ଚାପରେ ଭାରତୀୟ ଗଣମାଧ୍ୟମ

ଗଣମାଧ୍ୟମର ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବା ପାଇଁ ୧୮୨୪ରେ ‘ଇଷ୍ଟ୍ ଇଣ୍ତିଆ କ˚ପାନି’ ନିୟନ୍ତ୍ରଣାଧୀନ ବଙ୍ଗ ସରକାର ଏକ ଅଧ୍ୟାଦେଶ (ଅର୍ଡିନାନ୍‌ସ) ଜାରି କରିଥିଲେ। କୌଣସି କାରଣ ନ ଦର୍ଶାଇ ଯେକୌଣସି ଖବରକାଗଜର ପ୍ରକାଶନ ଅଧିକାର (ଲାଇସେନ୍‌ସ) ବାତିଲ କରିବା ପାଇଁ ଏଥିରେ ସରକାରଙ୍କୁ କ୍ଷମତା ଦିଆଯାଇଥିଲା। ସେତେ ବେଳେ କୋଲକାତାରେ ଇ˚ରେଜୀ ଓ ବା˚ଲା ଭାଷାରେ ପତ୍ର-ପତ୍ରିକା ପ୍ରକାଶନ କରୁଥିବା ବୁଦ୍ଧିଜୀବୀ ଏବ˚ ସ˚ପାଦକମାନଙ୍କୁ ଏହି ଅଧ୍ୟାଦେଶ କ୍ଷୁବ୍‌ଧ କରିଥିଲା। ଅଧ୍ୟାଦେଶ ବିରୋଧରେ ପ୍ରଥମେ ସ୍ବର […]

Continue Reading

କୃଷକର ଆୟ ବୃଦ୍ଧି ପ୍ରସଙ୍ଗ

କରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତର ଅର୍ଥନୀତି କଥା ବିଚାରକୁ ନେଲେ କୃଷିକ୍ଷେତ୍ର କଥା ବିଚାରକୁ ନେବାକୁ ହେବ, କାରଣ ଆଜି ବି ଭାରତରେ ଅଧାରୁ ଅଧିକ ପରିବାର କୃଷି ଉପରେ ନିର୍ଭରଶୀଳ। କରୋନା ଜନିତ ‘ଲକ୍‌ଡାଉନ୍‌’ ହେତୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଗାଁ ଲେଉଟାଣି ଓଡ଼ିିଶା ଗ୍ରାମାଞ୍ଚଳରେ ଏକ ସମ୍ପୂର୍ଣ୍ଣ ନୂଆ ଦୃଶ୍ୟପଟ ସୃଷ୍ଟି କଲାଣି। ଏହି ସବୁ ଅଞ୍ଚଳରେ ଅପେକ୍ଷାକୃତ ସ୍ବଳ୍ପ ଶିଳ୍ପ-ଅଭିବୃଦ୍ଧି ହେତୁ ସ˚ଖ୍ୟାଧିକ ଲୋକ କୃଷି କାର୍ଯ୍ୟକୁ ଆପଣାଇ ଥାଆନ୍ତି। କିନ୍ତୁ […]

Continue Reading

ଚୀନର ସୈତାନୀ ବୁଦ୍ଧି

ଭାରତର ଅନ୍ୟତମ ବୃହତ ଋଣ ପ୍ରଦାନକାରୀ ସ˚ସ୍ଥା ଏଚ୍‌ଡିଏଫ୍‌ସି ୨୦୨୦, ମାର୍ଚ୍ଚ ୩୧ ପରେ ଯେତେବେଳେ ଷ୍ଟକ୍‌ ଏକ୍‌ସଚେଞ୍ଜଗୁଡ଼ିକୁ ସୂଚିତ କଲା ଯେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ୍‌ ପିପୁଲ୍‌ସ ବ୍ୟାଙ୍କ୍‌ ଅଫ୍‌ ଚାଇନା (ପିବିଓସି) କମ୍ପାନିର ୧.୭୫ କୋଟି ସେୟାର କିଣି ୧.୦୧% ଅ˚ଶଧନର ଅଧିକାରୀ ହୋଇଛିି, ସେତେବେଳେ ଅର୍ଥ ବଜାରରେ ହଇଚଇ ସୃଷ୍ଟି ହୋଇଗଲା। କରୋନା ଆତଙ୍କରେ ସେୟାର ବଜାର ଧରାଶାୟୀ ହୋଇ ସେୟାର ଦାମ ଅତି ତଳକୁ ଖସି ଯାଇଥିବା ବେଳେ ‘ପିବିଓସି’ ଏହି […]

