Slipped, got up and slipped again; people were completely confused.

ଖସିଲା, ଉଠିଲା ପୁଣି ଖସିଲା; ଲୋକେ ପୁରା ଛାନିଆ

ବ୍ୟୁରୋ : ଗତ ସୋମବାର ସେୟାର ବଜାର ସଭିଙ୍କ ମୁଣ୍ଡରେ ବଜ୍ରପାତ କରିଥିଲା। କେହି କେହି ତ ବଜାର୍ ଛାଡି ନୀରବ ବସିଗଲେ। ଆଉ କେହି କେହି ଭୟରେ ବିଦାୟ ବି ନେଇଗଲେ। ଏହାର ଏକମାତ୍ର କାରଣ ବିଦେଶୀ କମ୍ପାନୀ ଭାରତରୁ ପୁଞ୍ଜି ଫେରାଇ ନେଉଥିବା ବେଳେ ଅନ୍ୟପଟେ ନୂଆ ଚାଇନା ଭାଇରସ୍ HMPV ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଏହାକୁ ନେଇ ବିଚଳିତ ନ ହେବାକୁ ମତ ରଖିଛନ୍ତି ସେବି (SEBI) ସ୍ବୀକୃତି ପ୍ରାପ୍ତ ନିବେଶକ […]

Continue Reading
over-650-people-fall-ill-in-us-due-to-disease-linked-to-raw-onions

ଆମେରିକାରେ କଞ୍ଚା ପିଆଜ ଖାଇ ୬୫୦ରୁ ଅଧିକ ଅସୁସ୍ଥ

ନ୍ୟୁୟର୍କ:   ଆମେରିକାରେ ୩୭ଟି ରାଜ୍ୟରେ ସାଲମୋନେଲା ରୋଗ ଯୋଗୁଁ ଅସୁସ୍ଥ ହୋଇ ପଡ଼ିଛନ୍ତି ପ୍ରାୟ ୬୫୦ରୁ ଅଧିକ ଲୋକ । ତେବେ ମେକ୍ସିକୋର ଚିହୁହୁଆରୁ ଆମଦାନୀ ହୋଇଥିବା  ପିଆଜ ଏହା ପଛର କାରଣ ବୋଲି କହିଛି ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍‌ ବା ସିଡିସି । ତେବେ ଏହାଦ୍ୱାରା ୬୫୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ସୂଚନା ଅନୁସାରେ କଞ୍ଚା ପିଆଜ ଖାଇଥିବା ବ୍ୟକ୍ତିମାନେ […]

Continue Reading

ଦୃଷ୍ଟିଶକ୍ତି ବଢିବାର ଉପାୟ

ଆଜିକାଲି ଛୋଟ ପିଲାମାନଙ୍କ ଆଖିରେ ବିଭିନ୍ନ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ହୋଇଗଲାଣି। ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଛୋଟବେଳୁ ପିଲାମାନଙ୍କୁ ଚଷମା ବ୍ୟବହାର କରିବାକୁ ପଡ଼ୁଛି। କେତେକ କ୍ଷେତ୍ରରେ ଦେଖାଯାଉଛି, ପିଲାମାନେ ବଡ଼ ହେବା ପରେ ମଧ୍ୟ ଏହି ସମସ୍ୟାରୁ ମୁକୁଳିପାରୁ ନାହାନ୍ତି । ଫଳରେ ସାରା ଜୀବନ ସେମାନଙ୍କୁ ଚଷମା ବ୍ୟବହାର କରିବାକୁ ପଡ଼ୁଛି। ଏହି ସମସ୍ୟା ସାଧାରଣତଃ ଭିଟାମିନ୍‌ ସି’ ଓ ଇ’ ଅଭାବରୁ ଦେଖାଦେଇଥାଏ। ପିଲାମାନଙ୍କର ଖାଦ୍ୟପେୟ ଉପରେ ଗୁରୁତ୍ୱ […]

Continue Reading

କେମିତି କମିବ ପେଟ ?

