Police-BBSR-Corona-2

କେବଳ ପାଟ୍ରୋଲିଂରେ ଭୁବନେଶ୍ୱର ପୋଲିସ ଖର୍ଚ୍ଚ କରୁଛି ଏତେ ଟଙ୍କା

ଭୁବନେଶ୍ୱର: ଲକଡାଉନ ଓ ସଟଡାଉନ ବେଳେ ପାଟ୍ରୋଲିଂ ପାଇଁ କମିଶନରେଟ ପୋଲିସକୁ ମିଳିଛି ଅତିରିକ୍ତ ଗାଡ଼ି ଓ ଖର୍ଚ୍ଚ ହେଉଛି ଅତିରିକ୍ତ ଇନ୍ଧନ । ସହରକୁ ସୁରକ୍ଷା ଦେବାକୁ ମୁତୟନ ହୋଇଛନ୍ତି ପ୍ଲାଟୁନ ପ୍ଲାଟୁନ ପୋଲିସ୍‌ ଫୋର୍ସ । ଥାନାର ରୁଟିନ୍‌ କାମକୁ ଛାଡ଼ିଦେଲେ ମହାମାରୀ ଆଇନକୁ କାର୍ଯ୍ୟକାରୀ କରିବା ପୋଲିସ ପାଇଁ ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । କରୋନା ମହାମାରୀ ସମୟରେ ବଢ଼ିଛି ପୋଲିସର କାର୍ଯ୍ୟ ସୀମା । ଆପରାଧିକ ଘଟଣାର ତଦନ୍ତ, […]

Continue Reading
2020708-Astro

କେମିତି କଟିବ ଆଜି

ରାଶି ଫଳତା୧୨-୭-୨୦୨୦ ରବିବାର ମେଷ :-ସାମାନ୍ୟ କଥା କୁ ନେଇ ପାରିବାରିକ ଅଶାନ୍ତି ଦେଖା ଦେଇପାରେ ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ଦେହ ମନ ହଠାତ୍ ଅସୁସ୍ଥ ହୋଇପଡିବ।ମହିଳାମାନେ ଅପମାନିତ, ସମାଲୋଚିତ ହେବେ ।ବୃଷ:-ଗୃହସ୍ଥ ଜୀବନ ସୁଖମୟ ହେବ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ବିଶ୍ବାସ ଭାଜନ ହେବେ ।ଛାତ୍ରଛାତ୍ରୀମାନେ ଅଧ୍ଯୟନରେ ଉନ୍ନତି ପରିଲକ୍ଷିତ ହେବ । ମିଥୁନ:-ଆପଣଙ୍କୁ କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ […]

Continue Reading
20200711-mumbai

ଏହି ବସ୍ତି ବିଶ୍ୱ ପାଇଁ ମଡେଲ

ମୁମ୍ବାଇ: ସାରା ଦେଶ ଓ ବିଶ୍ୱରେ କରୋନା ମହାମାରୀ ପ୍ରକୋପ ଦେଖାଇ ଚାଲିଛି । କିନ୍ତୁ ମୁମ୍ବାଇର ଧାରାଭୀ ଅଞ୍ଚଳରେ ଭାଇରସର ଚେନରେ ବ୍ରେକରେ ଲାଗି ପାରିଛି । ସାରା ବିଶ୍ୱ ଆଗରେ ଧାରାଭୀ ମଡେଲକୁ ତାରିଫ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏସିଆ ମହାଦେଶରେ ସବୁଠୁ ବଡ଼ ବସ୍ତି କୁହାଯାଉଥିବା ଏହି ଅଞ୍ଚଳରେ ହାରିଛି କରୋନା । ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ କହିଛନ୍ତି, ସାରା ଦୁନିଆରେ କରୋନା କାୟା ବିସ୍ତାର କରି ଚାଲିଛି । […]

Continue Reading
2020708-Astro

କେମିତି କଟିବ ଆଜି

ରାଶି ଫଳତା ୧୧-୦୭-୨୦୨୦ ଶନିବାର ମେଷ :-ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବାହରକୁ ବୁଲିବାକୁ ଯିବାର ଯୋଗ ଅଛି । ସଫଳତା ମିଳିବ । ଆପଣଙ୍କ ହଜି ଯାଇଥିବା ବସ୍ତୁ ମିଳିବାର ସମ୍ଭାବନା ଅଛି। ପ୍ରିୟ ବ୍ୟକ୍ତିଙ୍କ ସହିତ ପ୍ରେମର ସମ୍ପର୍କ ସ୍ଥାପନ ହେବ।ବୃଷ:-ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ଜୀବନରେ ବାଦ ବିବାଦର ସମାଧାନ ପାଇଁ ସମର୍ଥ ହେବେ । ମହିଳାମାନେ ପରିବାରରେ ପ୍ରଶଂସିତ ହେବେ । ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି ଘଟିବ […]

