20200607-nandighosha-1

ଆସନ୍ତୁ ଜାଣିବା ନନ୍ଦିଘୋଷ ରଥର ଜଣା ଅଜଣା…

ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଶେଷ ହୋଇ ଯାଇଛି । କରୋନା କଟକଣାରେ ବିନା ଭକ୍ତରେ ସମାପନ ହୋଇଛି ମହାପ୍ରଭୁଙ୍କ ମହାଯାତ୍ରା । ବର୍ଷକେ ଠାରେ କାଳିଆ ସାଆନ୍ତେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ମାଉସୀ ଘରକୁ ରଥରେ ବସି ଯାତ୍ରା କରିଥାନ୍ତି । ବିଶ୍ୱ ପ୍ରସିଦ୍ଧ ଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ଯାତ୍ରାର ସାହାରା ହେଉଛନ୍ତି ତାଙ୍କ ରଥ ନନ୍ଦିଘୋଷ । କିଏ ବା ନ ଜାଣେ ନନ୍ଦିଘୋଷର ସେଇ ଅପୂର୍ବ କାହାଣୀ ବିଷୟରେ […]

Continue Reading