ସକାଳୁ ଦୌଡିଲେ କଳିଙ୍ଗରନର୍ସ

ଭୁବନେଶର : ଓଡିଶାରେ ଏକ ସୁସ୍ଥସମାଜ ଓ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବାକୁ ଯାଇ କଳିଙ୍ଗରନର୍ସ ଏକ ମାରାଥନ୍‌ର ଆୟୋଜନ କରିଛି । ଏହି ସିଟି ମାରାଥନ୍ ଶିଖରଚଣ୍ଡୀଠାରୁ ଆରମ୍ଭ କରାଯାଇଥôଲ । । ଏଥିରେ ୫କିମି (ସକାଳ ୬:୩୦, ରିପୋର୍ଟଟାଇମ୍ – ସକାଳ ୬ଟା), ୧୦କିମି (ସକାଳ ୬ ଟା- ରିସୋର୍ଟଟାଇମ୍‌- ସକାଳ ୫:୩୦),୨୧କିମି (ସକାଳ ୫:୩୦, ରିସୋର୍ଟଟାଇମ୍‌– ସକାଳ ୫ ଟା) ତିନୋଟି ବିଭାଗରେ ବିଭକ୍ତ କରାଯାଇଥିଲା । କଳିଙ୍ଗରନର୍ସ ୨୦୧୭ ମସିହାରେ […]

Continue Reading

ଚମକିଲା ସୁଆଣ୍ଡୋ; ଐତିହାସିକ ଗାଁର ରୂପ ନେଲା ଉତ୍କଳମଣିଙ୍କ ଜନ୍ମପୀଠ

ସୁଆଣ୍ଡୋ: ଐତିହାସିକ ଗାଁର ରୂପ ନେଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ । ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋ ଗ୍ରାମକୁ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଗୋପବନ୍ଧୁଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ଆଜି ସକାଳେ ୫ଟ ସଚିବ କେ.ପାଣ୍ଡିଆନଙ୍କ ସହ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଯାଇଥିଲେ । ପ୍ରଥମେ ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ଷଠିଘର ବୁଲିଥିଲେ। ପରେ ବିଭିନ୍ନ […]

Continue Reading

ରାଜ୍ୟରେ ୫୫ଟି ବ୍ଲକସ୍ତରୀୟ ବସ୍‍ଷ୍ଟାଣ୍ଡ ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି ସରକାର, ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ତୃତୀୟ କାର୍ଯ୍ୟଦିବସ ଆଜି ସ୍ୱାଭାବିକ ବାତାବରଣ ମଧ୍ୟରେ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ପରିବହନ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫୫ଗୋଟି ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଆଉ ୫୦ଟି ନୂତନ ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷରେ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗୃହରେ ପ୍ରକାଶ କରିଛନ୍ତି। ଏହା ସହିତ ଅନ୍ୟ […]

Continue Reading

ବିମାନ ଅଟକାଇ ବରିଷ୍ଠ କଂଗ୍ରେସ ନେତା ପବନ ଖେଡାଙ୍କୁ ଗିରଫ କଲା ଆସାମ ପୁଲିସ୍

ଦିଶପୁର: ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ା ଗିରଫ। ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବିମାନ ଉଡ଼ାଣକୁ ରଦ୍ଦ ଖେଡ଼ାଙ୍କୁ ଗିରଫ କଲା ଆସାମ ପୁଲିସ। ଗୁରୁବାର କଂଗ୍ରେସ ଦଳ ଏଭଳି ଅଭିଯୋଗ ଆଣିଛି। ଖେଡା ରାୟପୁର ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଆସାମ ପୁଲିସ ନିର୍ଦ୍ଦେଶରେ ତାଙ୍କ ଉଡ଼ାଣ ରଦ୍ଦ କରାଯାଇଥିଲା। ଏହାପରେ ଏୟାରପୋର୍ଟ ପୁଲିସ ଓ ଆସାମ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖେଡ଼ାଙ୍କୁ ଗିରଫ କରିଛି ବୋଲି କଂଗ୍ରେସ ଅଭିଯୋଗ […]

Continue Reading

ଫେବୃଆରୀରୁ ତାତିଲାଣି ବାୟୁମଣ୍ଡଳ: କାହିଁକି ସମୟ ପୂର୍ବରୁ ଆସୁଛି ହିଟ ୱେଭ?

