ଛଅଟି ମହାଦେଶରେ ଇସ୍କନ୍‌ କରିବ ବିଶ୍ବର ପ୍ରଥମ ସର୍ବବୃହତ୍ ଡିଜିଟାଲ୍ ରଥଯାତ୍ରା

ଦେଶ- ବିଦେଶ

କୋଲ୍‌କାତା: ମଙ୍ଗଳବାର ଦିନ ବିଶ୍ବର ଛଅଟି ମହାଦେଶରେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍ ସୋସାଇଟି ଫର୍ କ୍ରିଷ୍ଣା କନ୍‌ସାଇଅସ୍‌ନେସ୍’ (ଇସ୍କନ୍) ବିଶ୍ବର ସର୍ବପ୍ରଥମ ଡିଜିଟାଲ୍ ବା ଭର୍ଚ୍ୟୁଆଲ୍ ରଥଯାତ୍ରା ଆୟୋଜନ କରିବ।

କୋଭିଡ୍-୧୯ ମହାମାରୀ ସଂକ୍ରମଣ କାରଣରୁ ଏ ବର୍ଷ ଡିଜିଟାଲ୍ ରଥଯାତ୍ରା ନିମନ୍ତେ ଯୋଜନା କରାଯାଇଛି। ଛଅଟି ମହାଦେଶ ଏବଂ ୧୦୮ଟି ରଥ ନିମନ୍ତେ ଏହି ଡିଜିଟାଲ୍‌ ରଥଯାତ୍ରାର ନାଁ ରଖାଯାଇଛି ‘ମର୍ସି ଇନ୍ ହୁଇଲ୍‌ସ୍’ ବା ‘ଚକ୍ରରେ କରୁଣା’।

Leave a Reply

Your email address will not be published. Required fields are marked *