ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା; ଗର୍ଜିଲା ଏବିଭିପି

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା; ଗର୍ଜିଲା ଏବିଭିପି

କେନ୍ଦୁଝର : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲର ମୃତ୍ୟୁ ନେଇ ଗର୍ଜିଲା କେନ୍ଦୁଝର ଏବିଭିପି । କେନ୍ଦୁଝର ଏବିଭିପି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବିଭିପି ପକ୍ଷରୁ ବିକ୍ଷୋଭ ପଦର୍ଶନ କରିଛନ୍ତି । ଝରାଫୁଲର ମୃତ୍ୟୁ ନେଇ ତଦନ୍ତ ବାଟ ବଣା ହୋଇଥିବା ଅଭିଯୋଗ କରିଛି ଏବିଭିପି । ଏହା ସହ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ନାରୀ ସୁରକ୍ଷାକୁ ଦୃଷ୍ଟି ଦେବାକୁ ଦାବି କରିଛି ବିଦ୍ୟାର୍ଥୀ ପରିଷଦ । କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ସ୍ଲୋଗାନ ଦେବା […]

Continue Reading

ଆଜି ବି କାଦୁଅ ମାଟି

ରାଜନଗର/ପାଟଣା: ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ନା ଅଛି ଭଲ ରାସ୍ତା ନା ମିଳୁଛି ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ, ନା ବର୍ଷା ଜଳ ନିଷ୍କାସନ ପାଇଁ ରହିଛି କୌଣସି ଡ୍ରେନ ବ୍ୟବସ୍ଥା । ଏପରି ଏକ ଗ୍ରାମ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତ ରାଇକଳା ଗ୍ରାମରେ । ସୂଚନା ମୁତାବକ, ଗ୍ରାମରେ 3 ଟି ସାହି ରହିଥିବାବେଳେ କୌଣସି ସାହି ମଧ୍ୟକୁ ଭଲ ରାସ୍ତାଟିଏ ନାହିଁ । ପୁରୁଣା […]

Continue Reading

ଅପାରଗ ପ୍ରଶାସନର ଭଙ୍ଗା ରାସ୍ତା ଯୋଜନା !

ଗ୍ରାମରେ ନାହିଁ ଭଲ ରାସ୍ତା ରାସ୍ତା ଉପରେ ପଡ଼ିରହିଛି ବାଲି ଓ ପଥର ବର୍ଷା ଟିକେ ହେଲେ ରାସ୍ତା ଉପରେ ଜମି ରହୁଛି ପାଣି ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନୀରବ ପିଇବା ପାଣି ପାଇଁ ଗୋଟିଏ ହିଁ ସ୍କୁଲ ନଳକୂଅ ଭରଷା ତୁରୁମୁଙ୍ଗା : ଗ୍ରାମାଞ୍ଚଳର ଉନ୍ନତି ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ସରକାର ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ କରି ନିର୍ବାଚନ […]

Continue Reading