ନୂଆଦିଲ୍ଲୀ: ଭାରତରେ ବ୍ୟାନ୍ ହେଲା ‘ପବ୍ଜି’ । ବହୁଳ ବ୍ୟବହୃତ ମୋବାଇଲ ଆପ୍କୁ ଆଜି କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି । ‘ପବ୍ଜି’ ସହ ଆଉ ୧୧୮ ଟି ଚାଇନିଜ୍ ମୋବାଇଲ୍ ଆପ୍କୁ ମଧ୍ୟ ବ୍ୟାନ୍ କରାଯାଇଛି । କେନ୍ଦ୍ର ଆଇଟି ମନ୍ତ୍ରାଳୟ ଦ୍ୱାରା ଏହି କଟକଣା ଲାଗୁ କରାଯାଇଛି । ଏଯାଏଁ ସମୁଦାୟ ୨୨୪ଟି ଚୀନ ଆପ ଉପରେ କଟକଣା ଲାଗିଛି । ସେହିପରି ପୂର୍ବରୁ ୧୦୬ ଟି ଚୀନ ଆପ ଉପରେ କଟକଣା ଲାଗୁ କରିଥିଲେ କାରତ ସରକାର ।
![](https://dharaninews.in/wp-content/uploads/2020/09/Pubg.jpg)