ରାସ୍ତାକାମ ତଦାରଖ ପାଇଁ ଆସିଥିଲେ ଅଧିକାରୀ, ସଡ଼କ ଦୁର୍ଘଟଣାରେ ମୃତ

ଆନନ୍ଦପୁର: ରାସ୍ତାକାମ ତଦାରଖ ପାଇଁ ଆସିଥିଲେ ଅଧିକାରୀ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଙ୍ଖିଡି ନିକଟରେ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଜଣେ ଏନ୍‌କିୟୁଏମ୍‌ ଅଧିକାରୀ ଗୁହାରଚନ୍ଦ୍ର ପନୱର ବୋଲି ଜଣାପଡିଛି । ରାସ୍ତା କାମ ତଦାରଖ କରି ଫେରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଆନନ୍ଦପୁର ବ୍ଲକ […]

Continue Reading

କନ୍ନଡ ଟିଭି ଅଭିନେତ୍ରୀ ସୌଜନ୍ୟାଙ୍କ ଆତ୍ମହତ୍ୟା

ବାଙ୍ଗାଲୋର: କନ୍ନଡ ଅଭିନେତ୍ରୀ ସୌଜନ୍ୟା ଆଜି ତାଙ୍କ ବାଙ୍ଗାଲୋରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିଥିଲେ । ସୌଜନ୍ୟାଙ୍କ ସୁସାଇଡ ନୋଟ ପୋଲିସ ଉଦ୍ଧାର କରିଛି । ଏଥିପାଇଁ ସେ କାହାକୁ ଦାୟୀ କରି ନାହାନ୍ତି । ମୋର ପ୍ରିୟ ପରିବାରବର୍ଗ ମୁଁ ନେଇଥିବା ଏହି କଠୋର ପଦକ୍ଷେପ ପାଇଁ କ୍ଷମା ମାଗୁଛି ବୋଲି ଲେଖିଛନ୍ତି । ପୋଲିସ ଘଟଣାର ତଦନ୍ତ ଜୋରସୋରରେ ଆରମ୍ଭ କରିଦେଇଛି । ସୌଜନ୍ୟା ଦୀର୍ଘ […]

Continue Reading

ପାର୍ବଣ ସମୟରେ ସତର୍କତା, ଭିଡକୁ ନଯିବା ଲାଗି ପରାମର୍ଶ

ଭୁବନେଶ୍ବର: ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ । ସଂକ୍ରମଣ ବଢ଼ିପାରେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ ନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ୍ ମାର୍ଗ ଦର୍ଶିକା ପାଳନ କରିବା । ସାମାଜିକ ଦୂରତା ରକ୍ଷା କରିବା ଓ ଭିଡକୁ ନଯିବାଲାଗି ପରାମର୍ଶ ଦେଇଛନ୍ତି ଡିଏମଇଟି । ରାଜନୈତିକ ଉତ୍ସବ ଓ ପାର୍ବଣକୁ ଯାଇ ଅଯଥା ଭିଡ଼ କରନ୍ତୁ ନାହିଁ । ପାର୍ବଣ ପାଇଁ […]

Continue Reading

ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ଢେଙ୍କାନାଳ : ଦୁର୍ଘଟଣା ନେଲା ଜୀବନ । ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକକୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଫଳରେଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ଦେବଗଡ଼ ଜିଲ୍ଲା ଡିମିରିକୁଦା ଗାଁ ର ସଞ୍ଜୟ କୁମାର ମଞ୍ଜି। ସୂଚନା ଅନୁସାରେ ଆଜି ଭୋରରୁ ଡ୍ରାଇଭର ଜଣକ […]

Continue Reading

ଆସନ୍ତା ବର୍ଷ ରିଲିଜ ହେବ ଆଲିୟାଙ୍କ ଗ୍ୟାଙ୍ଗଷ୍ଟର ଡ୍ରାମା ଗଙ୍ଗୁବାଇ କାଠିୟାୱାଡି

ମୁମ୍ବାଇ: ଆଲିୟା ଭଟ୍ଟ ଅଭିନୀତ ଗ୍ୟାଙ୍ଗଷ୍ଟାର ଡ୍ରାମା ଗଙ୍ଗୁବାଇ କାଠିୟାୱାଡିର ରିଲିଜ ଡେଟ ଘୋଷଣା କରାଯାଇଛି । ସଞ୍ଜୟ ଲୀଲା ଭଁସାଲୀଙ୍କ ଏହି ଫିଲ୍ମ ପ୍ରଥମେ ଚଳିତ ବର୍ଷ ୩୦ ଜୁଲାଇରେ ରିଲିଜ ହେବ ବୋଲି ଘୋଷଣା ହୋଇଥିଲା । ଏବେ ଏହା ୬ ଜାନୁୟାରୀ ୨୦୨୨ରେ ମୁକ୍ତଲାଭ କରିବ । ଆଲିୟାଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମରେ ଅଜୟ ଦେବଗାନଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ । ଏହି ଫିଲ୍ମ ଦି ମାଫିୟା କୁଇନ୍ସ […]

