ବର୍ଷାର ସଂକେତ ଦେବେ ପକ୍ଷୀ

ଦେବଗଡ଼: ମୌସୁମୀ ବର୍ଷା ଆଗମନର ସନ୍ଦେଶ ନେଇ ଆସନ୍ତି ବିରଳ ପକ୍ଷୀ। ପକ୍ଷୀଙ୍କ ଆଗମନ ପରେ ବର୍ଷା ହେବାର ସଙ୍କେତ ପାଇ ଅଞ୍ଚଳରେ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବିଶ୍ବବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ମୌସୁମୀ ବର୍ଷା ଆଗମନର ପୂର୍ବ ସଙ୍କେତ ନେଇ ଆସନ୍ତି ଏହି ବିରଳ ପ୍ରଜାତିର ବିଦେଶୀ ପକ୍ଷୀ। ସେଥିପାଇଁ ପ୍ରତିବର୍ଷ ପକ୍ଷୀଙ୍କ ଆଗମନକୁ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର କୁଣ୍ଢେଇଗୋଲା ଗ୍ରାମବାସୀ। ସୂଚନା […]

Continue Reading

ଆଖିର ଏହିସବୁ ସଙ୍କେତକୁ କରନ୍ତୁନି ଅଣଦେଖା, ହୋଇପାରେ ହୃଦୟ ରୋଗ

ଆମ ଶରୀରର ପ୍ରତ୍ୟେକ ଅଙ୍ଗ ପରସ୍ପର ସହ ଜଡିତ। ଗୋଟିଏରେ ସମସ୍ୟା ହେଲେ ଅନ୍ୟଟି ପ୍ରଭାବିତ ହେବା ସ୍ୱାଭାବିକ। ଯଦି କୌଣସି ଗୋଟିଏ ଅଙ୍ଗରେ ସମସ୍ୟା ଥାଏ, ତେବେ ଏହାର ପ୍ରଭାବ ଅନ୍ୟ ଅଙ୍ଗରେ ମଧ୍ୟ ଦେଖାଯିବା ଆରମ୍ଭ କରେ। ସେହିପରି ଭାବରେ, ଯଦି ଆମର କୌଣସି ହୃଦୟ ସମ୍ବନ୍ଧୀୟ ସମସ୍ୟା ହେବାର ଅଛି, ତେବେ ଏହାର ଲକ୍ଷଣ ଆମ ଆଖିରେ ଦେଖାଯାଇପାରେ। ଆଜ୍ଞା ହଁ, ଅନେକ ଗବେଷଣାରେ ଏହା ପ୍ରମାଣିତ ହୋଇଛି ଯେ, ଆଖିରେ ଦେଖାଯାଉଥିବା […]

Continue Reading

ମହାଦେବଙ୍କୁ ବେଲପତ୍ର ଅର୍ପଣ କଲାବେଳେ କରନ୍ତୁ ନାହିଁ ଏହି ସବୁ ଭୁଲ୍

ଦେବଦେବ ମହାଦେବଙ୍କର ପ୍ରିୟ ଜିନିଷ ହେଉଛି ତ୍ରିଶାଖା ବେଲପତ୍ର। ଏହା ବିନା ଭଗବାନ ଶିବଙ୍କ ଉପାସନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବଙ୍କ ଠାରେ ବେଲପତ୍ର ଚଢେଇବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଓ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। ଶିବପୁରାଣରେ ବେଲପତ୍ରର ମହତ୍ତ୍ୱ ବିଷୟରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି। ହେଲେ ଜାଣିଛନ୍ତି ଦେବ ଦେବ ମହାଦେବଙ୍କୁ ବେଲପତ୍ର ଅର୍ପଣ କଲାବେଳେ କିଛି ନିୟମ ରହିଛି। ଏହି ନିୟମ ମାନି ଭୋଳା ବାବାଙ୍କୁ […]

Continue Reading

ଆପଣଙ୍କ ପସନ୍ଦର ଡାର୍କ ଚକୋଲେଟ, ନେଇପାରେ ଜୀବନ

ଡାର୍କ ଚକୋଲେଟ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ଅଧିକାଂଶ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ପସନ୍ଦ କରନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ସୁସ୍ଥକର ବୋଲି ମଧ୍ୟ ବିଶ୍ୱାସ। ଡାର୍କ ଚାକୋଲେଟ୍‌ ଖାଇବା ଦ୍ୱାରା ଅନେକ ଯନ୍ତ୍ରଣାରୁ ଆରମ ମିଳିଥାଏ। ବିଶେଷ କରି ମହିଳାମାନେ ଏଥିରେ ଅନେକ ଲାଭ ପାଇଥାନ୍ତି। କିନ୍ତୁ ଏହି ଡାର୍କ ଚକୋଲେଟ୍‌ ଯେତିକି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ସେତିକି ଘାତକ ମଧ୍ୟ।ଆବଶ୍ୟକତା ଠାରୁ […]

