୫ କୋଟିର ମାନହାନୀ ମକଦ୍ଦମା କଲେ ପ୍ରକୃତି ମିଶ୍ର, ବାବୁସାନ୍‌ଙ୍କ ସ୍ତ୍ରୀ, ଶ୍ୱଶୂର ଏବଂ ୟୁଟ୍ୟୁବ୍ ବିରୁଦ୍ଧରେ ମାମଲା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାବୁସାନ୍‌-ତୃପ୍ତୀ ଏବଂ ପ୍ରକୃତି ମାମଲା ପୁଣି ଥରେ ମୁଣ୍ଡ ଟେକିଛି। କିଛି ଦିନ ଶାନ୍ତ ରହିବା ପରେ ଗତକାଲି ପ୍ରକୃତି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ଆଜି ଭୁବନେଶ୍ୱର କୋର୍ଟରେ ୫କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି। ପ୍ରକୃତି ବାବୁସାନ୍‌ଙ୍କ ସ୍ତ୍ରୀ, ଶ୍ୱଶୂରଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି। ଏହା ସହିତ ସୋସିଆଲ ମିଡିଆରେ ତାଙ୍କ ବିରୁଦ୍ଧରେ ନାନା ପ୍ରକାର ଖବର ପ୍ରସାରଣକୁ ନେଇ ସେ ୟୁଟ୍ୟୁବ ବିରୁଦ୍ଧରେ ମଧ୍ୟ […]

Continue Reading

କଂଗ୍ରେସକୁ ଶକ୍ତ ଝଟକା: ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଜୟବୀର ଶେରଗିଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟବୀର ଶେରଗିଲ ବୁଧବାର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ଜୟବୀର ଶେର୍ଗିଲ ପେସାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଜଣେ ଓକିଲ। ସୋନିଆ ଗାନ୍ଧୀଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଶେରଗିଲ କହିଛନ୍ତି ଯେ, ‘ମୁଁ ଦୁଃଖିତ ଯେ ବର୍ତ୍ତମାନ ଲୋକ ତଥା ଦେଶର ସ୍ୱାର୍ଥରେ ନିଷ୍ପତ୍ତି ନିଆଯାଉ ନାହିଁ । କିନ୍ତୁ ଯେଉଁମାନେ ଚାଟୁକାରିତାରେ ଲିପ୍ତ ଅଛନ୍ତି ଏବଂ କ୍ରମାଗତ ଭାବରେ ଦଳକୁ ଅବହେଳା କରୁଛନ୍ତି ସେମାନଙ୍କ ସ୍ୱାର୍ଥ ପାଇଁ ନିଷ୍ପତ୍ତି […]

Continue Reading

ବିଲରେ କାମ କରୁଥିଲେ, ବଜ୍ରପାତରେ ୨ ମୃତ ଓ ୩ ଗୁରୁତର

ମାଲକାନଗିରି: ବିଲରେ କାମ କରୁଥିବା ବେଳେ ବଜ୍ରାଘାତ। ବଜ୍ରାଘାତରେ ଘଟଣାସ୍ଥଳରେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମଧ୍ୟରେ ଦୁଇ ମହିଳା ରହିଛନ୍ତି। ମୃତକମାନେ ହେଲେ ଦହିମତି ଖିଲ(୨୬) ଓ ଲକ୍ଷ୍ମୀ କେପୋ(୨୮)। ଆହତମାନେ ହେଲେ ଜୁସିଲା ଖିଲ, ଗୀତା ପାଙ୍ଗୀ, ଅଚିନ୍ତା ଖିଲ। ଏମାନେ ସମସ୍ତେ ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ଅଞ୍ଚଳର ରାଉଳିଗୁଡ଼ା ଓ ବାଉଁଶଗୁଡ଼ା ଗ୍ରାମର। ଗୁରୁତର ମାନଙ୍କୁ ପାଣ୍ଡ୍ରିପାଣି ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା […]

Continue Reading

ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ । ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ମାସକ ତଳେ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ଏବେ ପୁଣି ଅସୁସ୍ଥ ହେବାରୁ ରବିବାର ଦିନ ଜିଲ୍ଲା ମୁଖ୍ୟାଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ କମଳା ପୂଜାରୀ । ଗୁରୁତର ଭାବେ […]

Continue Reading

ବିହାରରେ ବହୁମତ ପରୀକ୍ଷା ପୂର୍ବରୁ ୨୪ଟି ସ୍ଥାନରେ CBI ଚଢ଼ାଉ

ପାଟଣା: ବିହାରର ୨୪ଟି ସ୍ଥାନରେ ସିବିଆଇ ରେଡ୍ । ଚାକିରି ବଦଳରେ ଜମି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ରେଡ୍ କରିଥିବା ଜଣାପଡ଼ିଛି । ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅଶଫାକ କରୀମ ଏବଂ ଫୈୟାଜ ଅହମଦଙ୍କ ବିଭିନ୍ନ ସ୍ଥାନରେ ସିବିଆଇ ଚଢ଼ାଉ କରିଛି । ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟର ଠିକ୍ ପୂର୍ବରୁ ଆରଜେଡି ନେତାଙ୍କ ୨୪ଟି ସ୍ଥାନରେ ସିବିଆଇ ରେଡ୍ କରିଛି । […]

