ସତ ଓଗାଳିବ ନକଲି ଡାକ୍ତର, ହେବ ପଲିଗ୍ରାଫ୍ ଟେଷ୍ଟ: ଡିସିପି ଉମାଶଙ୍କରଙ୍କ ସୂଚନା

ଭୁବନେଶ୍ୱର: ଚର୍ଚ୍ଚିତ ନକଲି ସ୍ୱାମୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ୧୭ ସ୍ତ୍ରୀର ନକଲି ସ୍ୱାମୀ ରମେଶ ସ୍ୱାଇଁର ହେବ ପଲିଗ୍ରାଫ ଟେଷ୍ଟ । ପୋଲିସକୁ ମିଥ୍ୟା ତଥ୍ୟ ଦେଇଥିବା ସନ୍ଦେହରେ ପୁନର୍ବାର ପଚରାଉଚରା କରିବ ପୋଲିସ । ପୁଣି ଥରେ ରିମାଣ୍ଡ ଆବେଦନ କରିବ ପୋଲିସ । ଦୁଇ ଦୁଇ ଥର ରିମାଣ୍ଡରେ ଅନେକ ମିଛ କହିଛି ଠକ ରମେଶ, ଏଥିପାଇଁ ଆଗାମୀ ରିମାଣ୍ଡ ସମୟରେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର […]

Continue Reading

ଆସିଲା ମାର୍ଚ୍ଚ ଗାଇଡଲାଇନ: ସର୍ବସାଧାରଣରେ ହୋଲି ପାଳନ ନେଇ କଟକଣା

ଭୁବନେଶ୍ୱର: ମାର୍ଚ୍ଚ ମାସ ପାଇଁ ଜାରି ହେଲା କୋଭିଡ ମାର୍ଗଦର୍ଶିକା । ନୂଆ ଗାଇଡଲାଇନ ଅନୁଯାୟୀ ସର୍ବସାଧାରଣରେ ହୋଲି ଉତ୍ସବ ପାଳନ ହୋଇପାରିବନି, କେବଳ ଘରେ ରହି ଖେଳିପାରିବେ ହୋଲି । ଏହାଛଡ଼ା ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶ, ମେଳା, ପ୍ରଦର୍ଶନୀ, ବାଣିଜ୍ୟ, ମେଳାକୁ ଅନୁମତି ରହିଛି । ସେହିଭଳି ବିବାହ, ବ୍ରତଘରରେ ସର୍ବାଧିକ ୫ ଶହ ଜଣ ଯୋଗ ଦେଇପାରିବେ ଏବଂ ଅନ୍ତେଷ୍ଟିକ୍ରିୟା, ଶେଷକୃତ୍ୟରେ ୨୫୦ ଜଣଙ୍କୁ ମିଳିବ ଅନୁମତି । ତେବେ ଏଥିପାଇଁ […]

Continue Reading

ଓଡ଼ିଆ ଝିଅଙ୍କ କମାଲ: ସମ୍ମାନିତ କଲେ ହରିୟାଣା ରାଜ୍ୟପାଳ

ଭୁବନେଶ୍ୱର:  ହରିୟଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ଝିଅ ତନୁଜା ମହାନ୍ତି ଜୈବ ରାସାୟନିକ ବିଜ୍ଞାନ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଓଡ଼ିଆ ଝିଅ ତନୁଜା ମହାନ୍ତି। ଜୈବ ରାସାୟନିକ ବିଜ୍ଞାନରେ ଏବେ ସେ ପିଏଚଡି କରୁଛନ୍ତି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟଣା ୧୩ତମ ସମାବେଶ ରେ ତନୁଜା ମହାନ୍ତି କୁ ହରିୟଣା ରାଜ୍ୟପାଳ ବନ୍ଦରୁ ଦତ୍ତାତ୍ରେୟ ସମ୍ମାନିତ କରିଥିଲେ।

