ଏହି ୩ ରାଜ୍ୟରେ ଆଂଶିକ କୋହଳ ହେଲା ଆଫସା ନିୟମ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନାଗାଲାଣ୍ଡ, ଆସାମ ଏବଂ ମଣିପୁରରେ ସଶସ୍ତ୍ର ବଳ ସ୍ୱତନ୍ତ୍ର ଅଧିକାର ଆଇନ (ଆଫସା)କୁ ଆଂଶିକ ଭାବେ କୋହଳ କରିଛନ୍ତି । ଉତରପୂର୍ବ ରାଜ୍ୟରେ ଉଗ୍ରବାଦୀର ଅନ୍ତ ଘଟିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି । ସେ ଏହାର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି । ଏହି ନିୟମ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୁଷ୍ଟ ଥିଲେ । ଉଗ୍ରପନ୍ଥୀଙ୍କ ଉପରେ ଅଙ୍କୁଶ […]
Continue Reading