ଇସ୍ରୋର ଚନ୍ଦ୍ରଯାନ-୩ରେ ଓଡ଼ିଆ ପୁଅ ଶୁଭାଶିଷ

ଭୁବନେଶ୍ୱର: ଇସ୍ରୋର ଚନ୍ଦ୍ରଯାନ-୩ ଅଭିଯାନରେ ଓଡ଼ିଆ ପୁଅ । ଭୁବନେଶ୍ୱର ସ୍ଥିତ ସିଟିଟିସି ଏହି ମିଶନ ପାଇଁ ଦୀର୍ଘ ୨ ବର୍ଷ ହେଲା ଶହେ କର୍ମଚାରୀଙ୍କୁ ନେଇ କାମ କରିଥିବା ବେଳେ ଚନ୍ଦ୍ରଯାନ ପଠାଯାଇଥିବା ଏଲଭିଏମ୍-୩-ଏମ୍୪ ରକେଟର ଟେକ୍ନିକାଲ୍ ଟିମରେ ଥିଲେ କେନ୍ଦ୍ରାପଡ଼ାର ଶୁଭାଶିଷ ନାୟକ । ୨୮ ବର୍ଷୀୟ ଶୁଭାଶିଷ ୨୦୦୯ରେ ବିବି ମଡେଲ୍ ହାଇସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ । ଏହା ପରେ ସେ ଆଇଟିଆଇରେ ନାମ ଲେଖାଇ ଥିଲେ । ସିଟିଟିସିରେ ଟ୍ରେନିଂ ନେବା […]

Continue Reading

ଇଟା, ସିମେଣ୍ଟ ବିନା ନିର୍ମିତ ତିନି ମହଲା ବିଶିଷ୍ଟ ମନ୍ଦିର: ୧୦୮ ସ୍ତମ୍ଭ ଉପରେ ହୋଇଛି ଛିଡ଼ା

ରାଜସ୍ଥାନ: ଏବେ ଶ୍ରାବଣ ମାସ ଚାଲିଛି । ଏଭଳି ପରିସ୍ଥିତିରେ ଭଗବାନ ଶିବଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗୁଛି । ତେବେ ଆମେ ଆପଣଙ୍କୁ ଏପରି ଏକ ଶିବ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ଏକ ହଜାର ବର୍ଷ ପୁରୁଣା । ଏହି ମନ୍ଦିରର ବିଶେଷ କଥା ହେଉଛି ଏହା ସିମେଣ୍ଟ ଏବଂ ଇଟା ବିନା ୧୦୮ ସ୍ତମ୍ଭ ଉପରେ ନିର୍ମିତ । ଏହି ମନ୍ଦିର ଗୁଜୁରାଟର ସୋମନାଥ ମନ୍ଦିର ସହିତ ସାମଞ୍ଜସ୍ୟ ରହିଛି […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ‘ୟୁଏଇ ସହ ବାଣିଜ୍ୟକୁ ୮୫ ରୁ ୧୦୦ ବିଲିୟନ ଡଲାରକୁ ବୃଦ୍ଧି କରାଯିବ

ନୂଆଦିଲ୍ଲୀ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପହଞ୍ଚି ସେଠାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଶନିବାର ଦିନ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିନଙ୍କ ସହ ଆଲୋଚନା କରିଥିଲେ। ୟୁଏଇର ରାଷ୍ଟ୍ରପତି ଭବନରେ କାସର-ଅଲ-ୱାଟନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା। ଏଠାରେ ୟୁଏଇର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ।ୟୁଏଇର ରାଷ୍ଟ୍ରପତି […]