Continue Reading

ବିଗିଡିଲା ବିଗ-ବି ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥା: ଟ୍ୱିଟ କରି ପ୍ରଶଂସକଙ୍କୁ କହିଲେ ଏମିତି କଥା, ଚିନ୍ତାରେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ ଜଗତର ଶେହେନଶାହ ବିଗ-ବି ଅମିତାଭ ବଚ୍ଚନଙ୍କୁ ନେଇ ଆସିଛି ଦୁଃଖଦ ଖବର । ସାରା ଦେଶକୁ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଥିବା ଅମିତାଭଙ୍କ ସ୍ୱସ୍ଥ୍ୟବସ୍ଥା ଏବେ ବିଗିଡିବାରେ ଲାଗିଛି । ୮୦ ବର୍ଷରେ ପହଞ୍ଚିଥିବା ବଲିଉଡର ଡନ ଅମିତାଭଙ୍କ ସ୍ୱସ୍ଥ୍ୟକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ପ୍ରଶଂସକ । କିଛି ସମୟ ପୂର୍ବରୁ ଏକ ଟ୍ୱିଟ ଯୋଗେ ନିଜ ଫ୍ୟାନ୍ସମାନଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି ଏହି ମହାନାୟକ । ଯାହା […]

Continue Reading

ରୁଷ ୟୁକ୍ରେନ ଯୁଦ୍ଧ: ୟୁରୋପ ଯିବେ ୪ କେନ୍ଦ୍ରମନ୍ତ୍ରୀ; ଅର୍ଥମନ୍ତ୍ରୀ କହିଲେ ବାଣିଜ୍ୟ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଲଗାତାର ପଞ୍ଚମ ଦିନରେ ପହଞ୍ଚିଛି ଯୁଦ୍ଧ । ଯାହାକୁ ନେଇ ଚିନ୍ତାରେ ବିଶ୍ୱର ଅନେକ ଦେଶ । ଭାରତ ମଧ୍ୟ ଯୁଦ୍ଧକୁ ନେଇ ଚିନ୍ତିତ । ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଯୁଦ୍ଧରେ ପ୍ରଭାବିତ ହୋଇଥିବା ବ୍ୟପାର ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ବିବୃତ୍ତି ରଖିବା ସହ ବାଣିଜ୍ୟ ଉପରେ ପଡ଼ୁଥିବା ପ୍ରଭାବ ଉପରେ ଚିନ୍ତା ପ୍ରକାଶ […]

Continue Reading

ଆରମ୍ଭ ହେଲା ଶାନ୍ତି ଆଲୋଚନା: ଉଭୟ ପକ୍ଷଙ୍କୁ ସ୍ୱାଗତ କଲେ ବେଲାଋଷ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଳୀ: ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି । ଯୁଦ୍ଧର ପଞ୍ଚମ ଦିନରେ ଶାନ୍ତି ପ୍ରସ୍ତାବ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ଏହାକୁ ସ୍ୱୀକାର କରିଥିଲେ ହେଁ ବେଲାଋଷରେ ନୁହେଁ ବରଂ ବେଲାଋଷ ସୀମାରେ ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତି ଆଲୋଚନା ହେବ ବୋଲି କୁହାଯାଇଥିଲା । ଭାରତୀୟ ସମୟ ଅପରାହ୍ନ ୩.୩୦ରେ ଏହି ବୈଠକ ଆରମ୍ଭ ହୋଇଥିଲା । ବେଲାଋଷ ବୈଦେଶିକ ମନ୍ତ୍ରୀଙ୍କ ତତ୍ୱାବଧାନରେ ଏହି ବୈଠକ ଆରମ୍ଭ […]

Continue Reading

ପଞ୍ଚାୟତ ନିର୍ବାଚନ ୨୦୨୨: ଚାଲିଛି ଭୋଟ ଗଣତି, ତୃତୀୟ ଦିନରେ ବି ଆଗରେ ବିଜେଡି, ଜାଣନ୍ତୁ ବିଜେପି କଂଗ୍ରେସ ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଫେବୃଆରୀ ୨୪ ରୁ ମତଦାନ ସରିଥିବା ବେଳେ ୨୬ ତାରିଖ ଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ସୋମବାର ତୃତୀୟ ଦିନରେ ଜାରି ରହିଛି ଭୋଟ ଗଣତି । ରାଜ୍ୟର ସମୁଦାୟ ୮୫୧ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ଜାରି ରହିଛି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ହୋଇଥିଲା । ଦ୍ୱିତୀୟ ଦିନରେ ୩୦୬ ଜୋନରେ ଭୋଟଗଣତି […]

