ଶିବ ତାଣ୍ଡବ ସ୍ତୋତ୍ରର ଅମାପ ମହିମା

ଭୁବନେଶ୍ୱର : ରାବଣ ଥିଲା ପ୍ରଭୁ ଶିବଙ୍କ ପରମ ଭକ୍ତ । ରାବଣ ଦ୍ୱାରା ରଚିତ ଶିବ ତାଣ୍ଡବ ସ୍ତ୍ରୋତ୍ର ଆଜି ବି ଶିବଭକ୍ତି ମାନେ ପରମଭକ୍ତିରେ ପାଠ କରନ୍ତି । ଛନ୍ଦ-ତାଳ- ଲୟ ସଅ ଅତ୍ୟନ୍ତ ଉଚ୍ଚକୋଟୀର ଭାବ ଭାଷା ନେଇ ଲିଖିତ ଏହି ସ୍ତୋତ୍ରକୁ ପରମ ଭକ୍ତିର ସହ ପାଠ କଲେ ବହୁ ସୁଫଳ ମିଳିଥାଏ ବୋଲି ବିଶ୍ୱାସ । ବିଶେଷ କରି ଶିବ ତାଣ୍ଡବ ସ୍ତୋତ୍ର ପାଠ କଲେ ମନୋକାମନା ଅଚିରେ ପୂରଣ […]

Continue Reading

ଧନୀ ହେବା ଲାଗି ମାନନ୍ତୁ ଚାଣକ୍ୟଙ୍କ ଏହି ୫ଟି କଥା!

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ ଗୋଟିଏ ହେଲା ଜୀବନରେ ଧନର ଆବଶ୍ୟକତା। ଚାଣକ୍ୟ କୁହନ୍ତି ସୁଖୀ ଜୀବନ ଲାଗି ଧନ ବହୁତ ଜରୁରୀ। ଚାଣକ୍ୟ କହିଛନ୍ତି ବ୍ୟକ୍ତିକୁ ଧନବାନ ହେବା ଲାଗି ଏଭଳି ସ୍ଥାନରେ ରହିବା ଉଚିତ ଯେଉଁଠାରେ ଚାକିରି ତଥା ରୋଜଗାର କରିବାର ସାଧନ ଉପଲବ୍ଧ। ଟଙ୍କା ରୋଜଗାର ଲାଗି […]

Continue Reading

ସିଝା ଚିକେନ୍‌‌ ଖାଉଛନ୍ତି କି? ଜାଣନ୍ତୁ

ଚିକେନ୍‌‌ର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ସଭିଁଙ୍କୁ ଜଣା। ଅଧିକାଂଶ ଲୋକଙ୍କୁ ଚିକେନ୍‌‌ ଖାଇବା ବେଶ ପସନ୍ଦ। ଚିକେନକୁ ନେଇ ବିଭିନ୍ନ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଏ। ଚିକେନ୍‌‌ ସୁପ୍‌‌, କଷା ଆଦି। ମାତ୍ର ମସଲା ବ୍ୟବହାର କରି ପ୍ରସ୍ତୁତ କରିବା ଅପେକ୍ଷା ଏହାକୁ ସିଝାଇ ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ। ଜାଣନ୍ତୁ..ଚିକେନ ତରକାରୀ ଓ ଚିକେନ କଷା ଆଦି ହଜମ ହେବାକୁ ଅଧିକ ସମୟ ଲାଗି ଥାଏ। ଏହାସହ ଏଥିରେ ମସଲା ଓ […]