ଆଜିର ଦିନରେ ଅଧିକାଂଶ ଲୋକେ ମୋଟାପଣର ଶିକାର ହେଉଛନ୍ତି । ଏହାର କାରଣ ତାଙ୍କ ଖାଦ୍ଯ ଅଟେ । କେବଳ ଖାଦ୍ୟ କହିପାରିବ ନାହିଁ ଏହାସହ ତାଙ୍କର କିଛି ଛୋଟ ଭୁଲ ମଧ୍ୟ ରହିଥାଏ । ଯାହା ଉପରେ ତାଙ୍କର କେବେ ବି ଧ୍ୟାନ ଯାଇ ନଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ବହୁତ ଆବଶ୍ୟକ ରହିଛି । ତେବେ ଆସନ୍ତୁ ଜାଣିବା ଆମ ଶରୀର […]

Continue Reading

ଆଖି କ୍ଳାନ୍ତ ଲାଗୁଥିଲେ, ପଢନ୍ତୁ…

ଭୁବନେଶ୍ୱର : ଅଧିକ ସମୟ କାମ କରିବା ପରେ ଆଖି ହାଲିଆ ହୋଇଯାଏ। ଏହା ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ କ୍ରମାଗତ ଭାବେ ଲାଗି ରହିଲେ ଗୁରୁତର ରୂପ ନେଇପାରେ। ଆଧୁନିକ ଜୀବନଶୈଳୀ ମଧ୍ୟରେ କମ୍ପ୍ୟୁଟର ସାମ୍‌ନାରେ ଅଧିକ ସମୟ ବସି କାମ କରିବା, ଗାଡି ଚଳାଇବା ଆଦି ଆଖି ଉପରେ ଚାପ ସୃଷ୍ଟି କରେ। ଆଖି କ୍ଳାନ୍ତ ହେଉଥିବା ନେଇ କେତେକ ଲକ୍ଷଣରୁ ମଧ୍ୟ ଜାଣିପାରିବେ- ମୁଣ୍ଡବ୍ୟଥା, ବେକ ଦରଜ ହେବା, ପିଠି ଯନ୍ତ୍ରଣା, […]

Continue Reading

ଜଣେ ହାରି ନ ଥିବା ଚାଷୀର କାହାଣୀ

ଭୁବନେଶ୍ୱର : ଦିନ ଥିଲା, ଚାଷ ସିନା କରୁଥିଲେ କିନ୍ତୁ ସଫଳ ଚାଷୀ ହୋଇପାରି ନ ଥିଲେ । ଧାନ କେଣ୍ଡା ବିଲରେ ହସିଲା ବେଳକୁ ରୋଗ ପୋକ ଦାଉ ସାଜୁଥିଲା । କେତେବେଳେ ପତ୍ର ମୋଡା ରୋଗ ତ କେତେବେଳେ କାଣ୍ଡବିନ୍ଧା । ଏମିତିକି ସେଥିରେ କି ସାର ପ୍ରୟୋଗ କରିବେ ସେ ନେଇ ମଧ୍ୟ ଧାରଣା ନ ଥିଲା । କିନ୍ତୁ ରିଲାଏନ୍ସ ଫାଉଣ୍ଡେସନର ପରାମର୍ଶ ବରଗଡର ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଚିଚିନ୍ଦ୍ରା […]

Continue Reading

ଓଡ଼ିଶାକୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ଦେଇଛି ଓଡିଶୀ ନୃତ୍ୟ

ଭୁବନେଶ୍ୱର: ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଏହା ବିଶ୍ୱ ଦରବାରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ଵର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ। *ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ […]

