଅଗଷ୍ଟ ୧୬ ଯାଏଁ ଡିଜିପି ଭାବେ କାର୍ଯ୍ୟ କରିବେ ୱାଇବି ଖୁରାନିଆ

ଭୁବନେଶ୍ବର: ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି। ମୋହନ ସରକାରଙ୍କ ଦ୍ବାରା କାର୍ଯ୍ୟକାଳ ଅବଧି ବଢ଼ାଯିବା ପରେ ୱାଇବି ଖୁରାନିଆ ୨୦୨୬ ଅଗଷ୍ଟ ୧୬ ତାରିଖ ଯାଏଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ଯୋଗେଶ ବାହାଦୁର ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖ ଦିନ ୩୮ତମ ପୁଲିସ ଡିଜି ଭାବେ ଦାୟିତ୍ବଗ୍ରହଣ କରିଥିଲେ। ସେ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ଅରୁଣ ଷଢ଼ଙ୍ଗୀଙ୍କ […]

Continue Reading

ଅନଲାଇନ ଗେମିଂର ଜିଏସଟି ଆଦାୟରେ ଭର୍ତ୍ତି ହୋଇଗଲା ସରକାରଙ୍କ ପକେଟ, କଲେକ୍ସନରେ ୪୦୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଜିଏସ୍ଟି ପରିଷଦର 54 ତମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କହିଛନ୍ତି ଯେ, ଅନଲାଇନ୍ ଗେମିଂ ଉପରେ ଜିଏସଟି ଲାଗୁ କରି ସରକାରଙ୍କୁ ଫାଇଦା ମିଳିଛି। ସେ କହିଛନ୍ତି ଯେ, ଅକ୍ଟୋବର 1, 2023 ରୁ ଅନଲାଇନ୍ ଗେମିଂ ଉପରେ 28 ପ୍ରତିଶତ ଟିକସ ଲାଗୁ କରାଯାଇଥିଲା। ସେବେଠାରୁ 6 ମାସରେ ଜିଏସ୍ଟି ସଂଗ୍ରହ 412 ପ୍ରତିଶତ ବୃଦ୍ଧି ପାଇଛି। ଜିଏସଟି ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବାବେଳେ […]

Continue Reading

ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷାର ଘଟିବ ଅନ୍ତ, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଡିଏ ଅର୍ଥାତ୍ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି ଯାହା ବର୍ତ୍ତମାନ ଶେଷ ହେବାକୁ ଯାଉଛି। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ପାଇବେ। ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଏହି ଖବର ଆସିଛି ଯେ ଆସନ୍ତା ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ଏବଂ […]

Continue Reading

Lulu Group ଭାରତର ଏହି ସହରରେ ନିର୍ମାଣ କରିବ ସବୁଠୁ ବଡ଼ ମଲ୍, ୩ ହଜାର ଲୋକଙ୍କୁ ମିଳିବ ଚାକିରି

ନୂଆଦିଲ୍ଲୀ: ୟୁଏଇର ଲୁଲୁ ଗ୍ରୁପ ଅହମଦାବାଦରେ ଭାରତର ସବୁଠାରୁ ବଡ଼ ମଲ ନିର୍ମାଣ କରିବାକୁ ଯାଉଛି। ଏହି ମାଲ ପାଇଁ ଲୁଲୁ ଗ୍ରୁପ ଇଣ୍ଟରନେସନାଲକୁ ପୂର୍ବରୁ ଜମି ମିଳିଯାଇଛି। ଏଏନଆଇ ରିପୋର୍ଟ ମୁତାବକ, ନିର୍ମାଣ ପାଇଁ ୪ ହଜାର କୋଟି ଖୋର୍ଚ୍ଚ ହେବ ବୋଲି ଅନୁମାନ ଲଗାଯାଇଛି। ଲୁଲୁ ଗ୍ରୁପ ଇଣ୍ଟରନେସନାଲର ସିଏମଡି ଏମଏ ୟୁସୁଫ ଅଲୀ କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଆରମ୍ଭ ବୋଲି ଆଶା ରହିଛି। ୬୫ ହଜାରରୁ ଅଧିକ ୱାର୍କଫୋର୍ସର […]

Continue Reading

ନମକିନ୍ ସ୍ନାକ୍ସ ଏବଂ କର୍କଟ ଔଷଧ ହୋଇଗଲା ଶସ୍ତା , ଜାଣନ୍ତୁ ଜିଏସଟି ପରିଷଦ କାହାକୁ ଦେଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୪ ତମ ବୈଠକ ସୋମବାର ଶେଷ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ତେବେ ଜିଏସଟି ପରିଷଦ କିଛି ପ୍ରସଙ୍ଗକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଯାହା ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଥିଲା। ଧାର୍ମିକ ଯାତ୍ରା ପାଇଁ, କର୍କଟ ଔଷଧ, ସ୍ନାକ୍ସ ଏବଂ ହେଲିକପ୍ଟର ସେବା ଉପରେ ଜିଏସ୍ଟି ହ୍ରାସ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ […]

Continue Reading
The first Odisha in the country... Mohan Majhi laid the foundation stone

ଦେଶରେ ପ୍ରଥମ ଓଡିଶା… ଶିଳାନ୍ୟାସ କଲେ ମୋହନ ମାଝୀ

ଭୁବନେଶ୍ବର: ଓଡ଼ିଶାରେ ହେବ କାର୍ବାଇଟ ଉତ୍ପାଦନ। ମୁଖ୍ୟମନ୍ତ୍ରୀ କଲେ ଶିଳାନ୍ୟାସ। ଇନ୍‌ଫୋଭ୍ୟାଲିର ଇଏମ୍‌ସି ପାର୍କରେ ‘ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ହେଉଛି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍‌ ଉତ୍ପାଦନ କାରଖାନା। ଏହି ପ୍ରକଳ୍ପରେ କମ୍ପାନି ୬୨୦ କୋଟି ଟଙ୍କା ନିବେଶ କରୁଥିବା ବେଳେ ଏହା ଦ୍ବାରା ୫୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି […]

Continue Reading