କେମିତି କମୁଛି ଓଡ଼ିଶାରେ ଉତ୍ପାଦିତ ଲୁହା ପଥରର ମାନ ? ସଂସଦରେ ତଦନ୍ତ ଦାବି କଲେ ଅପରାଜିତା

ନୂଆଦିଲ୍ଲୀ: ସସଂଦରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାରେ ଖଣି ଖନନରେ ଦୁର୍ନୀତି ହୋଇଥିବା ଅପରାଜିତା ଅଭିଯୋଗ କରିଛନ୍ତି । କହିଛନ୍ତି ଓଡ଼ିଶା ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଏକାଧିକ ଲୁହା ପଥର ଖଣି ନିଲାମ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ନୂଆ ନିଲାମ ପରେ ନିଲମଧାରୀ ନିମ୍ନ ମାନର ଲୁହା ପଥର ପରିମାଣ ଅଧିକ ଦେଖାଉଛନ୍ତି । ତଥ୍ୟ ଉପସ୍ଥାପନ କରି ଅପରାଜିତା କହିଛନ୍ତି, ସମସ୍ତେ […]

Continue Reading

କିଭ୍‌ର ୩ଟି ସହର ଉପରେ ଭୟଙ୍କର ହମଲା କଲା ରୁଷ

ମସ୍କୋ: ମୈଦାନ ଛାଡ଼ି ନାହିଁ ରୁଷ। ଗତ ୧୧ ମାସ ହେବ ୟୁକ୍ରେନ୍‌ରେ ଆକ୍ରମଣ ଜାରି ରଖିଥିବା ରୁଷ ନିଜ ଲକ୍ଷ ହାସଲ ନହେବା ପର୍ଯ୍ୟନ୍ତ ଓହରି ଯିବାର ସଙ୍କେତ ଦେଉ ନାହିଁ। ପୂର୍ବରୁ ଯେଉଁ ଘମାଘୋଟ ଲଢ଼େଇ ହେଉଥିଲା ତାହା ମଝିରେ ଶିଥିଳ ପଡ଼ିଯାଇଥିବା ବେଳେ ଏବେ ପୁଣି ଆକ୍ରାମାତ୍ମକ ହୋଇଛି ରୁଷ। ୟୁକ୍ରେନର ରାଜଧାନୀରେ ପହଞ୍ଚିଥିବା ରୁଷ ସେନା ନିକଟରେ ଏକ ବଡ଼ଧରଣର ମିସାଇଲ ଆଟାକ କରିଛି। କିଭ୍‌ର ୩ଟି ସହର ଉପରେ ଅତି […]

Continue Reading

ଡିଜିଟାଲ୍ ମିଡିଆ ପାଇଁ ସ୍ୱତନ୍ତ୍ର ଆଇନ୍ ଆଣିବେ କି ସରକାର ? ସଂସଦରେ ଏମିତି କହିଲେ ମନ୍ତ୍ରୀ…

ନୂଆଦିଲ୍ଲୀ: କଠୋର ହେବ କି ଡିଜିଟାଲ୍ ମିଡିଆ ପରିଚାଳନା ? ସରକାର ଆଣିବେ କି ସ୍ୱତନ୍ତ୍ର ଆଇନ୍ ? ବଦଳୁଥିବା ଯୁଗ, ବଢ଼ୁଥିବା ଟେକ୍ନୋଲଜି ସହ ତାଳ ଦେଇ ଡିଜିଟାଲ ମିଡିଆ କାୟା ବିସ୍ତାର କରି ଚାଲିଛି । ସମୟ ଏମିତି ହୋଇଛି ଡିଜିଟାଲ୍ ମିଡିଆ ଯାହା ଦେଖାଉଛି, ଲେଖୁଛି ତା’କୁ ଲୋକ ସତ ବୋଲି ମାନି ନେଉଛନ୍ତି । କେତେବେଳେ ଡିଜିଟାଲ୍ ମିଡିଆରେ କାହା ବିରୋଧରେ ଅପପ୍ରଚାର ହେଉଛି ତ ଆଉ କେବେ ମିଛ ଖବର […]

Continue Reading

ପୂଜାରା ମାରିଲେ ଶତକ; ବାଂଲାଦେଶକୁ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ

ଢାକା: ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଉଭୟ ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା ଶତକ ମାରିଥିବା ବେଳେ ବାଂଲାଦେଶକୁ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଗୁରୁବାର ୮ଟି ୱିକେଟ୍ ହରାଇ ୧୩୩ ରନ୍ କରିଥିବା ବାଂଲାଦେଶ ଶୁକ୍ରବାର ୧୫୦ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଏହା ପରେ ଦ୍ୱିତୀୟ ଇନିଂସ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। ଓପନିଂ କରିବାକୁ ଆସିଥିଲେ ଅଧିନାୟକ କେ ଏଲ ରାହୁଲ ଓ ଶୁବମନ ଗିଲ୍‌। ତେବେ […]

