ମୁରୁସୁଆଁ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

କେନ୍ଦୁଝର: ମୁରୁସୁଆଁ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଖଗେଶ୍ବର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥିଭାବେ ପାଟଣା ଗୋଷ୍ଠୀ ଶିକ୍ଷାଧୂକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନୁ, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଖେଳ ଶିକ୍ଷକ ରବୀନ୍ଦ୍ର ସାହୁ, ସମ୍ମାନିତ ଅତିଥ୍‌ଭାବେ ସହ – ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ରାୟ, ଅଧ୍ୟାପକ ପଦ୍ମଲୋଚନ ସାହୁ, ଅବସର ପ୍ରାପ୍ତି ସହ -ଶିକ୍ଷାଧୂକାରୀ ଶିକ୍ଷକ ଜ୍ଞାନେନ୍ଦ୍ର କୁମାର ସାହୁ, ଅବସର ପ୍ରାପ୍ତ […]

Continue Reading

ରାଜ୍ୟସ୍ତରୀୟ ରେଡ଼କ୍ରସ ସେବା ସମ୍ମାନ

ଭୁବନେଶ୍ୱର: ଯୁବ ରେଡ୍‌ କ୍ରସ୍‌ ଶାଖା, ଭାରତୀୟ ରେଡ୍‌ କ୍ରସ୍‌ ସୋସାଇଟି, ଓଡିଶା ତରଫରୁ ରାଜଭବନର ଅଭିଷେକ ଭବନରେ ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ମାନବ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନକାରୀ ୭୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ମାନନୀୟ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି ଏହି ଅବସରରେ ଉପସ୍ଥିତ ରହି ସମାଜର ସୁବିଧା ଅସୁବିଧାରେ ଲୋକଙ୍କ ସହ ରହିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଢୌକନ ଏବଂ […]

Continue Reading