ମନୁଆଲ୍ ଓ୍ବର୍କ ନୁହେଁ, ମଡର୍ଣ୍ଣାଇଜ୍ ହେବାକୁ ପଡ଼ିବ: ଶାନ୍ତନୁ ଆଚାର୍ଯ୍ୟ
ଭୁବନେଶ୍ବର: ଓଡ଼ିଆ ଜାଣିବାକୁ ହେଲେ ଏବଂ ମୁଁ ଓଡ଼ିଆ ବୋଲି ଗର୍ବରେ କହିବାକୁ ହେଲେ ପ୍ରଥମେ ଓଡ଼ିଆ ଭାଷାର ଇତିହାସ ଜାଣିବାକୁ ହେବ। ଓଡ଼ିଶାରେ ତଥା ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀର ୧୧ତମ ସଂସ୍କରଣରେ ମୁଖ୍ୟଅତିଥି ତଥା ଉଦ୍ଘାଟକ ଭାବେ ଯୋଗଦେଇ ବରିଷ୍ଠ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ମନୁଆଲ୍ ଓ୍ବର୍କରେ ଖାଲି ଅ-ଆ ଲେଖିଦେଲେ ଚଳିବନି, ଆମକୁ ମଡର୍ଣ୍ଣାଇଜ୍ ହେବାକୁ ପଡ଼ିବ। ଏଥିପାଇଁ […]
Continue Reading