ଚାଷୀଙ୍କ ପାଇଁ ଖୁସି ଖବର: ପଞ୍ଜିକରଣ ପାଇଁ ଆଉ ହେବନି ଝାମେଲା

ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ପଞ୍ଜିକରଣ ପାଇଁ ଆଉ ହେବନି ସମସ୍ୟା। ବଂଶାବଳୀ ପ୍ରମାଣପତ୍ର ବଦଳରେ ଦେବାକୁ ହେବ ଘୋଷଣାପତ୍ର। ୨୦୨୫-୨୬ ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣ ପ୍ରକିୟାକୁ ଆହୁରି ସରଳୀକରଣ କରିଛନ୍ତି ସରକାର। ପୂର୍ବରୁ ବଂଶାବଳୀ ପ୍ରମାଣ ପତ୍ର ପାଇଁ ଚାଷ ଜମିର ଉତ୍ତରାଧିକାରୀଙ୍କ ସମ୍ମତି ପତ୍ର ଆବଶ୍ୟକ ପଡୁଥିଲା। ଯେଉଁଥିପାଇଁ ଚାଷୀ ଆର ଆଇ ଅଫିସକୁ ଦୌଡିବାକୁ ବାଧ୍ୟ ହେଉଥିଲା। ଫଳରେ ବିଳମ୍ବିତ ପ୍ରକ୍ରିୟା ପାଇଁ ଚାଷୀ ସରକାରଙ୍କ ନିର୍ଦ୍ଧାରିତ ସମୟ ଭିତରେ […]

Continue Reading