Continue Reading

ଯୁଦ୍ଧର ପଞ୍ଚମ ଦିନରେ ତେୱର ଦେଖାଇଲା ୟୁକ୍ରେନ: ରୁଷ ସୈନ୍ୟବାହିନୀକୁ ଦେଖାଇଲା ମୃତ୍ୟୁର ଭୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରି ଚାଲିଛି ପୁତିନ ସେନା । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ନେଉଛି ରୁଷ । ସେପେଟେ ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ହାର ମାନିବାକୁ ନାରାଜ । ବରଂ ଏବେ ରୁଷ ମୃତ୍ୟୁର ଧମକ ଦେଇଥିବା ଜଣାଯାଇଛି । ରୁଷ ସହିତ ଆଲୋଚନା ପୂର୍ବର ରାଷ୍ଟ୍ରପତି ଜେଲେନସ୍କି ନିଜ ତେୱର ଦେଖାଇଛନ୍ତି । ରୁଷକୁ ଯଥାଶୀଘ୍ର ସିଜଫାୟାର(ଅସ୍ତ୍ରବିରତୀ) ଘୋଷଣା କରିବା ପାଇଁ ଚେତାବନୀ ଦେଇଛନ୍ତି । […]

Continue Reading

ତୃତୀୟ ମ୍ୟାଚରୁ ବାଦ ପଡି ପାରନ୍ତି ଇଶାନ କିଶାନ: ମୁଣ୍ଡରେ ଆଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ବିପକ୍ଷ ସିରିଜ ଆରମ୍ଭରୁ ଏକ ବଡ ଚିନ୍ତା ପାଲଟିଛି ଆହତ ସମସ୍ୟା । ଭାରତର ଷ୍ୟାର ବୋଲର ଦୀପୀକ ଚହର, ସଳର୍ଯ୍ୟକୁମାର ଯାଦବ ଏବଂ ଋୁତୁରାଜ ଗାଏକ୍ୱାଡଙ୍କ ପରେ ଏବେ ଷ୍ଟାର ଓପନର ଇଶାନ କିଶାନ ମଧ୍ୟ ଆହତ ହୋଇଛନ୍ତି । ସେପଟେ ଶ୍ରୀଲଙ୍କାର ମଧ୍ୟ ପରିସ୍ଥିତି କିଛି ସମାନ ରହିଛି । ଦ୍ୱିତୀୟ ମ୍ୟାଚରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ ଚାନ୍ଦିମାଲଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବା ଜଣାପଡିଛି । ପୂର୍ବରୁ ମହୀଷ ତୀକ୍ଷଣା […]

Continue Reading

ମୋଦୀଙ୍କ ରାଲିରେ ସାମିଲ ହୋଇ ସସପେଣ୍ଡ ହେଲେ ଶିକ୍ଷକ

ମଣିପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ସାମିଲ ହୋଇ ସସପେଣ୍ଡ ହେଲେ ସଂଗୀତ ଶିକ୍ଷକ । ୨୨ ଫେବୃଆରୀରେ ମଣିପୁରରେ ହୋଇଥିବା ନିର୍ବାଚନୀ ରାଲିରେ ସାମିଲ ହୋଇଲେ ସଙ୍ଗୀତ ଶିକ୍ଷକ । ରାଜ୍ୟର ଜଣେ ଜଣା ଶୁଣା ଗାୟିକା ତଥା ସଂଙ୍ଗୀତ ଶିକ୍ଷକଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଇମ୍ଫାଲର ତକ୍ୟେଲପତରେ ସରକାରୀ ଆଇଡିଅଲ ବ୍ଲାଇଣ୍ଡ ସ୍କୁଲର ସଂଗୀତ ଶିକ୍ଷକ ପୁଷ୍ପାରାନୀ ଗତ ୨୩ ଫେବୃଆରୀରେ ସମାଜ କଲ୍ୟାଣ ବିଭାଗ ଦ୍ୱାରା କାରଣ ଦର୍ଶାଅ ନୋଟିସ […]

Continue Reading