ଆପଣଙ୍କ ସକାଳ ଜଳଖିଆରେ ସାମିଲ୍‌ କରନ୍ତୁ ଏହି ସବୁ ଖାଦ୍ୟ

ଜୀବନଚର୍ଯ୍ୟା

ଆମେ ସମସ୍ତେ ଜାଣନ୍ତି ଯେ ସକାଳ ଜଳଖିଆ ଶରୀର ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଡାକ୍ତରମାନେ କୁହନ୍ତି କି ଦିନର ଅନ୍ୟ ଖାଇବା ସମୟ ଅପେକ୍ଷା ସକାଳ ଖାଦ୍ୟକୁ ବେଶି ଧ୍ୟାନ ଦେବା ଉଚିତ। ସକାଳୁ ପେଟ ଭରି ଖାଇବା ସହ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ। ତେବେ ଚାଲନ୍ତୁ ଜାଣିବା ସକାଳ ଜଳଖିଆରେ ଆମେ କେଉଁ ସବୁ ଖାଦ୍ୟକୁ ସାମିଲ୍‌ କରିପାରିବା।

: ସକାଳୁ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ ହୋଇଥାଏ। ସକାଳୁ ସକାଳୁ ଅଣ୍ଡା ଖାଇବା ଦ୍ବାରା ରକ୍ତରେ ଶର୍କରା ଓ ଇନ୍‌ସୁଲିନ୍‌ ସ୍ତର ଠିକ୍‌ ଭାବେ ବଜାୟ ରହିଥାଏ। ଅଣ୍ଡାରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ବିଭିନ୍ନ ପ୍ରକାରର ଚକ୍ଷୁ ସମସ୍ୟାକୁ ଦୂର କରିଥାଏ।

Leave a Reply

Your email address will not be published. Required fields are marked *