Continue Reading

ଇତିହାସ ରଚିଲା ଇସ୍ରୋ, ବାହୁବଳୀ ରକେଟ୍‌ରେ ଚନ୍ଦ୍ର ଅଭିମୁଖେ ଗଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତର ବହୁପ୍ରତିକ୍ଷିତ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ବାହାରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ସ୍ପେସ୍ ସେଣ୍ଟରୁ ୨ଟା ୨୫ ମିନିଟ୍‌ରେ ଲଞ୍ଚ ହୋଇଥିଲା। ଚନ୍ଦ୍ରରେ ପହଞ୍ଚିବା ପରେ ଋଷ, ଆମେରିକା, ଚୀନ୍ ପରେ ଚତୁର୍ଥ ଦେଶ ଭାବେ ଭାରତ ଏହି ସଫଳତା ହାସଲ କରିବ। ଚନ୍ଦ୍ରରେ ଲ୍ୟାଣ୍ଡ କରିବାକୁ ଥିବା ଲ୍ୟାଣ୍ଡର ବିକ୍ରମ୍ ଇସ୍ରୋର ବାହୁବଳି ରକେଟ୍ ଜିଏସ୍‌ଏଲ୍‌ଭି ଏମକେ-୩ ରେ ଅନ୍ତରିକ୍ଷକୁ ଯାଇଛି । ଚନ୍ଦ୍ରଯାନ-୩ କୁ ପୃଥିବୀରୁ ଯାଇ ଚନ୍ଦ୍ରରେ ପହଞ୍ଚିବା ପାଇଁ […]

Continue Reading

ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସର ଲା ସେନ୍ ମ୍ୟୁଜିକାଲରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ବହୁମୁଖୀ ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀ ଉପରେ ଆଲୋକପାତ କରିଥିଲେ ଯାହା ୨୫ତମ ବାର୍ଷିକୀ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମଧ୍ୟ ଫ୍ରାନ୍ସର ମାର୍ସେଲରେ ନୂତନ କନସୁଲେଟ୍ ଖୋଲିବା ବିଷୟରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସରେ ଭାରତୀୟ ସମ୍ପ୍ରଦାୟର ଅବଦାନ ଉପରେ ଅଲୋକପାତ କରିଥିଲେ, ଯେଉଁମାନେ ଭାରତ-ଫ୍ରାନ୍ସ ସହଭାଗୀତାର ଏକ ଦୃଢ ମୂଳଦୁଆ ଗଠନ କରିଥିଲେ। ସୂଚନା ଥାଉକି […]

Continue Reading

ଫ୍ରାନ୍ସଠୁ ଆଉ ୨୬ଟି ରାଫେଲ୍ କିଣିବ ଭାରତ, ନୌସେନାରେ ହେବ ସାମିଲ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ରକ୍ଷା ଅଧିଗ୍ରହଣ ପରିଷଦ ୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି । ଫାନ୍ସ ଠାରୁ ଭାରତୀୟ ସେନା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଯୁକ୍ତ ୨୬ଟି ରାଫେଲ୍ କିଣାଯିବ । ଯେଉଁଥିପାଇଁ କ୍ରିଉ ଟ୍ରେନିଂ ଓ ଲଜିଷ୍ଟିକ୍ ସହାୟତା ଯୋଗାଇବ ନୌସେନା । ଏଥିସହ ୩ଟି ସ୍କୋର୍ପେନ୍ ସବମେରାଇନ୍ (ବୁଡ଼ାଜାହାଜ) କିଣିବା ଲାଗି ନିଷ୍ପତ୍ତି ହୋଇଛି । ଯାହାକୁ ମାଜାଗନ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ତିଆରି କରିବ । ଏଥିରେ […]

Continue Reading

ଆଜିଠାରୁ ବନ୍ଦ ରହିବ ସମସ୍ତ ସ୍କୁଲ: ରାଜ୍ୟରେ ପ୍ରବଳ ବର୍ଷାରେ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ

ନୂଆଦିଲ୍ଲୀ: ବର୍ତ୍ତମାନ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରଳ ବର୍ଷା ଲାଗି ରହିଛି । ବିଶେଷ କରି ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ଯମୂନା ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଏଠାରେ ବନ୍ୟା ଆଶଙ୍କା ଅଶଙ୍କା ରହିଛି । ତେଣୁ ରାଜ୍ୟ ସରକାରଏହି ସମୟରେ ପିଲାମାନଙ୍କୁ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଆଜିଠାରୁ ଆସନ୍ତା ରବିବାର ଅର୍ଥାତ୍ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ […]

