ରାଜ୍ୟସ୍ତରୀୟ ରେଡ଼କ୍ରସ ସେବା ସମ୍ମାନ

ଭୁବନେଶ୍ୱର: ଯୁବ ରେଡ୍‌ କ୍ରସ୍‌ ଶାଖା, ଭାରତୀୟ ରେଡ୍‌ କ୍ରସ୍‌ ସୋସାଇଟି, ଓଡିଶା ତରଫରୁ ରାଜଭବନର ଅଭିଷେକ ଭବନରେ ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ମାନବ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନକାରୀ ୭୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ମାନନୀୟ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି ଏହି ଅବସରରେ ଉପସ୍ଥିତ ରହି ସମାଜର ସୁବିଧା ଅସୁବିଧାରେ ଲୋକଙ୍କ ସହ ରହିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଢୌକନ ଏବଂ […]

Continue Reading

ମନୁଆଲ୍‍‍ ଓ୍ବର୍କ ନୁହେଁ, ମଡର୍ଣ୍ଣାଇଜ‍୍ ହେବାକୁ ପଡ଼ିବ: ଶାନ୍ତନୁ ଆଚାର୍ଯ୍ୟ

ଭୁବନେଶ୍ବର: ଓଡ଼ିଆ ଜାଣିବାକୁ ହେଲେ ଏବଂ ମୁଁ ଓଡ଼ିଆ ବୋଲି ଗର୍ବରେ କହିବାକୁ ହେଲେ ପ୍ରଥମେ ଓଡ଼ିଆ ଭାଷାର ଇତିହାସ ଜାଣିବାକୁ ହେବ। ଓଡ଼ିଶାରେ ତଥା ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀର ୧୧ତମ ସଂସ୍କରଣରେ ମୁଖ୍ୟଅତିଥି ତଥା ଉଦ୍‍‍ଘାଟକ ଭାବେ ଯୋଗଦେଇ ବରିଷ୍ଠ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ମନୁଆଲ୍‍‍ ଓ୍ବର୍କରେ ଖାଲି ଅ-ଆ ଲେଖିଦେଲେ ଚଳିବନି, ଆମକୁ ମଡର୍ଣ୍ଣାଇଜ‍୍ ହେବାକୁ ପଡ଼ିବ। ଏଥିପାଇଁ […]

Continue Reading
Swomen Agarbati makes history in India, young women will get double income

ଭାରତରେ ଇତିହାସ କଲା Swomen Agarbati, ଯୁବକ ଯୁବତୀ ପାଇବେ ଡବଲ ରୋଜଗାର

ଭୁବନେଶ୍ବର : ଓଡ଼ିଆରେ ପୁଣି ନୂଆ ଇତିହାସ୍ ସୃଷ୍ଠି କଲା Swomen Agarbati। ପୁରା ଭାରତ ବର୍ଷରେ ରୋଜଗାର ଦିଗରେ ଏହା ଏକ ବେଶ୍ ଭଲ ପଦକ୍ଷେପ। ପ୍ରଥମ ଥର ପାଇଁ ଲଞ୍ଚ ହେଲା ଡବଲ ପିସ୍ତନ Agarbati ମେସିନ୍ । ଯାହାକି ପୂର୍ବ ମେସିନ୍ ଅପେକ୍ଷା ଦୁଇଗୁଣ ଅଧିକ ପ୍ରଡକସନ୍ ପ୍ରସ୍ଥୁତ କରିବ। ଯାହା ରୋଜଗାର ଦିଗରେ ଏକ ଭଲ ଫଳପ୍ରଦ ହେବ। ଏହା ଭାରତରେ ପ୍ରଥମ ଥର ବଜାର୍ ପ୍ରବେଶ କରିଛି। ଏହି ମେସିନ୍ […]

Continue Reading
Not only Nisha Maharana, Sahu Bhauj, Rani Priyadarsini, but many other artists cannot dance in Khandagiri.