Continue Reading

ପ୍ରଭୁଙ୍କ ଇଚ୍ଛା

ଜଣେ ସାଧାରଣ ଓଡ଼ିଆ କୌଣସି ମାନବ ସାମର୍ଥ୍ୟ ଅତିକ୍ରମୀ ନୈରାଶ୍ୟଜନକ ପରିସ୍ଥିତିରେ ପଡ଼ି ଯେତେବେଳେ ସ˚ପୂର୍ଣ୍ଣ ଆତ୍ମ ସମର୍ପଣ ମୁଦ୍ରାରେ ଦୁଇ ବାହୁ ଊର୍ଦ୍ଧ୍ବକୁ ପ୍ରସାରିତ କରି ‘ଯାହା ପ୍ରଭୁଙ୍କ ଇଚ୍ଛା’ ବୋଲି କହି ଉଠେ, ସେତିକି ବେଳେ ପ୍ରଭୁଙ୍କ ଲୀଳାମୟତାର ଅଲୌକିକତାକୁ ନେଇ ତା’ ମନରେ ତଥାପି ଆସ୍ଥା ଟିକିଏ ବଞ୍ଚି ରହିଥାଏ ଯେ ପ୍ରଭୁଙ୍କ ସେହି ଇଚ୍ଛା ଯୋଗୁ ଯଦି ‘ପୃଥ୍ବୀ କ୍ଷଣ କ୍ଷଣକେ ଆନ’, ତେବେ ହୁଏ’ତ ତାର ଏ ହତାଶାଜନକ ସ୍ଥିତି […]

Continue Reading

କମ୍ ଦାମରେ ଘରେ ପହଞ୍ଚିବ ବ୍ରଡ୍‌ବ୍ୟାଣ୍ଡ୍‌

ନୂଆଦିଲ୍ଲୀ: ଘରେ ଘରେ ସୁଲଭ ମୂଲ୍ୟର ବ୍ରଡ୍‌ବ୍ୟାଣ୍ଡ୍ ସେବା ପହଞ୍ଚାଇବା ଲାଗି ଲାଇସେନ୍ସ ଫି’ ହ୍ରାସ କରିବା ଉପରେ ସରକାର ବିଚାର କରୁଛନ୍ତି। ଯଦି ଏନେଇ କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ନିଆଯିବ ତେବେ ଲୋକମାନେ ସୁଲଭ ମୂଲ୍ୟରେ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପାଇପାରିବେ। ଲୋକମାନଙ୍କ ଘର ପର୍ଯ୍ୟନ୍ତ ଯେଉଁ ଫିକ୍ସଡ୍‌ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଦିଆଯାଉଛି ତାହାର ଲାଇସେନ୍ସ ଫି’ କମ୍ କରାଯିବ। ଏହି ସେବା ସହ ସମ୍ପର୍କିତ ମନ୍ତ୍ରଣାଳୟଗୁଡ଼ିକ ଠାରୁ ସରକାର ମତାମତ ଲୋଡ଼ିଛନ୍ତି। ଏହା ପରେ […]

Continue Reading

୪୫ତମ ରୁଚି ପ୍ରତିଷ୍ଠା ଦିବସ : ନିଷ୍ଠା, ସାଧନା ଓ ସାଧୁତା: ସଫଳତାର ଶ୍ରେଷ୍ଠ ସୂତ୍ର

ଆଜିକୁ ୪୫ ବର୍ଷତଳେ ରଥଯାତ୍ରା ଭଳି ଏକ ପବିତ୍ର ତିଥିରେ ଜନ୍ମ ନେଇଥିଲା – ଓଡ଼ିଶା ଶିଳ୍ପଜଗତର ଏକ ନୂଆ ସମ୍ଭାବନା ‘ରୁଚି’। କଟକର ମଧୁପାଟଣା ଶିଳ୍ପାଚଂଳ – ଯାହା ଦିନେ ଉତ୍କଳଗୌରବ ମଧୁବାବୁଙ୍କ ପୁଣ୍ୟସ୍ମୃତିରେ ହୋଇ ଉଠିଥିଲା ସ୍ମରଣୀୟ, ସେହି ଭୂମିରେ ନିଜ ଜନ୍ମଜାତକର ଅୟମାରମ୍ଭ କରିଥିଲା ଏଇ ଅନୁଷ୍ଠାନ। ଆଜି ତା’ର ୪୫ତମ ଶୁଭ ସ୍ବନକ୍ଷତ୍ର ପାଳନ କରୁଛି ଭାରତୀୟ ଶିଳ୍ପ ସମ୍ରାଜ୍ୟର ଏଇ ସମୃଦ୍ଧ ଓ ବିକଶିତ ଉଦ୍ୟୋଗଟି। ଓଡ଼ିଶାର ପୁରପଲ୍ଲୀଠାରୁ ଭାରତର […]