Continue Reading

ଡ୍ରାଗନ ଜୀବ ନୁହେଁ ଡ୍ରାଗନ ମନ୍ଦିର

ବ୍ୟାଙ୍ଗକ୍‌ : ଡ୍ରାଗନ ଜୀବ କଥା ନିଶ୍ଚୟ ଶୁଣିଥିବେ ହେଲେ ଡ୍ରାଗନ ମନ୍ଦିର କଥା ଜାଣିଛନ୍ତି କି? ଥାଇଲାଣ୍ଡର ନାଖୋଁ ପାଥମ୍‌ ପ୍ରଦେଶରେ ରହିଛି ଏହି ଡ୍ରାଗନ୍ ମନ୍ଦିର । ୱାଟ୍‌ ସାମ୍ଫ୍ରାନ୍‌ ମନ୍ଦିରର ଏହି ସ୍ଥାପତ୍ୟ ଶୈଳୀ ଆଶ୍ଚର୍ଯ୍ୟ ଜନକ । ରାଜଧାନୀ ବ୍ୟାଙ୍ଗକକ୍‌ ଠାରୁ ୪୦ କି.ମି. ଦୂରରେ ନିର୍ମିତ ଏହି ୧୭ ମହଲା ବିଶିଷ୍ଟ ଏବଂ ଏହି ମନ୍ଦିରର ଉପରୁ ତଳ ଯାଏ ୮୦ ମିଟର ଲମ୍ବର ଏକ ବିଶାଳ ଡ୍ରାଗନ୍‌ ଗୁଡ଼େଇ […]

Continue Reading

ବାବା ଭେଙ୍ଗାଙ୍କ ୨୦୨୩ ଭବିଷ୍ୟବାଣୀ: ଏହି ୬ ମାସରେ ହେବ ଭୟଙ୍କର ଘଟଣା, ଡରିଲାଣି ସାରା ଦୁନିଆ

ନୂଆଦିଲ୍ଲୀ: ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ପ୍ରତ୍ୟେକଟି ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ ହୋଇଛି । ପ୍ରତ୍ୟେକବର୍ଷ ପୃଥିବୀରେ ଘଟୁଥିବା ଏବଂ ଆଗକୁ ହେବାକୁ ଥିବା ବିଭିନ୍ନ ଘଟଣାବଳୀକୁ ନେଇ ଦୀର୍ଘ ବର୍ଷ ପୂର୍ବରୁ ସୂଚନା ଦେଇଛନ୍ତି । ତେଣୁ ବର୍ଷର ବିଭିନ୍ନ ସମୟରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ହୋଇଥାଏ । ୧୧୧ ବର୍ଷ ପୂର୍ବେ ବାବା ଭେଙ୍ଗାଙ୍କ ସମସ୍ତ ଭବିଷ୍ୟବାଣୀକୁ ନେଇ ସାରା ବିଶ୍ୱରେ ଏକ ଭୟର ମାହୋଲ ସୃଷ୍ଟି ହୋଇଛି । ୨୦୨୨ […]

Continue Reading

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ୫୫ ରନ କଲେ କୋହଲି ରଚିବେ ଆଉ ଏକ କୀର୍ତିମାନ

ଦି ଓଭାଲ: ଜୁନ ୭ରୁ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଆୟୋଜିତ ହେବ । ଫାଇନାଲରେ ଭାରତର ବିରାଟ କୋହଲି ୫୫ ରନ କଲେ ଆଉ ଏକ କୀର୍ତିମାନ ସ୍ଥାପନ କରିବେ । ଆଇପିଏଲରେ ଭଲ ଫର୍ମରେ ଥିବାରୁ କୋହଲିଙ୍କଠାରୁ ପ୍ରଶଂସକମାନେ ଏକ ଭଲ ଇନିଂସ ଆଶାରେ ରହିଛନ୍ତି । ୫୫ ରନ ସଂଗ୍ରହ କଲେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୫୦୦୦ ରନ ପୂର୍ଣ୍ଣ କରିବେ । ସଚିନ ତେନ୍ଦୁଲକରଙ୍କ […]

Continue Reading