ଖଣ୍ଡଗିରିରେ କେବଳ ନିଶା ମହାରଣା, ସାହୁ ଭାଉଜ, ରାଣୀ ପ୍ରିୟଦର୍ଶିନୀ ନୁହେଁ ନାଚି ପାରିବେ ନାହିଁ ଆହୁରି ଅନେକ କଳାକାର

ବ୍ୟୁରୋ : ଖଣ୍ଡଗିରିକୁ ଆସିବେ ନାହିଁ ୩ ନର୍ତ୍ତକୀ । ଖୋଲି ପାରିବେ ନାହିଁ ଅନ୍ତଃ ବସ୍ତ୍ର । କରିପାରିବେନି ଅଙ୍ଗ ପ୍ରଦର୍ଶନ । ଏପରି ଏକ ନିଷ୍ପତି ନେଇଛି ପୂଜା କମିଟି । ମୁଖ୍ୟତଃ ନିଶା ମହାରଣା, ସାହୁ ଭାଉଜ, ରାଣୀ ପ୍ରିୟଦର୍ଶିନୀଙ୍କ କଥା ସବୁଠି ଚର୍ଚ୍ଚା ହେଉଛି । ହେଲେ ସତ୍ୟ ଆଉ କିଛି ରହିଛି । ସତ କଥା ହେଉଛି ଆସନ୍ତା ଫେବୃଆରୀ ୬ ରୁ ୧୭ ଯାଏ ଖଣ୍ଡଗିରି କୁମ୍ଭ ମେଳା […]

Continue Reading

ଜଣାପଡ଼ିଲା କାରଣ କାହିଁକି କରିଥିଲେ ମୁଣ୍ଡକାଟି ହତ୍ୟା, 5 ଜଣଙ୍କୁ ବନ୍ଧିଲା ଆହୁରି ବାନ୍ଧିବ ପୋଲିସ

Police have uncovered the motive behind a gruesome beheading case and arrested five individuals involved. Authorities suspect a larger conspiracy and have indicated that more arrests are likely as the investigation progresses.

Continue Reading

ତେନ୍ତୁଳାପଶି ଗ୍ରାମବାସୀଙ୍କ ପାଟଣା ବ୍ଲକ କାର୍ଯ୍ୟାଳୟରେ ଦାବି ପତ୍ର ପ୍ରଦାନ

ପାଟଣ: କେନ୍ଦୁଝର ଜିଲ୍ଲା ବୁଢିକାପୁଡି ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳାପଶି ଗ୍ରାମ ମୁଣ୍ଡରୁ ବୈତରଣୀ ନଦୀ ପର୍ଯ୍ୟନ୍ତ ଯାଇଥିବା ଗୋ ଦାଣ୍ଡୀ ରାସ୍ତା ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ମିଳିଥିଲେ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବାରୁ ଗ୍ରାମବାସୀମାନେ ବହୁ ଉଚ୍ଚପଦସ୍ତ ପଦାଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଏପିଓ ବୁଢିକାପୁଡି ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧୂକାରୀ, ଗ୍ରାମ ରୋଜଗାର ସେବକ […]

Continue Reading

୯ ଦଫା ଦାବି ପୁରାଣପାଇଁ ଅଲ ଓଡିଶା ମିନିଟ୍ରକ ଓନର୍ସ ଆସୋସିଏସନର ସରକାରଙ୍କୁ ଚିଠି

ଭୁବନେଶ୍ୱର: ୯ ଦଫା ଦାବିରେ ସରକାରଙ୍କୁ ଦାବିପତ୍ର ଦେଲା ଅଲ ଓଡିଶା ମିନିଟ୍ରକ ଓନର୍ସ ଆସୋସିଏସନ । ସଙ୍ଘର ଅଭିଯୋଗ ମୁତାବକ ସଂଘ ଦୀର୍ଘ ଦିନରୁ ରାଜ୍ୟରେ ସେବା ଯୋଗାଇ ଆସିଛି । ସେ ସରକାରୀ କାର୍ଯ୍ୟ ହେଉ ଅବା କୌଣସି ବ୍ୟକ୍ତି କି କମ୍ପାନୀର ହେଉ। କୋଭିଡ ପରି ମହାମାରୀରେ ସବୁଠି ଚକ ଅଖ ବନ୍ଦ ପଡିଥିବା ବେଳେ ଜୀବନକୁ ବାଜି ଲଗାଇ ସେବା ପ୍ରଦାନ କରାଯଇଛି । ଛୋଟ ବଡ ବାତ୍ୟା ହେଉ ଅବା […]

Continue Reading

ଓଡ଼ିଶାରେ ଫିଜିଓଥେରାପି ଉତ୍କର୍ଷତାକୁ ଆଗକୁ ନେବା ପାଇଁ କେୟାର ହସ୍ପିଟାଲସରେ ‘କେୟାର ରିବାଉଣ୍ଡ’ ଆୟୋଜନ ହୋଇଯାଇଛି

