ନିଶା ନିବାରଣ କେନ୍ଦ୍ର ନାଁରେ ନିର୍ଯାତନା, ୪୯ ଅନ୍ତେବାସୀ ଫେରାର
ବାରିପଦା : ନିଶା ନିବାରଣ କେନ୍ଦ୍ର ନାଁରେ ଅନ୍ତେବାସୀଙ୍କୁ ଅକଥନୀୟ ଅତ୍ୟାଚାର । ଯାହାର ସୁଯୋଗ ନେଇ ନିଶା ନିବାରଣ କେନ୍ଦ୍ରରୁ ଫେରାର ହୋଇଯାଇଛନ୍ତି ୪୯ ଜଣ ଅନ୍ତେବାସୀ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରିଛି ପୋଲିସ । ବାରିପଦା କାଳିକାପୁର ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଘଟଣାରେ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତିଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ପୂର୍ବରୁ […]
Continue Reading