Continue Reading

ମୁହଁ ଖୋଲିଲେନି ବିଦ୍ୟାଭାରତୀ

ବଲାଙ୍ଗିର: ଫାଇନାଲ୍‌ ସେମିଷ୍ଟର ଦେଲେ ବିଦ୍ୟାଭାରତୀ । କାହା ସହିତ କଥା ହେଲେନି । ବିଦ୍ୟା ବାପା କହିଲେ- ବିଦ୍ୟା ଓ ପୁରା ପରିବାର ମାନସିକ ଚାପରେ ଅଛୁ । ପରୀକ୍ଷା ଦେଲେ ବିଦ୍ୟାଭାରତୀ । ବହୁଚର୍ଚ୍ଚିତ ମୃତ ପାରଳାଖେମୁଣ୍ଡି ଏସିଏଫ୍‌ଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ । ବୁଧବାର ଦିନ ବଲାଙ୍ଗୀର ଆସି ସେ ତାଙ୍କର ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଦେଇଛନ୍ତି । ପରୀକ୍ଷା କେନ୍ଦ୍ର ବାହାରେ ବିଦ୍ୟାଭାରତୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ମଧ୍ୟ […]

Continue Reading

ପାକିସ୍ତାନର ୧୨ ଆତଙ୍କୀ ସଂଗଠନ ମଧ୍ୟରେ ୫ର ନଜର ଭାରତ ଉପରେ

କାବୁଲ: ପାକିସ୍ତାନରେ ସକ୍ରିୟ ଥିବା ୧୨ ଆତଙ୍କବାଦୀ ସଂଗଠନ ମଧ୍ୟରୁ ଲଶ୍କର ଓ ଜୈଶ ପରି ୫ ଗୋଷ୍ଠୀର ନଜର ଭାରତ ଉପରେ ରହିଛି । ଆମେରିକା ଗବେଷଣା ସଂସ୍ଥା ସିଆରଏସ ଏହି ତଥ୍ୟ ପ୍ରଦାନ କରିଛି । ଆମେରିକା ଅଫିସରମାନେ ପାକିସ୍ତାନରେ ଆତଙ୍କବାଦୀଙ୍କ ଅନେକ ଅପେରଶନାଲ ବେସର ଚିହ୍ନଟ ମଧ୍ୟ କରିଛନ୍ତି । ପାକିସ୍ତାନ କଶ୍ମୀରକୁ ଟାର୍ଗେଟ କରିବା ପାଇଁ ୫ ଆତଙ୍କବାଦୀ ସଂଗଠନ ପ୍ରୋତ୍ସାହିତ କରୁଛି । ଅନ୍ୟଗୁଡିକ ମଧ୍ୟରେ ଆଫଗାନିସ୍ତାନ ଓ ବିଶ୍ୱର […]

Continue Reading

୧୧ ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ, ୨୪ଘଣ୍ଟାରେ ବର୍ଷିବ ଜୋର୍

ଭୁବନେଶ୍ୱର: ୧୧ ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ହେବ ବଜ୍ରପାତ । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ଭିତରେ ଜୋର୍ ବର୍ଷା ଓ ବଜ୍ରପାତ ହୋବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୧୧ ଜିଲ୍ଲାରେ ଅଧିକ ବର୍ଷା ନେଇ ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ସମ୍ୱଲପୁର, ଦେଓଗଡ଼, ଝାରସୁଗୁଡ଼ା, […]

Continue Reading

ଯାଜପୁରରେ ମାତିଛନ୍ତି ଚୋର, ଦୋକାନରୁ ଚୋରି ଅଭିଯୋଗ

ଯାଜପୁର : ଯାଜପୁରରେ ମାତିଛନ୍ତି ଚୋର । ଯାଜପୁର ଜିଲ୍ଲା ବିଝାରପୁର ଥାନା ବାଳମୁକିଳି ଛକରେ ବିଳମ୍ବିତ ରାତିରେ ଦୋକାନ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ ୩ଟି ଦୋକାନରୁ ଚୋର ମାନେ ସ୍କାଇ ଲାଇଟ ଭାଙ୍ଗି ବହୁ ଜିନିଷ ପତ୍ର ଲୁଟ୍ କରିଛନ୍ତି । ବଜାରରେ ଥିବା ମେଡିସିନ ଷ୍ଟୋର ,ଭେରାଇଟ ଷ୍ଟୋର ଓ ଅନ୍ୟଏକ ଷ୍ଟୋରରୁ ଚୋରି ହୋଇଥିବା ଦେଖିବାକୁ ମିଳିଥିଲା । ଏନେଇ ଦୋକାନି ମାନେ ବିଝାରପୁର ଥାନାରେ ଲିଖିତ […]

Continue Reading

ବିଶ୍ବର ୧୨ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନର ଭୂସ୍ବର୍ଗ ପାଲଟିଛି ପାକିସ୍ତାନ

ନୂଆଦିଲ୍ଲୀ : ବିଶ୍ବର ୧୨ଟି କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନର ଭୂସ୍ବର୍ଗ ପାଲଟିଛି ପାକିସ୍ତାନ । ଏହାମଧ୍ୟରୁ ୫ଟି ତୀବ୍ର ଭାରତ ବିରୋଧୀ ସଙ୍ଗଠନ ଅନ୍ତର୍ଭୁକ୍ତ । ଆତଙ୍କବାଦ ସଂକ୍ରାନ୍ତ ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି । ଭାରତ ବିରୋଧୀ ସଙ୍ଗଠନ ମଧ୍ୟରେ ରହିଛନ୍ତି ଲସ୍କର-ଏ- ତଏବା ଓ ଜୈସ-ଏ-ମହମ୍ମଦ । ପ୍ରାୟ ତିନି ଦଶନ୍ଧି ଧରି ଏହି ପ୍ରକ୍ରିୟା ଜାରି ରହିଛି । ଏହି ସମସ୍ତ ଆତଙ୍କବାଦୀ ସଙ୍ଗଠନ ଗୁଡିକୁ ୫ ଭାଗରେ […]

Continue Reading