ଭୁବନେଶ୍ବର: ସିରୋନିକ୍ସ ମେଡଟେକ୍ ସହ‌ଯୋଗରେ କେୟାର ହସ୍ପିଟାଲସ, ଭୁବନେଶ୍ବର ସଫଳତାର ସହ କେୟାର ରେବାଉଣ୍ଡ୍: ଓଡ଼ିଶାରେ ପାୟୋନିଅର୍ ଫିଜିଓଥେରାପି ଡେଭଲପମେଣ୍ଟ୍ ଆୟୋଜନ କରିଥିଲେ, ଯାହା ରାଜ୍ୟରେ ଫିଜିଓଥେରାପି ଅଭ୍ୟାସକୁ ଅଗ୍ରଗତି କରିବାକୁ ଲକ୍ଷ୍ୟ ରଖୁଥିଲା। ହୋଟେଲ ପଦ୍ମଜା ପ୍ରିମିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ଅଧିବେଶନରେ ଓଡିଶାର 150 ଜଣ ଅଗ୍ରଣୀ ଫିଜିଓଥେରାପିଷ୍ଟ ଏକତ୍ରିତ ହୋଇ ଜ୍ଞାନ ଆଦାନ ପ୍ରଦାନ, ସହ‌ଯୋଗ ଏବଂ କ୍ରୀଡା ଆଘାତ ପରିଚାଳନା ଏବଂ ପୁନର୍ବାସରେ ଦକ୍ଷତା ବୃଦ୍ଧି ପାଇଁ ଏକାଠି […]

Continue Reading
Warning bell for December

ଡିସେମ୍ବର ମାସ ପାଇଁ ସତର୍କ ଘଣ୍ଟି, ବ୍ୟାଙ୍କ ବନ୍ଦ ହେବ ଏତେ ଦିନ

ଭୁବନେଶ୍ୱର (ବ୍ୟୁରୋ) : ଡିସେମ୍ବର ମାସରେ ବ୍ୟାଙ୍କରେ କାର୍ଯ୍ୟ ରଖିଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। ଫସିଯିବେ ଭିଡ ଭିତରେ। କାରଣ ଡିସେମ୍ବର ମାସରେ ବନ୍ଦ ରହିବ ବ୍ୟାଙ୍କ। ଦିନେ ନୁହଁ କି ଦୁଇ ଦିନ ନୁହଁ ବ୍ୟାଙ୍କ ବନ୍ଦ ରହିବ ପାଖାପଖି 17 ଦିନ। ଡିଜିଟାଲ୍ ବ୍ୟାକିଂର ଆଗମନ ସହିତ ପ୍ରାୟ ସମସ୍ତ ସର୍ଭିସ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ । ଯଦିଓ ଏହା ଗ୍ରାହକଙ୍କ ବ୍ୟାଙ୍କକୁ ଯିବାର ଆବଶ୍ୟକତାକୁ କମ କରିଛି, ଯେଉଁମାନେ ଅନଲାଇନ୍ […]

Continue Reading

ମାର୍କେଟକୁ ଆସୁଛି ନୂଆ Rx-100, ପୁଣି ସେଇ ସାଉଣ୍ଡ-ସେଇ ମଜା ପାଇବେ ଯୁବପିଢ଼ି

କମ୍ପାନୀ ପକ୍ଷରୁ ପୁଣି ଥରେ ୯୦ ଦଶକର ଭାରତୀୟ ରାସ୍ତାର ରାଜା YAMAHA RX-100 କୁ ମାର୍କେଟରେ ଲଞ୍ଚ କରୁଛି ଏବେ ରି-ଲଞ୍ଚର ତାରିଖ ଘୋଷଣା କରିଛି କମ୍ପାନୀ । ଏବେ ଏହି ବାଇକର ଅନରୋଡ ପ୍ରାଇସ୍ କଣ ହେବ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଏହି ମୋଟର ସାଇକେଲକୁ କିଛି ସମୟ ପୂର୍ବରୁ ଭାରତୀୟ ବଜାରରେ ବନ୍ଦ କରିଦିଆଯାଇଥିଲା। ଏବେ କମ୍ପାନୀ ନୂଆ ଫିଚର ସହିତ ଲଞ୍ଚ କରିବାକୁ ଯାଉଛି। ନୂଆ ୟାମାହା […]

Continue Reading