NEET ବିବାଦ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପୋଷ୍ଟ ଭାଇରାଲ୍, ୪.୭ କୋଟିରୁ ଅଧିକ ଭ୍ୟୁସ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ୍ସ (ପୂର୍ବତନ ଟ୍ୱିଟର) ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ହେଉଛି। ଜୁଲାଇ ୨୫ରେ କରାଯାଇଥିବା ଏହି ପୋଷ୍ଟକୁ ୪୭.୧ ମିଲିୟନ୍ (୪.୭ କୋଟିରୁ ଅଧିକ) ଥର ଦେଖାଯାଇଛି। ଏହାସହ ୨.୨୧ ଲକ୍ଷରୁ ଅଧିକ ଲାଇକ୍, ୩୭ ହଜାରରୁ ଅଧିକ ରିପୋଷ୍ଟ ଓ ୩୦ ହଜାରରୁ ଅଧିକ କମେଣ୍ଟ ଆସିଛି। ନିଜ ପୋଷ୍ଟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗତ ଚାରି ଦଶକ ଧରି ସେ ଛାତ୍ର, ଶିକ୍ଷକ […]

Continue Reading

ନବୀନଙ୍କ ମନ୍ତବ୍ୟକୁ ବିଜେପି ସାଂସଦଙ୍କ କଡ଼ା ପ୍ରତିବାଦ, ‘ଓଡ଼ିଆଙ୍କୁ ଦୁର୍ବଳ ଭାବନ୍ତୁ ନାହିଁ’

ନୂଆଦିଲ୍ଲୀ: ବିଜେଡି ସଭାପତି ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମ୍ପ୍ରତିକ ମନ୍ତବ୍ୟକୁ ନେଇ ବିଜେପିର ଓଡ଼ିଶା ସାଂସଦମାନେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ବିବୃତି ସମ୍ପୂର୍ଣ୍ଣ ତଥ୍ୟହୀନ, ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ। ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଦୁର୍ବଳ କିମ୍ବା ଅଜ୍ଞ ଭାବିବା ଉଚିତ୍ ନୁହେଁ। ୨୦୧୫ରୁ ୨୦୨୩ ମଧ୍ୟରେ ବିଜେଡି […]

Continue Reading

ଜିଲ୍ଲା ଯୋଜନା ବୋର୍ଡର ସମସ୍ତ ୧୪ ସଦସ୍ୟ ପଦ ହାତେଇଲା ବିଜେଡି, କେନ୍ଦୁଝରରେ ବିଜେପିର ସାଂଗଠନିକ ସ୍ଥିତିକୁ ନେଇ ଚର୍ଚ୍ଚା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ (District Planning Board) ସଦସ୍ୟ ପଦ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ବଡ଼ ସଫଳତା ହାସଲ କରିଛି। ଜିଲ୍ଲା ଯୋଜନା ବୋର୍ଡର ସମସ୍ତ ୧୪ଟି ସଦସ୍ୟ ପଦ ଦଖଲ କରି ବିଜେଡି ନିଜର ସାଂଗଠନିକ ଶକ୍ତିର ପ୍ରଦର୍ଶନ କରିଛି। ବୁଧବାର ଅନୁଷ୍ଠିତ ନିର୍ବାଚନରେ ୭ଟି ମହିଳା ସଂରକ୍ଷିତ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଏହି ଆସନଗୁଡ଼ିକ ପାଇଁ ବିଜେଡି ପକ୍ଷରୁ ୭ ଜଣ ଓ ବିଜେପି ପକ୍ଷରୁ […]

Continue Reading

ଏଥର ବିକ୍ରମଙ୍କ ପାଳି? ବିଜେପି ମୁହାଁରେ ବିକ୍ରମ ଆରୁଖଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା, ‘ଦ୍ୱାର ଖୋଲା ଅଛି’ କହିଲା ବିଜେପି

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ନେଇ ଓଡ଼ିଶା ରାଜନୀତିରେ ଏବେ ଜୋରଦାର ଚର୍ଚ୍ଚା। ଗତ କିଛି ମାସ ଧରି ସେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବାବେଳେ, ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଳରେ ଆଲୋଚନା ଜୋର ଧରିଛି। ଯଦିଓ ଏନେଇ ବିକ୍ରମ ଆରୁଖ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ବିଜେଡି କାର୍ଯ୍ୟକ୍ରମରୁ ଦୂରରେ […]

Continue Reading

କେନ୍ଦୁଝରରେ ଯୁବ ମୋର୍ଚ୍ଚାର ଛାତ୍ର ସମ୍ମିଳନୀ: କାର୍ଯ୍ୟକ୍ରମ ପରେ ବିଜେପିର ସାଂଗଠନିକ ଏକତାକୁ ନେଇ ଉଠିଲା ପ୍ରଶ୍ନ

କେନ୍ଦୁଝର: ସ୍ଥାନୀୟ ସେଲ୍ ଅଡିଟୋରିୟମ୍‌ଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତରାୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ଜିଲ୍ଲା ଉପସଭାପତି ବିବେକାନନ୍ଦ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଏବଂ ଯୁବ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ […]

