Application started to fulfill the dreams of CRPF aspirants, more than 9 thousand recruitments will be available

CRPF ଆଶାୟୀଙ୍କ ସ୍ଵପ୍ନ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ, ୯ ହଜାରରୁ ଉର୍ଦ୍ଧ ପାଇବେ ନିଯୁକ୍ତି

ସିଆରପିଏଫ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ପୂରଣ ହେବ ସ୍ଵପ୍ନ। ପାଖାପାଖି ୧୦ ହଜାର ଆଶାୟୀ ପାଇବେ ନିଯୁକ୍ତି। ସିଆର୍‌ପିଏଫ୍‌ ତଥା Central Reserve Police Force-CRPFରେ ୯ ହଜାରରୁ ଅଧିକ କନଷ୍ଟେବଲ୍ (ଟେକ୍ନିକାଲ୍‌ ଓ ଟ୍ରଡ୍‌ସ୍‌ମେନ୍‌) ପଦବୀ ପୂରଣ ପାଇଁ ଖୁବ୍‌ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୭ରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହାର ଶେଷ ତାରିଖ ଏପ୍ରିଲ ୨୫ ରହିଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ସାଇଟ୍‌-crpf.gov.in କୁ ଯାଇ ଆବେଦନ କରିପାରିବେ। ଜୁଲାଇ ୧ ରୁ ୧୩ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ।

Continue Reading