ନୂଆଦିଲ୍ଲୀ: ବର୍ତ୍ତମାନ ଫେବୃଆରୀ ମାସ ଚାଲିଥିବା ବେଳେ ଏବେଠୁ ହିଁ ସାରା ଦେଶରେ ହିଟ ୱେଭ ଅନୁଭୂତ ହେଲାଣି । ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ହିଁ ତାତି ଉଠିଲାଣି ବାୟୁମଣ୍ଡଳ । ଗରମ ଦାଉରେ ସିଝିବାରେ ଲାଗିଛି ପ୍ରାଣୀଜଗତ । ମାସ ଆରମ୍ଭ ପର୍ଯ୍ୟନ୍ତ ଥଣ୍ଡା ଏବଂ ଶୀତରେ କଲବଲ ହେଉଥିବା ବେଳେ ଦୁଇ ସପ୍ତାହ ଭିତରେ ଗରମ ଏବଂ ତାତିରେ ଜଳୁଛନ୍ତି ଦେଶବାସୀ । ତେବେ ହଠାତ କାହିଁକି ବଦଳିଗଲା ମୌସୁମୀ ? କାହିଁକି ଶୀତ […]

Continue Reading

ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆଜି ସୌମ୍ୟଙ୍କ ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ତନାଘନା କରୁଛି। କ୍ରାଇମବ୍ରାଞ୍ଚର ଦୁଇ ମହିଳା ଅଧିକାରୀ ମୃତ ସୌମ୍ୟ ପାଣିଗ୍ରାହୀଙ୍କ ବାପା ସୁଧାକର ପାଣିଗ୍ରାହୀ, ମାଆ ମୋହିନୀ ମିଶ୍ର ଓ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ […]

Continue Reading

ଅକ୍ସର ପଟେଲଙ୍କୁ ମିଳିଲା ଉପ-ଅଧିନାୟକ ପଦ: ଦମଦାର ପ୍ରଦର୍ଶନ ଯୋଗୁଁ ମିଳିଲା ବଡ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ । ତେବେ କେବଳ ଏଡି ସିରିଜ ନୁହେଁ ଗତ କିଛି ସିରିଜରେ ଭାରତ ପାଇଁ ସେ ଅନେକ ମ୍ୟାଚ ୱିନିଙ୍ଗ ପ୍ରଦର୍ଶନ କରିଛନ୍ତି । ଯାହାର ଫଳ ଆଜି ତାଙ୍କୁ ମିଳିପାରିଛି । ଲଗାତାର ଭାବେ ସୁନ୍ଦର ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଦଳର ଉପଅଧିନାୟକ ପଦ ଉପହାର ମିଳିଛି । ଆସନ୍ତା ଆଇପିଏଲ-୨୦୨୩ ଟୁର୍ଣ୍ଣାମେଣ୍ଟରୁ […]

Continue Reading

ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କଲେ ଝିଅ

ପୁରୀ: କୁହନ୍ତି ଯେ, ଯଦି ମନରେ ଦୃଢ ବିଶ୍ୱାସ ଓ ଅଦମ୍ୟ ସାହାସ ଥିବ, ତେବେ କୌଣସି ଅସୁବିଧା ତୁମ ପାଖ ମାଡିବ ନାହିଁ। କଠିନ ପରିଶ୍ରମ ଆଗରେ ସବୁ କାର୍ଯ୍ୟ ସମ୍ଭବ ହୋଇଥାଏ। ଏମିତି ଭାବରେ ନିଜ ବାପାଙ୍କ ସ୍ୱପ୍ନ ପୂରା କରିଛନ୍ତି ପ୍ରଜ୍ଞା ପାରମିତା ବେହେରା । ୫ ବର୍ଷ ତଳୁ ବାପା ଦେଖିଥିବା ସ୍ୱପ୍ନକୁ ଆଜି ପୂରଣ କରିଛି ଝିଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଫଟୋଚିତ୍ର ଭେଟି ଦେଇଛନ୍ତି ପ୍ରଜ୍ଞା, […]

Continue Reading

ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ପୁରୀ: ୧୯୪୪ ମସିହାରେ ସ୍ଥାପିତ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ । ଏବେ ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଲାଗି ଜୋରଦାର ଦାବି ହେଉଛି । ଆଜି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏସସିଏସ୍ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କରି ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି । କିଛିଦିନ ତଳେ ସହରର ବୁଦ୍ଧିଜୀବୀ, ପୁରୀ ବିକାଶ ପରିଷଦ, କଲେଜର ପୁରାତନ ଛାତ୍ର ଓ ଅଖିଳ ଭାରତୀୟ […]

Continue Reading

ଭାରତକୁ ନେଇ ବଡ ଘୋଷଣା କଲେ ଋଷର ରାଷ୍ଟ୍ରପତି: ଚୀନ ବିଷୟରେ କ’ଣ କହିଲେ ପୁତିନ?

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧକୁ ଏକ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶକୁ ସମ୍ବୋଧିତ କରୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ରାଜଧାନୀ ମସ୍କୋର ଗୋଷ୍ଟିବନୀ ଡାବର ହଲରେ ନିଜ ଅଭିଭାଷଣ ସମୟରେ ପୁତିନ କହିଛନ୍ତି ଯେ, ଋଷ ବର୍ତ୍ତମାନ ୟୁକ୍ରେନରେ ସ୍ପେଶାଲ ଅପରେସନ ଜାରି ରଖିଛି । ତେବେ ଏଡି ସମ୍ବୋଧନରେ ସେ ଭାରତକୁ ନେଇ ଦେଇଛନ୍ତି ଏକ ବଡ ମନ୍ତବ୍ୟ । ଭାରତ ସହ ବ୍ୟାପାର ଏବଂ ସହଯୋଗିତା ଋଷ ଜାରି ରଖିବ ବୋଲି […]

Continue Reading