ଯୌନ ଉପଭୋଗ ଖରାପ କରୁଥିବା ଖାଦ୍ୟ

କିଛି ଖାଦ୍ୟ ଆପଣଙ୍କ ସେକ୍ସ ଡ୍ରାଇଭକୁ ବଢ଼ାଇପାରେ, କିନ୍ତୁ ଏପରି କିଛି ଖାଦ୍ୟ ଅଛି ଯାହାକୁ ଯୌନ ସମ୍ପର୍କ ପୂର୍ବରୁ ଖାଇବା ଉଚିତ ନୁହେଁ । କଳ୍ପନା କରନ୍ତୁ ଯେ ଆପଣ ନିଜର ସାଥୀ ସହିତ ଅନ୍ତରଙ୍ଗ ହେବା ସମୟରେ ପେଟ ଫୁଲିବା ପରି ସମସ୍ୟା ଅନୁଭବ କରିବେ । ଏପରି ହେଲେ ଆପଣଙ୍କ ଯୌନ ଇଚ୍ଛା ସଙ୍ଗେ ସଙ୍ଗେ ତଳକୁ ଖସିବା ଆରମ୍ଭ କରିବ । ଆପଣ ଭାବୁଥିବେ ହଠାତ୍ କ’ଣ ହେଲା, କିନ୍ତୁ ଆପଣ […]

Continue Reading

ପାଟିକୁ ଯେତିକି ପିତା ଦେହ ପାଇଁ ସେତିକି ହିତକାରକ ‘ନିମ୍ବ’, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ଆମ ଚାରି ପାଖରେ ଅନେକ ଔଷଧୀୟ ଗଛ ରହିଛି । କିଛିଙ୍କ ସମ୍ପର୍କରେ ଆମେ ଜାଣିଥିବା ବେଳେ ଆଉ କିଛିଙ୍କ ସମ୍ପର୍କରେ ଆମେ ଜାଣନ୍ତି ନାହିଁ । ତେବେ ହୁଏତ ଆମେ ସମସ୍ତେ ନିମ୍ବ ସମ୍ପର୍କରେ ଜାଣିଥିବା । ଏହି ବୃକ୍ଷର ଫଳ , ଫୁଲ ,ଚେର ,ଛେଲି ସବୁଥିରେ ଭାରି ରହିଛି ଔଷଧୀୟ ଗୁଣ। ବୃକ୍ଷର ସମସ୍ତ ଅଂଶ ଔଷଧୀୟ ଗୁଣ ଦୃଷ୍ଟିରୁ ଅତ୍ୟନ୍ତ ଉପଯୋଗୀ । ନିମ୍ବର ପତ୍ର ଶୋଥହର , ତ୍ଵଚା […]

Continue Reading

ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍: ୭୧ ଆସନରେ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜିଠୁ ବିହାର ବିଧାନସଭା ନିର୍ବାଚନ ନେଇ ମତଦାନ । ପ୍ରଥମ ପର୍ଯ୍ୟାୟରେ ଆଜି ୭୧ଟି ଆସନରେ ଭୋଟ୍ ନିଆଯାଉଛି । ମୈଦାନରେ ଅଛନ୍ତି ୧ ହଜାର ୬୬ ପ୍ରାର୍ଥୀ । ଏମାନଙ୍କ ଭିତରେ ୯୫୨ ଜଣ ପୁରୁଷ ଓ ୧୧୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଦୁଇ କୋଟିରୁ ଅଧିକ ଭୋଟର । ଆଜି ହେବାକୁ ଥିବା ୭୧ଟି ଆସନରୁ ନୀତିଶ କୁମାରଙ୍କ ଜେଡିୟୁ ୩୫ଟି ପ୍ରାର୍ଥୀ ଦେଇଥିବା ବେଳେ […]