Continue Reading

ସାମ୍ବାଦିକଙ୍କୁ ଏଲନ ମସ୍କଙ୍କ ଟାର୍ଗେଟ; ସସ୍ପେଣ୍ଡ କଲେ ଆକାଉଣ୍ଟ

ସାନ ଫ୍ରାନ୍ସିକୋ: ଟୁଇଟରକୁ ନେଇ ଏଲନ ମିସ୍କଙ୍କ ପରୀକ୍ଷା ନିରୀକ୍ଷା ଶେଷ ହେଉନି । କର୍ମଚାରୀ ଛଟେଇ, ବ୍ଲୁ ଟିକ ପାଇଁ ଟଙ୍କା ବଢାଇବା, କଟକଣା ଜାରି କରିବା ପରେ ଏବେ ସାମ୍ବାଦିକଙ୍କ ପଛରେ ପଡିଛନ୍ତି ମସ୍କ । ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛନ୍ତି ମସ୍କ । ଏହି ସମ୍ବାଦିକମାନେ ମୁଖ୍ୟତଃ ନ୍ୟୁୟର୍କ ଟାଇମ୍ସ, ସିଏନଏନ, ଟାଇମ୍ସ ଓ ୱାଶିଂଟନ ପୋଷ୍ଟର ବୋଲି ଜଣାପଡିଛି । ସେମାନେ ଆକାଉଣ୍ଟ ଖୋଲିବା ମାତ୍ରେ ଏହା ସସ୍‌ପେଣ୍ଡ […]

Continue Reading

ବୟକଟ ପାର୍ଟି ପରେ ‘ପଠାନ’କୁ ବିଜେପି ବିଧାୟକଙ୍କ ବିରୋଧ

ମୁମ୍ବାଇ: ମଧ୍ୟପ୍ରଦେଶରରେ କ୍ଷମତାସୀନ ବିଜେପି ସରକାରର ଜଣେ ମନ୍ତ୍ରୀଙ୍କ ସହ ସ୍ୱର ମିଳାଇଛନ୍ତି ମହାରାଷ୍ଟ୍ର ବିଜେପି ବିଧାୟକ ରାମ କଦମ। ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ବିଜେପି ବିଧାୟକ ରାମ କଦମ ଜୋରାଦାର ବିରୋଧ କରିଛନ୍ତି। ଫିଲ୍ମରେ ହିନ୍ଦୁତ୍ୱକୁ ଅପମାନିତ କରାଯାଇଥିବା ଦାବି କରି ଏହାର ରିଲିଜ୍‌କୁ ମହାରାଷ୍ଟ୍ରରେ ଅନୁମତି ମିଳିବ ନାହିଁ ବୋଲି ସେ କହିଛନ୍ତି। ଏଥିସହ ଦୀପିକା ୨୦୨୦ ଜେଏନୟୁ ହିଂସା ବେଳେ ସେଠାକୁ ଯାଇ ନିଜର ସମବେଦନା […]

Continue Reading

ଆଜିଠୁ ମକର ସଂକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ

ପୁରୀ : ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଏହି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଶ୍ରୀ ମନ୍ଦିରରେ ଲାଗି ହୋଇଛି ପହଲି ଭୋଗ । ତେବେ ଏହି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ତେବେ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗି […]

Continue Reading

ଭୂସ୍ଖଳନ ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବଢ଼ିଲା, ଏବେ ବି ୨୨ ନିଖୋଜ

କ୍ୱାଲାଲୁମପୁର: ମ୍ୟାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉପକଣ୍ଠରେ ଥିବା ଗୋଟିଏ କ୍ୟାମ୍ପ ନିକଟରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛନ୍ତି। ଏବେ ବି ଆହୁରି ୨୨ ଜଣ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଠାବ କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ସମୟ ଭୋର ୩ଟାରେ ସେଲାନଗୋର ପ୍ରଦେଶରେ ଭୂସ୍ଖଳନ ହୋଇଥିଲା। ଏଠାରେ ଥିବା ଗୋଟିଏ ଫାର୍ମ ହାଉସ ଲୋକଙ୍କୁ ରହିବା ପାଇଁ କ୍ୟାମ୍ପ […]

Continue Reading

ଓଡ଼ିଆଙ୍କ ପାଇଁ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଦାବି କଲେ ବିଜେପି ସାଂସଦ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ସାଂସଦ ପ୍ରତିନିଧି ମଣ୍ଡଳୀ ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟିଛନ୍ତି । ଓଡ଼ିଶାରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏଓ୍ୱାଇ) ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ଲାଗି ପ୍ରତିନିଧି ମଣ୍ଡଳ ଅନୁରୋଧ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏ ସମ୍ପର୍କୀତ ଏକ ପତ୍ର […]

Continue Reading

ରାଜଧାନୀରେ ଉଡ଼ି ଉଡ଼ି ମଶା ମାରିବ ଡ୍ରୋନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମଶାଙ୍କ ସାନ୍ଧ୍ରତା ବୃଦ୍ଧି ପାଉଥିବା ବେଳେ ନୂଆ ଯୋଜନା କରିଛି ବିଏମସି । ମଶା ମରା ଗାଡ଼ି ସହ ବିଏମସି ଡ୍ରୋନର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ରାଜଧାନୀରେ ମଶା ଦମନ ପାଇଁ ବିଏମସି ଡ୍ରୋନର ବ୍ୟବହାର କରିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ । ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯାଇ ମଶା ଦମନ କରାଯିବ । […]

Continue Reading