Continue Reading

କୋଟିପତି କରୁଛି ଟମାଟୋ

ନୂଆଦିଲ୍ଲୀ: ଟମାଟୋ ଚାଷ କରୁଥିବା ଚାଷୀମାନେ ୨୦୨୩ ବର୍ଷକୁ ନିଜ ଜୀବନ ସାରା ଭୁଲି ପାରିବେନି। ଜୁଲାଇରେ ହଠାତ୍‌ ଟମାଟୋ ଦରରେ ହୋଇଥିବା ବୃଦ୍ଧି ବହୁ ଚାଷୀଙ୍କୁ କୋଟିପତି କରିଦେଇଛି। ଟମାଟୋ ଚାଷରେ ଆଗୁଆ ଥିବା ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଅଧିକ ଟମାଟୋ ଚାଷୀ କୋଟିଏ ଟଙ୍କାରୁ ଅଧିକ ଆୟ କରିଛନ୍ତି। ଆନ୍ଧପ୍ରଦେଶର କରକାମଣ୍ଡା ଜିଲ୍ଲାର ଦୁଇ ଚାଷୀ ପି. ଚନ୍ଦ୍ରମୌଲି ଓ ପି. ମୁରଲୀ ୧୦ଲକ୍ଷ କେଜିରୁ ଅଧିକ ଟମାଟୋ ବିକି ୩ […]

Continue Reading

ଗାଈ ଗୋବରରେ ପରିବେଶ ଅନୁକୂଳ ସ୍ଥାୟୀ ଘର

ଅହମ୍ମଦାବାଦ: ପିଲାଦିନରେ ମିଳିଥିବା ଶିକ୍ଷା ଆମର ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗୁଜୁରାଟର ଗୋଣ୍ଡଲର ୪୪ ବର୍ଷୀୟ ରମେଶ ରୁପରେଲିଆ ଗାଈର କ୍ଷୀର ଓ ଗୋବରର ଉପକାର ବିଷୟରେ ପିଲାଦିନରୁ ଶୁଣୁଥିଲେ। ଆଜି ରମେଶ ଗାଈ ଆଧାରିତ ଚାଷ କାର୍ଯ୍ୟ କରି ଭାରତ ସହିତ ବିଶ୍ୱର ୧୨୩ଟି ଦେଶକୁ ଜୈବ ଉତ୍ପାଦ ଓ ଘିଅ ପଠାଉଛନ୍ତି। ଏହା ସହିତ ଗାଈ ଗୋବର ଓ ଅନ୍ୟାନ୍ୟ ପ୍ରାକୃତିକ ଜିନିଷର ମହତ୍ତ୍ୱ ବୁଝି ସେ ସେଗୁଡିକୁ […]

Continue Reading

ଶରୀରକୁ ସୁସ୍ଥ ରଖେ ନଡ଼ିଆ ପାଣି

ଭୁବନେଶ୍ବର: ନଡ଼ିଆ ପାଣିର ସ୍ୱାଦ ଭାରି ମିଠା। ଏହା ଆମ ଶରୀର ପାଇଁ ଖୁବ୍ ହିତକାରକ। ଏହାକୁ ଛୋଟ ଠାରୁ ବଡ଼ ସବୁ ବୟସ୍କର ଲୋକେ ପସନ୍ଦ କରିଥାନ୍ତି। ବର୍ଷର ସବୁ ସମୟରେ ଏହାର ଆବଶ୍ୟକତା ଥାଏ। ହେଲେ ଖରା ଦିନେ ଏହାର ଚାହିଦା ଖୁବ୍ ବଢ଼ିଯାଇଥାଏ।ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ । ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ । ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ । ଫଳରେ […]

Continue Reading

ବର୍ଷାର ସଂକେତ ଦେବେ ପକ୍ଷୀ

ଦେବଗଡ଼: ମୌସୁମୀ ବର୍ଷା ଆଗମନର ସନ୍ଦେଶ ନେଇ ଆସନ୍ତି ବିରଳ ପକ୍ଷୀ। ପକ୍ଷୀଙ୍କ ଆଗମନ ପରେ ବର୍ଷା ହେବାର ସଙ୍କେତ ପାଇ ଅଞ୍ଚଳରେ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବିଶ୍ବବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ମୌସୁମୀ ବର୍ଷା ଆଗମନର ପୂର୍ବ ସଙ୍କେତ ନେଇ ଆସନ୍ତି ଏହି ବିରଳ ପ୍ରଜାତିର ବିଦେଶୀ ପକ୍ଷୀ। ସେଥିପାଇଁ ପ୍ରତିବର୍ଷ ପକ୍ଷୀଙ୍କ ଆଗମନକୁ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର କୁଣ୍ଢେଇଗୋଲା ଗ୍ରାମବାସୀ। ସୂଚନା […]