Continue Reading
20200607-nandighosha-1

ଆସନ୍ତୁ ଜାଣିବା ନନ୍ଦିଘୋଷ ରଥର ଜଣା ଅଜଣା…

ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଶେଷ ହୋଇ ଯାଇଛି । କରୋନା କଟକଣାରେ ବିନା ଭକ୍ତରେ ସମାପନ ହୋଇଛି ମହାପ୍ରଭୁଙ୍କ ମହାଯାତ୍ରା । ବର୍ଷକେ ଠାରେ କାଳିଆ ସାଆନ୍ତେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ମାଉସୀ ଘରକୁ ରଥରେ ବସି ଯାତ୍ରା କରିଥାନ୍ତି । ବିଶ୍ୱ ପ୍ରସିଦ୍ଧ ଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ଯାତ୍ରାର ସାହାରା ହେଉଛନ୍ତି ତାଙ୍କ ରଥ ନନ୍ଦିଘୋଷ । କିଏ ବା ନ ଜାଣେ ନନ୍ଦିଘୋଷର ସେଇ ଅପୂର୍ବ କାହାଣୀ ବିଷୟରେ […]

Continue Reading

ଚାପରେ ଭାରତୀୟ ଗଣମାଧ୍ୟମ

ଗଣମାଧ୍ୟମର ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବା ପାଇଁ ୧୮୨୪ରେ ‘ଇଷ୍ଟ୍ ଇଣ୍ତିଆ କ˚ପାନି’ ନିୟନ୍ତ୍ରଣାଧୀନ ବଙ୍ଗ ସରକାର ଏକ ଅଧ୍ୟାଦେଶ (ଅର୍ଡିନାନ୍‌ସ) ଜାରି କରିଥିଲେ। କୌଣସି କାରଣ ନ ଦର୍ଶାଇ ଯେକୌଣସି ଖବରକାଗଜର ପ୍ରକାଶନ ଅଧିକାର (ଲାଇସେନ୍‌ସ) ବାତିଲ କରିବା ପାଇଁ ଏଥିରେ ସରକାରଙ୍କୁ କ୍ଷମତା ଦିଆଯାଇଥିଲା। ସେତେ ବେଳେ କୋଲକାତାରେ ଇ˚ରେଜୀ ଓ ବା˚ଲା ଭାଷାରେ ପତ୍ର-ପତ୍ରିକା ପ୍ରକାଶନ କରୁଥିବା ବୁଦ୍ଧିଜୀବୀ ଏବ˚ ସ˚ପାଦକମାନଙ୍କୁ ଏହି ଅଧ୍ୟାଦେଶ କ୍ଷୁବ୍‌ଧ କରିଥିଲା। ଅଧ୍ୟାଦେଶ ବିରୋଧରେ ପ୍ରଥମେ ସ୍ବର […]

Continue Reading

କୃଷକର ଆୟ ବୃଦ୍ଧି ପ୍ରସଙ୍ଗ

କରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତର ଅର୍ଥନୀତି କଥା ବିଚାରକୁ ନେଲେ କୃଷିକ୍ଷେତ୍ର କଥା ବିଚାରକୁ ନେବାକୁ ହେବ, କାରଣ ଆଜି ବି ଭାରତରେ ଅଧାରୁ ଅଧିକ ପରିବାର କୃଷି ଉପରେ ନିର୍ଭରଶୀଳ। କରୋନା ଜନିତ ‘ଲକ୍‌ଡାଉନ୍‌’ ହେତୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଗାଁ ଲେଉଟାଣି ଓଡ଼ିିଶା ଗ୍ରାମାଞ୍ଚଳରେ ଏକ ସମ୍ପୂର୍ଣ୍ଣ ନୂଆ ଦୃଶ୍ୟପଟ ସୃଷ୍ଟି କଲାଣି। ଏହି ସବୁ ଅଞ୍ଚଳରେ ଅପେକ୍ଷାକୃତ ସ୍ବଳ୍ପ ଶିଳ୍ପ-ଅଭିବୃଦ୍ଧି ହେତୁ ସ˚ଖ୍ୟାଧିକ ଲୋକ କୃଷି କାର୍ଯ୍ୟକୁ ଆପଣାଇ ଥାଆନ୍ତି। କିନ୍ତୁ […]

Continue Reading