Continue Reading

ନଖରେ ଅଛି କି ଧଳା ଚିହ୍ନ? ତେବେ ଖୋଲିବାକୁ ଯାଉଛି ଆପଣଙ୍କ ଭାଗ୍ୟ…

ସମୁଦ୍ରଶାସ୍ତ୍ର ଅନୁଯାୟୀ, ଆମ ଶରୀରରେ ଥିବା ଦାଗ ଏବଂ ନଖରେ ଦେଖାଯାଉଥିବା ଧଳା ଚିହ୍ନର ମହତ୍ୱ ରହିଛି | ସମୁଦ୍ରଶାସ୍ତ୍ରରେ, ଏହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ଯେ ନଖରେ ଥିବା ଧଳା ଚିହ୍ନ ଶୁଭ ଫଳାଫଳ କିମ୍ବା ଅଶୁଭ ଫଳାଫଳ ଦେଇଥାଏ? ଆସନ୍ତୁ ଜାଣିବା ନଖ ଉପରେ ଥିବା ଏହି ଦାଗଗୁଡ଼ିକ ଆପଣଙ୍କ ଜୀବନରେ କି ପ୍ରଭାବ ପକାଇଥାଏ | ସମୁଦ୍ରଶାସ୍ତ୍ର ଅନୁଯାୟୀ, ନଖରେ ଥିବା ଧଳା ଚିହ୍ନଗୁଡ଼ିକ ଆମ ଜୀବନରେ ଅନେକ ସମୟରେ ବଡ଼ […]

Continue Reading

ମଣିଷ ଶରୀର ପାଇଁ କେତେ ଆବଶ୍ୟକ ଧ୍ୟାନ, ଜାଣନ୍ତୁ

ଭୁବନେଶ୍ୱର: ଯୋଗ ର ସପ୍ତମ ଚରଣ ହେଉଛି ଧ୍ୟାନ । ଧ୍ୟାନ ହେଉଛି ଅନାବଶ୍ୟକ କଳ୍ପନା ବା ବିଚାରକୁ ମନରୁ ବାହାର କରି ଶୁଦ୍ଧ ବା ନିର୍ମଲା ଏବଂ ମଉନା ରହିବା । “ଧାରଣାରେ ଚିତ୍ତ ଯେଉଁ ନିର୍ଦ୍ଧିଷ୍ଟ ବିନ୍ଦୁରେ ପହଞ୍ଚେ ଏବଂ ଯଦି ନିଶ୍ଚଳ ଭାବରେ ସେଇଠି ରହିଯାଏ ବା ମଝିରେ ଅନ୍ୟ କୌଣସି ବୃତ୍ତି ଭିତରକୁ ପ୍ରବେଶ କରେନାହିଁ ସେହି ଅବସ୍ଥାକୁ ଧ୍ୟାନ କୁହାଯାଏ” । “ଅର୍ଥାତ ଗୋଟିଏ ବିନ୍ଦୁରେ ସ୍ଥିର ହୋଇଥିବା ଧାରଣା […]

Continue Reading

ରାଜଧାନୀ ଛାତି ଉପରେ ସ୍ୱାମୀ ସମ୍ମୁଖରେ ସ୍ତ୍ରୀକୁ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ବଢିଚାଲିଛି ଅପରାଧିକ ମାମଲା। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳର ବସଷ୍ଟାଣ୍ଡ ନିକଟରେ ଥିବା ଏକ ଢାବା ମ୍ୟାନେଜର ଜଣେ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ରାଜଧାନୀ ଛାତି ଉପରେ ଅକ୍ଟୋବର ୨୫ ତାରିଖ ସନ୍ଧ୍ୟାରେ ଘଟିଛି ଏହି ଛାତିଥରା ଘଟଣା। ଅଭିଯୁକ୍ତ ମ୍ୟାନେଜର ଜଣଙ୍କ ​​ଭୁବନେଶ୍ୱରର ୟୁନିଟ୍ -୩ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାମ ସୁକାନ୍ତ ନାୟକ ବୋଲି ସୂଚନା ମିଳିଛି। ପୋଲିସର ସୂଚନାନୁଯାୟୀ, ଏହି ଗରିବ […]

Continue Reading

ଆଜି ବିଜୟାଦଶମୀ; ଅଧର୍ମ ଉପରେ ହେବ ଧର୍ମର ବିଜୟ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଉତ୍ସବ। ଆଜିର ଏହି ପଵିତ୍ର ଦିନ ବିଜୟାଦଶମୀ ନାମରେ ଜଣା। ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ଆଜି ପାଳିତ ହେଉଛି ପବିତ୍ର ବିଜୟାଦଶମୀ। ପରିସ୍ଥିତି ସାମାନ୍ୟ ଥିଲେ ରାଜ୍ୟବ୍ୟାପୀ ମହା ଆନନ୍ଦ ଉଲ୍ଲାସରେ ବିଜୟାଦଶମୀ ଉତ୍ସବ ପାଳନ ହୋଇଥାନ୍ତା। ସକାଳୁ ସକାଳୁ ପୂଜାମଣ୍ଡପ ଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାନ୍ତା। ତଥାପି ମଧ୍ୟ ବିନା ଭକ୍ତରେ ମଣ୍ଡପ ଗୁଡିକରେ ପାରମ୍ପରିକ ରୀତିନୀତି […]