Continue Reading

ଆଖିର ଏହିସବୁ ସଙ୍କେତକୁ କରନ୍ତୁନି ଅଣଦେଖା, ହୋଇପାରେ ହୃଦୟ ରୋଗ

ଆମ ଶରୀରର ପ୍ରତ୍ୟେକ ଅଙ୍ଗ ପରସ୍ପର ସହ ଜଡିତ। ଗୋଟିଏରେ ସମସ୍ୟା ହେଲେ ଅନ୍ୟଟି ପ୍ରଭାବିତ ହେବା ସ୍ୱାଭାବିକ। ଯଦି କୌଣସି ଗୋଟିଏ ଅଙ୍ଗରେ ସମସ୍ୟା ଥାଏ, ତେବେ ଏହାର ପ୍ରଭାବ ଅନ୍ୟ ଅଙ୍ଗରେ ମଧ୍ୟ ଦେଖାଯିବା ଆରମ୍ଭ କରେ। ସେହିପରି ଭାବରେ, ଯଦି ଆମର କୌଣସି ହୃଦୟ ସମ୍ବନ୍ଧୀୟ ସମସ୍ୟା ହେବାର ଅଛି, ତେବେ ଏହାର ଲକ୍ଷଣ ଆମ ଆଖିରେ ଦେଖାଯାଇପାରେ। ଆଜ୍ଞା ହଁ, ଅନେକ ଗବେଷଣାରେ ଏହା ପ୍ରମାଣିତ ହୋଇଛି ଯେ, ଆଖିରେ ଦେଖାଯାଉଥିବା […]

Continue Reading

ମହାଦେବଙ୍କୁ ବେଲପତ୍ର ଅର୍ପଣ କଲାବେଳେ କରନ୍ତୁ ନାହିଁ ଏହି ସବୁ ଭୁଲ୍

ଦେବଦେବ ମହାଦେବଙ୍କର ପ୍ରିୟ ଜିନିଷ ହେଉଛି ତ୍ରିଶାଖା ବେଲପତ୍ର। ଏହା ବିନା ଭଗବାନ ଶିବଙ୍କ ଉପାସନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବଙ୍କ ଠାରେ ବେଲପତ୍ର ଚଢେଇବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଓ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। ଶିବପୁରାଣରେ ବେଲପତ୍ରର ମହତ୍ତ୍ୱ ବିଷୟରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି। ହେଲେ ଜାଣିଛନ୍ତି ଦେବ ଦେବ ମହାଦେବଙ୍କୁ ବେଲପତ୍ର ଅର୍ପଣ କଲାବେଳେ କିଛି ନିୟମ ରହିଛି। ଏହି ନିୟମ ମାନି ଭୋଳା ବାବାଙ୍କୁ […]

Continue Reading

ଆପଣଙ୍କ ପସନ୍ଦର ଡାର୍କ ଚକୋଲେଟ, ନେଇପାରେ ଜୀବନ

ଡାର୍କ ଚକୋଲେଟ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ଅଧିକାଂଶ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ପସନ୍ଦ କରନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ସୁସ୍ଥକର ବୋଲି ମଧ୍ୟ ବିଶ୍ୱାସ। ଡାର୍କ ଚାକୋଲେଟ୍‌ ଖାଇବା ଦ୍ୱାରା ଅନେକ ଯନ୍ତ୍ରଣାରୁ ଆରମ ମିଳିଥାଏ। ବିଶେଷ କରି ମହିଳାମାନେ ଏଥିରେ ଅନେକ ଲାଭ ପାଇଥାନ୍ତି। କିନ୍ତୁ ଏହି ଡାର୍କ ଚକୋଲେଟ୍‌ ଯେତିକି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ସେତିକି ଘାତକ ମଧ୍ୟ।ଆବଶ୍ୟକତା ଠାରୁ […]

Continue Reading