ପାଣି ବୋତଲର ଦାମ୍ ୪୫ଲକ୍ଷ
ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ଓ କାର୍ଯ୍ୟକ୍ଷମ ପାଇଁ ଯଥେଷ୍ଟ ପାଣି ପିଇବା ନିହାତି ଆବଶ୍ୟକ। ଏହାକୁ ଧ୍ୟାନରେ ରଖି ଧନୀ ଶ୍ରେଣୀର ଲୋକେ ଖଣିଜଯୁକ୍ତ ଶୁଦ୍ଧ ଜଳ ପିଇବାକୁ ପସନ୍ଦ କରନ୍ତି। କ୍ରିକେଟର୍ ବିରାଟ କୋହଲିଙ୍କ ବିଷୟରେ ମଧ୍ୟ କୁହାଯାଏ ଯେ, ସେ ଫ୍ରାନ୍ସରୁ ଆମଦାନୀ ହୋଇଥିବା ଏକ ସ୍ବତନ୍ତ୍ରପ୍ରକାର ପାଣି ପିଅନ୍ତି, ଯାହାର ଲିଟର୍ ପ୍ରତି ମୂଲ୍ୟ ପ୍ରାୟ ୪,୨୦୦ ଟଙ୍କା ବିରାଟ ବର୍ଷକୁ ପାଣି ବାବଦରେ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ […]
Continue Reading