Continue Reading

ମଙ୍କିପକ୍ସକୁ ମାତ୍‌ ଦେବାକୁ ଆସିବ ଔଷଧ! ଆରମ୍ଭ ହେଲା କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି। ମଙ୍କିପକ୍ସକୁ ମାତ ଦେବା ପାଇଁ ଉପଲବ୍ଧ ଥିବା ଟିକା ଅତ୍ୟନ୍ତ ସୀମିତ ଓ ଏହାର ସପ୍ଲାଏ ମଧ୍ୟ ଠିକ ଭାବେ ହୋଇପାରୁନି। ତେଣୁ ମଙ୍କିପକ୍ସକୁ ମାତ ଦେବାକୁ ବୈଜ୍ଞାନିକମାନେ ଔଷଧ ବାହାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏହି ଭାଇରାଲ ରୋଗ ବିରୋଧରେ ଗୋଟିଏ ଔଷଧର କ୍ଲିନିକାଲ […]

Continue Reading

ପଦ୍ମ ପୁରସ୍କାର ନାମାଙ୍କନ ପାଇଁ ପୋର୍ଟାଲ ଲଞ୍ଚ କଲେ ସରକାର

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଉଥିବା ପଦ୍ମ ପୁରସ୍କାର ୨୦୨୩ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ମେ ୧ ତାରିଖରୁ ଆରମ୍ଭ ହୋଇଯାଇଛି। ପଦ୍ମ ପୁରସ୍କାର ଆବେଦନ ପାଇଁ ସେପ୍ଟମ୍ବର ୧୫ ଶେଷ ତାରିଖ ରହିଛି। ପଦ୍ମ ପୁରସ୍କାର ପାଇଁ ଆବେଦନ କେବଳ ଅନଲାଇନ୍ ମାଧ୍ୟମରେ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ ମାଧ୍ୟମରେ କରାଯାଇପାରିବ। ସରକାରଙ୍କ କହିବା ମୁତବାକ ପୋର୍ଟାଲ ମାଧ୍ୟମରେ ପୁରସ୍କାରର ପାରିଦର୍ଶିତା ଏବଂ ସାଦାରଣ ଲୋକଙ୍କ ସହଯୋଗ ଜାରି ରହିବ। କେନ୍ଦ୍ରୀୟ ଗୃହ ମନ୍ତ୍ରଳାୟ […]

Continue Reading

ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ

ଭୁବନେଶ୍ୱର: ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ । ବାଲି ଚୋରାଚାଲଣ ହେଉଥିବାର ଅଭିଯୋଗ ପରେବି ଚୁପ ହୋଇ ବସିଛନ୍ତି ଉଭୟ ପ୍ରଶାସନ ଓ ସରକାର । କୁଆଖାଇ ଏବଂ କୁଷଭଦ୍ର ନଦୀରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତ ଷଢ଼ଙ୍ଗୀ । ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେ ବାଲି ଚୋରାଚାଲଣକୁ ନେଇ ରାଜ୍ୟ […]

Continue Reading

ଚର୍ଚ୍ଚାରେ ଅପରାଜିତାଙ୍କ ଧାନ ତଳି ରୋଇବା ଫଟୋ

ଭୁବନେଶ୍ୱର: ରୋକ୍‌ଠୋକ୍‌ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ପ୍ରଶାସିକାରୁ ରାଜନେତା ବନିଥିବା ଶ୍ରୀମତୀ ଷଡଙ୍ଗୀ ଏଥର କିନ୍ତୁ ନିଜ ବାକ୍ୟ ବାଣ ପାଇଁ ଚର୍ଚ୍ଚାରେ ନାହାନ୍ତି। ବରଂ ତାଙ୍କର କିଛି ଫଟୋକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଅଧା ଓଡ଼ିଶା ପାଣି ଘେରରେ ଥିବା ବେଳେ ଅପରାଜିତାଙ୍କୁ କିନ୍ତୁ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଆନ୍ଦାଜରେ। ସେ ଚାଷ ଜମିରେ ଚାଷୀଙ୍କ ସହିତ […]

Continue Reading

ରୁଷ ରାଷ୍ଟ୍ରପତିଙ୍କ ଘୋଷଣା ୧୦ଟି ସନ୍ତାନ ଜନ୍ମ ଦେଲେ ମିଳିବ ୧୩ଲକ୍ଷ ଟଙ୍କା !

ମସ୍କୋ: ବିଶ୍ୱର ସର୍ବବୃହତ ଦେଶର ଜନସଂଖ୍ୟା ସଙ୍କଟ । କରୋନା ମହାମାରୀ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ପରେ ଦେଶ ଏବେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛି। ଏହାପରେ ଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅଜବ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନ୍ ମହିଳାମାନଙ୍କୁ ୧୦ଟି ସନ୍ତାନ ଜନ୍ମ ଦେବା ଏବଂ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସେ ଏକ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଜରିଆରେ ଜନ୍ମ […]

Continue Reading