ବିଶ୍ୱକପ୍ ପ୍ରମୋସନ୍ରେ ଶାହାରୁଖ
ନୂଆଦିଲ୍ଲୀ: ଦିନକୁ ଦିନ କ୍ରିକେଟକୁ ନେଇ କ୍ରେଜ୍ ବଢିବାରେ ଲାଗିଛି । ଏହି ଖେଳ ଏତେ ମାତ୍ରାରେ ଲୋକପ୍ରିୟତା ହାସଲ କଲାଣି ଯେ ବିଶ୍ୱସ୍ତରରେ ମଧ୍ୟ ଏହାକୁ ନେଇ ଦମଦାର୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । କ୍ରିକେଟ୍ ବିଶ୍ୱକପ୍ ସମୟ ଯେତିକି ପାଖେଇ ଆସେ ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ସେତିକି ବୃଦ୍ଧିପାଏ । । ଭାରତରେ ଅକ୍ଟୋବର- ନଭେମ୍ବର ମାସରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ଯେତିକି ପାଖେଇ ଆସୁଛି କ୍ରିକେଟ୍ ପ୍ରେମୀଙ୍କ ଆଗ୍ରହ ସେଭଳି ବଢିିବାରେ […]
Continue Reading