Continue Reading

ପାଣି ବୋତଲର ଦାମ୍ ୪୫ଲକ୍ଷ

ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ଓ କାର୍ଯ୍ୟକ୍ଷମ ପାଇଁ ଯଥେଷ୍ଟ ପାଣି ପିଇବା ନିହାତି ଆବଶ୍ୟକ। ଏହାକୁ ଧ୍ୟାନରେ ରଖି ଧନୀ ଶ୍ରେଣୀର ଲୋକେ ଖଣିଜଯୁକ୍ତ ଶୁଦ୍ଧ ଜଳ ପିଇବାକୁ ପସନ୍ଦ କରନ୍ତି। କ୍ରିକେଟର୍‌ ବିରାଟ କୋହଲିଙ୍କ ବିଷୟରେ ମଧ୍ୟ କୁହାଯାଏ ଯେ, ସେ ଫ୍ରାନ୍ସରୁ ଆମଦାନୀ ହୋଇଥିବା ଏକ ସ୍ବତନ୍ତ୍ରପ୍ରକାର ପାଣି ପିଅନ୍ତି, ଯାହାର ଲିଟର୍‌ ପ୍ରତି ମୂଲ୍ୟ ପ୍ରାୟ ୪,୨୦୦ ଟଙ୍କା ବିରାଟ ବର୍ଷକୁ ପାଣି ବାବଦରେ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ […]

Continue Reading

ହୃଦ୍‌ଘାତ: ଏପରି ରଖନ୍ତୁ ନିଜକୁ ସୁରକ୍ଷିତ

ଭୁବନେଶ୍ବର: ହୃଦଘାତ ସାଧାରଣତଃ ୪୦ ବର୍ଷରୁ କମ୍ ବୟସର ଲୋକଙ୍କୁ ହୋଇନଥାଏ। ହେଲେ ବର୍ତ୍ତମାନ ୩୦-୪୦ ବର୍ଷ ବୟସର ଯୁବକମାନଙ୍କ କ୍ଷେତ୍ରରେ ବି ହୃଦ୍‌ଘାତ ଘଟୁଥିବା ଦେଖିବାକୁ ମିଳୁଛି। ଏହା ଏକ ଚିନ୍ତାଜନକ କଥା ଅଟେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମାନସିକ ଚାପ, ଜୀବନଶୈଳୀ, ଶାରୀରିକ ପରିଶ୍ରମର ଅଭାବ ଏବଂ ନିଦ୍ରାଭାବ ହେତୁ ଦେଖାଯାଏ। ସାମାନ୍ୟ ଖାଦ୍ୟରୁ ବି ହୋଇପାରେ ହୃଦଘାତ। ହୃଦଘାତକୁ ଏଡାଇବା ପାଇଁ ଆମେମାନେ ନିଜର ଖାଦ୍ୟଗତ ଶୈଳୀକୁ ବଦଳାଇବା ନିହାତି ଆବଶ୍ୟକ।ମଣିଷ ଶରୀର […]

Continue Reading

ଅଲିଭ ଅଏଲ୍‌ ଓ ଲେମ୍ବୁରୁ କମାନ୍ତୁ ଓଜନ

ଭୁବନେଶ୍ୱର : ଅଲିଭ ଅଏଲ୍‌ ଓ ଲେମ୍ବୁରସ ଏକାଠି ପିଇଲେ ଶରୀର ଡିଟକ୍ସ ହୋଇଥାଏ । ଏହା ଓଜନ କମାଇବାରେ ସାହାର୍ଯ୍ୟ କରେ । ଏଥିରେ ଥିବା ଓଲିକ୍‌ ଏସିଡ୍‌ ହାର୍ଟ ଓ ଭିଟାମିନ୍‌-ଇ ହଜମ ପ୍ରକ୍ରିୟା ନିମନ୍ତେ ବହୁତ ଭଲ । ଲେମ୍ବୁ ରସରେ ଭିଟାମିନ୍‌-ସି ଭରପୁର ଥାଏ ଯାହା,ଫ୍ୟାଟ୍‌ ବନ୍‌ କରିଥାଏ । ସକାଳୁ ଉଠି ୧ଚାମଚ ଅଲିଭ ତେଲ ସହିତ ୩ବୁନ୍ଦା ଲେମ୍ବୁ ରସ ମିଶେଇ ଖାଲି ପେଟରେ ପିଅନ୍ତୁ । ଏହାର […]