Continue Reading

ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚିବ ବ୍ୟାଙ୍କ ସେବା

ଭୁବନେଶ୍ବର: କରୋନା ମହାମାରୀ ସମୟରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ଘରେ ପହଞ୍ଚି ବ୍ୟାଙ୍କଗୁଡ଼ିକ ମୌଳିକ ବ୍ୟାଙ୍କିଙ୍ଗ ସେବା ଯୋଗାଇବେ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ତାହାକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଅନେକ ସମୟରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ବ୍ୟାଙ୍କ କର୍ମଚାରୀମାନେ ସହଯୋଗ କରୁନଥିବାର ଖବର ଆସୁଛି। ତାହାକୁ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ତରଫରୁ ଏହି […]

Continue Reading

ପେଟ୍ରୋଲ୍ ୮୦ ଟଙ୍କା ଟପିଲା, କେନ୍ଦ୍ରକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ବର: ପେଟ୍ରୋଲ୍ ଓ ଡିଜେଲ୍ ଦରରେ ବୃଦ୍ଧିର ଧାରା ଜାରି ରହିଛି। ଏକ ଲିଟର ପେଟ୍ରୋଲ୍ ଦାମ୍ ୮୦ ଟଙ୍କାରୁ ଅଧିକ ହୋଇଯାଇଛି। ରାଜଧାନୀର ପେଟ୍ରୋଲ୍ ପମ୍ପ୍‌ରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୮୦ ଟଙ୍କା ୧୩ ପଇସା ହୋଇଛି। ସେହି ସମୟରେ ଡିଜେଲ୍ ଦାମ୍‌ ମଧ୍ୟ ୭୭ ଟଙ୍କା ସ୍ତର ଅତିକ୍ରମ କରିଯାଇଛି। ଏକ ଲିଟର ଡିଜେଲ କିଣିବା ଲାଗି ୭୪ ଟଙ୍କା ୪ ପଇସା ଗଣିବାକୁ ପଡ଼ୁଛି। ଗତ ୧୬ ଦିନ ଧରି କ୍ରମାଗତ […]

Continue Reading

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସୁଯୋଗ ହାତ ଛଡ଼ା କରନ୍ତୁ ନାହିଁ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ପୁରୁଣା ରୋଗ ପୀଡ଼ା ଦେଇପାରେ। ଶୁକ୍ର ଓ ଶନିବାର: ଅଫିସ୍‌ରେ ନୂଆ କାମର ଦାୟିତ୍ବ ପାଇବେ। ରବି ଓ ସୋମବାର: ଅର୍ଥ ଚିନ୍ତା ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସବୁ କାମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ସମାଜିକ କାର୍ୟ୍ୟ କରିବାର ସୁଯୋଗ ମିଳିବ।

Continue Reading

କରୋନାକୁ ସହ ଲଢ଼ିବାକୁ ଶକ୍ତି ଦେବ ଯୋଗ: ଯୋଗ ପ୍ରଶିକ୍ଷକ ଗଣେଶ ଗୋଛିକାର

ଭୁବନେଶ୍ୱର: ଆଜି ବିଶ୍ୱ ଯୋଗ ଦିବସ | ଏହି ଅବସରରେ ସାରା ବିଶ୍ୱରେ ସମସ୍ତେ ନିଜ ନିଜ ଘରେ ଯୋଗ କରିଛନ୍ତି | ତେବେ ଆପଣ ଜାଣିଛନ୍ତି କି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଯୋଗର ଏକ ପ୍ରମୁଖ ଭୂମିକା ରହିଛି | କାରଣ ମହାମାରୀ କରୋନା ବିରୋଧରେ ଲଢ଼ିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ କେତେକ ସାଧାରଣ ଯୋଗ ମୁଦ୍ରା ମାଧ୍ୟମରେ ଏସବୁ ସମ୍ଭବ […]

Continue Reading