Continue Reading
20200710-bidhansabha-odisha

ବିଧାନସଭା ସଟଡାଉନ

ଭୁବନେଶ୍ୱର: ସଟଡାଉନ ହେଲା ବିଧାନସଭା । ଆଜି ଦିନକ ପାଇଁ ବିଧାନସଭାକୁ ସଟଡାଉନ୍ କରାଯାଇଛି । ବିଧାନସଭାର ଜଣେ କର୍ମଚାରୀଙ୍କ ମା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଶନିବାର ଓ ରବିବାର ଦୁଇ ଦିନ ଛୁଟି ରହୁଥିବାରୁ ବିଧାନସଭା ଗେଟ୍ ସୋମବାର ଖୋଲିବ । ଖୋର୍ଦ୍ଧା ଜିଲ୍ଲା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧୯୪ରେ ପହଞ୍ଚିଛି । ସେହିଭଳି […]

Continue Reading
20200710-barsa

ପୁଣି ଭିଜିବ ୧୩ ଜିଲ୍ଲା

ଭୁବନେଶ୍ୱର: ପୁଣି ଭିଜିବ ଓଡିଶା । ପୂର୍ବାନୁମାନ କଲା ଭୁବନଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ଅନୁଗୁଳ, ଢେଙ୍କାନାଳ, ନୟାଗଡ, କେନ୍ଦୁଝର, ବୌଦ୍ଧ, ଗଞ୍ଜାମ, ବରଗଡ, ସମ୍ବଲପୁର, ନୂଆପଡା, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲା ରହିଛି।

Continue Reading
20200710-3

ପଳାଶୁଣି ଦୁର୍ଗା ମଣ୍ଡପରେ ରକ୍ତଦାନ ଶିବିର

ଭୁବନେଶ୍ୱର : ଆଜି ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ସହଯୋଗ ରେ ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ହାଉସିଂ ବୋର୍ଡ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର,କମିଶନରେଟ ପୋଲିସ ଏ ସି ପି ଶ୍ରୀଯୁକ୍ତ ଲଳିତେନ୍ଦୁ ମହାନ୍ତି ଓ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଦେବାଶିଷ ମିଶ୍ର ଙ୍କ ଦ୍ଵାରା ଶିବିର ଉଦ୍ଘାଟିତ […]

Continue Reading
2020710-1

ବୁଲା ଷଣ୍ଢ ଓ ଗାଈ ଙ୍କ ସିଙ୍ଗ ରେ ଲଗାଗଲା ଲାଲ ଷ୍ଟିକର

ଭୁବନେଶ୍ୱର : ବର୍ତ୍ତମାନ ସହରରେ ବିଭିନ୍ନ ରାସ୍ତାରେ ବୁଲୁଥିବା ବୁଲା ଷଣ୍ଢ ଓ ଗାଈଙ୍କର ବିଚରଣ ଏକ ସାଧାରଣ ସମସ୍ୟା ହେଲାଣି। ବୁଲା ଗୋରୁ ମାନେ ଖାଦ୍ୟ ଅଭାବ ଓ ରହିବା ସ୍ଥାନ ଅଭାବରୁ ରାସ୍ତାଘାଟ ରେ ବୁଲାବୁଲି କରୁଛନ୍ତି ଓ ଦୁର୍ଘଟଣା ର ଶିକାର ହୋଇ ଅକାଳ ରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ପ୍ରତ୍ୟେକ ଗୁରୁବାର ସହରରେ ବିଭିନ୍ନ ସ୍ଥାନରେ ବୁଲା ଗାଈଗୋରୁ, ବୁଲା କୁକୁର ଓ ଅନ୍ୟ ଜୀବଜନ୍ତୁ ମାନଙ୍କ ପାଇଁ ଦିବ୍ୟ ଆଧାର […]

Continue Reading
20200710-indian-army

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ

ପାଟଣା: ବିହାର ରାଜ୍ୟରେ ପଶ୍ଚିମ ଚମ୍ପାରଣ ଜିଲ୍ଲା ବହଗା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ନକ୍ସଲ। ସଶସ୍ତ୍ର ସୁରକ୍ଷା ବାହିନୀ ଓ ସ୍ପେଶାଲ ଟାସ୍କଫୋର୍ସର ମିଳିତ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ନକ୍ସଲ। ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ‌ ଉପରକୁ ପ୍ରଥମେ ଆକ୍ରମଣ କରିଥିଲା। ଏହାର ପାଲଟା ଜବାବରେ ସୁରକ୍ଷାବଳ ପକ୍ଷରୁ ମଧ୍ୟ ଆଖିବୁଜ ଗୁଳି ଚାଳନା […]

Continue Reading
2020708-Astro

କେମିତି କଟିବ ଆଜି

ରାଶି ଫଳତା ୧୦-୭-୨୦୨୦ ଗୁରୁବାର ମେଷ :-ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ବନ୍ଧୁ ଦର୍ଶନର ସୁଯୋଗ ଅଛି । ପୂର୍ବରୁ ଲାଗିଥିବା ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ । ବୃଷ :-କର୍ମକ୍ଷେତ୍ରରେ ବାଧାବିଘ୍ନ ଦୂରେଇ ଯିବ । ଉଚ୍ଚ କର୍ମକର୍ତ୍ତା ଆପଣଙ୍କ କାର୍ଯ୍ୟ ରେ ସନ୍ତୁଷ୍ଟ ହେବେ । ବିଭିନ୍ନ ଦିଗରୁ ଅର୍ଥ ପାଇବେ । ବ୍ୟବସାୟରେ ପୂର୍ବ ଅପେକ୍ଷା ଆଯ୍ତ ବୃଦ୍ଧି ଘଟିବ । […]

Continue Reading