Lulu Group ଭାରତର ଏହି ସହରରେ ନିର୍ମାଣ କରିବ ସବୁଠୁ ବଡ଼ ମଲ୍, ୩ ହଜାର ଲୋକଙ୍କୁ ମିଳିବ ଚାକିରି
ନୂଆଦିଲ୍ଲୀ: ୟୁଏଇର ଲୁଲୁ ଗ୍ରୁପ ଅହମଦାବାଦରେ ଭାରତର ସବୁଠାରୁ ବଡ଼ ମଲ ନିର୍ମାଣ କରିବାକୁ ଯାଉଛି। ଏହି ମାଲ ପାଇଁ ଲୁଲୁ ଗ୍ରୁପ ଇଣ୍ଟରନେସନାଲକୁ ପୂର୍ବରୁ ଜମି ମିଳିଯାଇଛି। ଏଏନଆଇ ରିପୋର୍ଟ ମୁତାବକ, ନିର୍ମାଣ ପାଇଁ ୪ ହଜାର କୋଟି ଖୋର୍ଚ୍ଚ ହେବ ବୋଲି ଅନୁମାନ ଲଗାଯାଇଛି। ଲୁଲୁ ଗ୍ରୁପ ଇଣ୍ଟରନେସନାଲର ସିଏମଡି ଏମଏ ୟୁସୁଫ ଅଲୀ କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଆରମ୍ଭ ବୋଲି ଆଶା ରହିଛି। ୬୫ ହଜାରରୁ ଅଧିକ ୱାର୍କଫୋର୍ସର […]
Continue Reading