Continue Reading

ବିଜେଡିରେ କମ୍ପନ: ସନା ନିଲମ୍ବିତ, ଜାଣନ୍ତୁ କାରଣ…

ଭୁବନେଶ୍ୱର: ବିଜେଡି ଦୁଇଜଣ ବିଧାୟକ ହରାଇ କଣ ପ୍ରମାଣିତ କରିବାକୁ ଚାହୁଁଛି। କେନ୍ଦୁଝରରେ କିଛି କରିନାହିଁ ପ୍ରମାଣିତ। ଆଉ ଦିଲ୍ଲୀପ ରାୟ ରାଜ୍ୟ ସଭା ଯାଆନ୍ତୁ ବୋଲି ରାସ୍ତା ଖୋଲା? ଏକଥା ଆମେ ଏଥିପାଇଁ କହୁଛୁ, ଗତ ଗୁରୁବାର ଯେଉଁ ଦୁଇ ଜଣଙ୍କୁ ବିଜେଡି ନିଲମ୍ବନ କରିଥିବା କହିଛି ତାଙ୍କୁ ନେଇ ଏବେ ବେଶ ଚର୍ଚ୍ଚା। ଆସନ୍ତୁ ଖୋଜିବା କାରଣ, ଘଟଣା ନମ୍ୱର୍ ଏକ: ୨୦୧୪ ରୁ ଏଯାବତ୍ କେବେ ବି ସନା ମହାକୁଡ ବିଜେଡିର ଗୁଣ […]

Continue Reading

ନବୀନଙ୍କୁ ଭେଟିଲେ ରାଜ୍ୟପାଳ, ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ବିଜୁ ଜନତା ଦଳ (ବିଜେଡି)ର ସଭାପତି ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସମ୍ପ୍ରତି ବହୁ ଚର୍ଚ୍ଚା ହେଉଛି । ଗତ ୧୭ ଅଗଷ୍ଟ ୨୦୨୫ରେ ଡିହାଇଡ୍ରେସନ ଯୋଗୁଁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ତାଙ୍କର ସୁସ୍ଥତା ନେଇ ଓଡିଶାର ଜନସାଧାରଣଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଗଷ୍ଟ ୨୫, ୨୦୨୫ରେ ନବୀନ ନିବାସ ଯାଇ ତାଙ୍କୁ ଭେଟିଥିଲେ। ଏହି ଭେଟରେ ରାଜ୍ୟପାଳ […]

Continue Reading

ଉପରାଷ୍ଟ୍ରପତି ନିର୍ବାଚନୀ ମୈଦାନରେ ୨ ଦକ୍ଷିଣ ଭାରତୀୟ ହେଭିୱେଟ୍

ତାମିଲନାଡ଼ୁର ରାଧାକ୍ରିଷ୍ଣନ୍ ଙ୍କୁ ଟକ୍କର ଦେବେ ତେଲେଙ୍ଗାନାର ସୁଦର୍ଶନ । ଉପରାଷ୍ଟ୍ରପତି ନିର୍ବାଚନୀ ମୈଦାନରେ ୨ ଦକ୍ଷିଣ ଭାରତୀୟ ହେଭିୱେଟ୍ । ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ବି. ସୁଦର୍ଶନ ରେଡ୍ଡୀ ହୋଇଛନ୍ତି ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଥିଲେ ବି. ସୁଦର୍ଶନ ରେଡ୍ଡୀ । ଦୁଇ ଦିନ ତଳେ NDA, ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା ।ଉପରାଷ୍ଟ୍ରପତି […]

Continue Reading

ସରଗରମ ବିହାର ରାଜନୀତି: ଭୋଟ ଅଧିକାର ଯାତ୍ରା କରିବେ ରାହୁଲ

ଏଥର ବିହାର ବିଧାନସଭା ନିର୍ବାଚନ କିଛି ଅଲଗା ହେବାକୁ ଯାଉଛି। ଫାଇଟ ଜୋରଦାର ହେବ । ବିଜେପି- ଜେଡିୟୁ ମେଣ୍ଟକୁ ସହଜରେ ବାଟ ଛାଡ଼ିବେନି ବିରୋଧୀ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ବିହାରରେ ଭୋଟ୍ ଅଧିକାର ଯାତ୍ରା ଆରମ୍ଭ କରିବେ । ଶାସାରାମଠାରୁ ଯାତ୍ରା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖରେ ପାଟନାରେ ଶେଷ ହେବ । ବିହାର ପ୍ରଦେଶ କଂଗ୍ରେସ ସଭାପତି ଅଖିଳେଶ ପ୍ରସାଦ ସିଂହ ଏନେଇ ସୂଚନା ଦେଇଛନ୍ତି । ବିହାରରେ ଭୋଟର […]

Continue Reading
dancing-on-the-stage-with-your-naked-body-can-lead-to-jail-time

ଷ୍ଟେଜରେ ଗୁପ୍ତାଙ୍ଗ ଦେଖାଇ ନାଚିଲେ ହେଇପାରେ ଜେଲ ଦଣ୍ଡ

ଭୁବନେଶ୍ୱର (ବ୍ୟୁରୋ) : ଆଜିର ସମୟରେ ଯାତ୍ରା ହେଉ ଅବା ମେଲୋଡି ସବୁଠି ଆଇଟମ ଗାର୍ଲଙ୍କ ଚାହିଦା ବଢ଼ିବାରେ ଲାଗିଛି। ଏପରିକି କିଛି ସ୍ଥାନରେ ପୁରା ଉଲଗ୍ନ ହୋଇ ନାଚିବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ଯାହାର ଭିଡିଓ ସାଧାରଣତଃ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଆଉ ଏହାକୁନେଇ ଅନେକ ସ୍ଥାନରେ ତୁମ୍ବି ତୋଫାନ ମଧ୍ୟ ଦେଖାଦେଉଛି । ବେଳେବେଳେ କିଛି ନର୍ତ୍ତକୀଙ୍କୁ ଲୋକେ ଷ୍ଟେଜ ଉପରେ ମଧ୍ୟ ଉଚିତ ଜବାବ ଦେଉଛନ୍ତି । […]

Continue Reading