ଏଥର ମିଳିବ ୧୦୦୦ ଟଙ୍କା ଭତ୍ତା
ଭୁବନେଶ୍ବର: ମଧୁବାବୁ ପେନସନ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏବେ ଆଉ ମିଳିବ ନାହିଁ ୫୦୦ ଟଙ୍କା। ଏବେ ସର୍ବନିମ୍ନ ୧୦୦୦ ଟଙ୍କା ପାଇବେ ହିତାଧିକାରୀ। ଏନେଇ ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଘୋଷଣା ମୁତାବକ ଏବେ ମଧୁବାବୁ ପେନସନ ଯୋଜନାର ସହାୟତା ରାଶି ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥାତ ମଧୁବାବୁ ପେନସନ୍ ଯୋଜନାରେ ଏବେ ହିତାଧିକାରୀ ସର୍ବନିମ୍ନ ୧ ହଜାର ଟଙ୍କା ମାସିକ ପାଇବେ। ଏହାସହ ଫେବ୍ରୁଆରି […]
Continue Reading