Continue Reading

କଳାକାର ମାନେ ଭିକାରିଙ୍କ ସହ କରିଲେ ଏପରି ବ୍ୟବହାର, ଜାଣିଲେ ଆପଣ ବି…

ବଲିଉଡର କଳାକାରଙ୍କ ପାଖରେ ପଇସାର କିଛି ଅଭାବ ନଥାଏ I କାରଣ ବଲିଉଡରେ ଗୋଟେ ଫିଲ୍ମ ପାଁଇ ସେମାନେ କୋଟି କୋଟି ଟଙ୍କା ପାଇଥାନ୍ତି I ହେଲେ ପାଖରେ ପଇସା ଥିଲେ ସବୁ କିଛି ସମ୍ଭବ ନଥାଏ I ପଇସା ସହ ମଣିଷର ହୃଦୟ ବି ବଡ଼ ହେବା ଉଚିତ I ଏହା ସହ ଆଜି ଆମେ ଦେଖିବା ବଲିଉଡର ଏହି କଳାକାର ମାନେ କିପରି ଗରିବ ଓ ଭିକାରି ଲୋକଙ୍କ ସହ ବ୍ୟବହାର କରିଥାନ୍ତି I […]

Continue Reading

ମଶାଙ୍କର ଜନ୍ମ ନିୟନ୍ତ୍ରଣ ଲାଗି ଔଷଧ ତିଆରି କରୁଛନ୍ତି ଆମେରିକୀୟ ବୈଜ୍ଞାନିକ

ୱାସିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ମଶା ସାରା ବିଶ୍ୱର ଘାତକ କୀଟମାନଙ୍କ ମଧ୍ୟରୁ ଗୋଟିଏ। ମଶା ଦାଉରୁ ରକ୍ଷା ପାଇବା ଲାଗି ଆମେ ବିଭିନ୍ନ ପନ୍ଥା ଅବଲମ୍ବନ କରିଥାଉ। ହେଲେ ଆପଣ କ’ଣ ଜାଣନ୍ତି କି ଆମେରିକୀୟ ବୈଜ୍ଞାନିକମାନେ ଏବେ ଏକ ନୂଆ ଔଷଧ ତିଆରି କରୁଛନ୍ତି। ଏହାର ପ୍ରୟୋଗରେ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗରୁ ମଧ୍ୟ ରକ୍ଷା ମିଳିବ। ଆମେରିକୀୟ ବୈଜ୍ଞାନିକମାନେ ମଶାମାନଙ୍କ ପାଇଁ ଏଭଳି ଏକ ପ୍ରୋଟିନ୍‌ ପ୍ରସ୍ତୁତ କରିଛନ୍ତି, ଯାହାର ପ୍ରୟୋଗ […]

Continue Reading

ଭାରତଠାରୁ ପାକିସ୍ତାନ ଭଲ କୋଭିଡ ମୁକାବିଲା କରିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଇଏମଏଫଙ୍କ ଆକଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ରସରକାର ଉପରେ ବର୍ଷିଛନ୍ତି । ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୧୦.୩ ପ୍ରତିଶତ ତଳକୁ ଖସିବାକୁ ଥିବା ବେଳେ, ଆଇଏମଏଫର ଆକଳନକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି- ଏହା ସରକାରଙ୍କ ଅନ୍ୟ ଏକ ‘ଦୃଢ଼ ସଫଳତା’ । ବାଂଲାଦେଶ, ମିଆଁମାର, ନେପାଳ, ଚୀନ୍, ଭୁଟାନ, ପାକିସ୍ଥାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ଭାରତ ପାଇଁ ୨୦୨୦-୨୧ ପାଇଁ ଆଇଏମ୍ଏଫ୍ ଅଭିବୃଦ୍ଧି ଆକଳନ କରିଥିବା ଏକ ଚାର୍ଟକୁ […]

Continue Reading