Continue Reading

କଟକରେ ଆରବିଏଲ ବ୍ୟାଙ୍କର ନୂଆ ଶାଖା, ଗ୍ରାହକଙ୍କୁ ମିଳିବ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍ ସେବା

ଭୁବନେଶ୍ୱର : କଟକ ଦୋଳମୁଣ୍ଡାଇରେ ଆରବିଏଲ୍ ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି । ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଆରବିଏଲ୍ ବ୍ୟାଙ୍କର ପାନ୍ ଇଣ୍ଡିଆରେ ୫୨୦ଟି ଶାଖା ରହିଥିବା ବେଳେ ପୂର୍ବ ଭାରତରେ ୫୬ଟି ରହିଛି । ସେହିପରି ଏହି ଶାଖାକୁ ମିଶାଇ ଓଡ଼ିଶାରେ ଆରବିଏଲ୍ ବ୍ୟାଙ୍କର ୬ଟି ଶାଖା ରହିଛି । ପୂର୍ବରୁ ଭୁବନେଶ୍ୱରରୁ ୩ଟି, ସମ୍ବଲପୁର ଏବଂ ଯାଜପୁରରେ ୧ଟି ଲେଖାଏଁ ଶାଖା […]

Continue Reading

ଖାଲି ପେଟରେ ଏସବୁ ଖାଇବା ମନା

ସକାଳ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଜରୁରୀ। ସକାଳେ ଆମେ ଯାହା ବି ଖାଉ, ଶରୀର ଉପରେ ତା’ର ସବୁଠୁ ଅଧିକ ପ୍ରଭାବ ପଡିଥାଏ। ତେଣୁ ସକାଳ ଖାଦ୍ୟ ଯେତେ ସନ୍ତୁଳିତ, ପୋଷଣଯୁକ୍ତ ହେବ ସେତେ ଭଲ। କିନ୍ତୁ କେତେକେ ସକାଳେ କଫି/ଚା’ ପିଇବାକୁ ଭଲ ପାଆନ୍ତି। ହେଲେ ସକାଳୁ ଖାଲି ପେଟରେ ଏହାକୁ ପିଇବା ସ୍ବାସ୍ଥ୍ୟପ୍ରଦ ନୁହେଁ। ଯଦି କଫି/ଚା’ ପିଇବା ନିହାତି ଆବଶ୍ୟକ, ତା’ହେଲେ ପ୍ରଥମେ ପାଣି ପିଅନ୍ତୁ। ତା’ପରେ ଏହା ସହିତ ରୁଟି, […]

Continue Reading

ସ୍ବାମୀ ଯେତେ ବିଶ୍ୱାସ ଯୋଗ୍ୟ ହେଲେ ମଧ୍ୟ ଗୋପନ ରଖନ୍ତୁ ଏହିସବୁ

ଭୁବନେଶ୍ବର : ଭାରତୀୟ ଜନମାନସରେ ଚାଣକ୍ୟ ତାଙ୍କର ନୀତି ଲାଗି ଅତ୍ୟନ୍ତ ଆଦରଣୀୟ। ପ୍ରାଚୀନ ଭାରତର ଅର୍ଥନୀତିଜ୍ଞ, ଦାର୍ଶନିକ ତଥା ପରାମର୍ଶଦାତା ମହର୍ଷି ଚାଣକ୍ୟ କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତ ନାମରେ ବି ବେଶ ପରିଚିତ। ପୁଣି କାଳଜୟୀ ଗ୍ରନ୍ଥ ‘ଅର୍ଥଶାସ୍ତ୍ର’ର ରଚୟିତା ସେ।ନିଜ ଜୀବନ ଓ ଦର୍ଶନକୁ ନେଇ ବହୁ କଥା ଲେଖି ଯାଇଛନ୍ତି ଚାଣକ୍ୟ । ଅନେକ ସମୟରେ ପଥହରା ଲୋକଟିଏ ପାଇଁ ଚାଣକ୍ୟଙ୍କ ବାଣୀ ପଥ ଦେଖାଇବାରେ ସହାୟ ହୋଇଥାଏ। ତେବେ ମହାନ ଜ୍ଞାନୀ […]

Continue Reading