20200707-rainy

ଆହୁରି ୫ ଦିନ ଭିଜିବ ଓଡିଶା

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ, ଜୁଲାଇ ୮ ତାରିଖ ଓ ୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ପରିମାଣ କମ୍ ରହିବ। ଏହାସହ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାର […]

Continue Reading
20200707-mote baha hua

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

କଲିକତା: “ସେ ମୋ ପ୍ରେମିକ ମୁ ତାଙ୍କୁ ବାହାହେବି” ଏହି ସ୍ଲୋଗାନ ଦେଇ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଜଣେ ଯୁବତୀ । ମୁହଁରେ ଅଛି ମାସ୍କ, ପାଳନ କରିଛନ୍ତି ସାମାଜିକ ଦୂରତା । କିନ୍ତୁ ଧାରଣାରେ ଅଛନ୍ତି ଯୁବତୀ । ପ୍ରେମିକ ବାହା ହେବାକୁ ମନାକରିବାରୁ ଶେଷରେ ଏଭଳି କିଛି ଢଙ୍ଗରେ ପ୍ରତିବାଦ କରିଛନ୍ତି ଯୁବତୀ ଜଣଙ୍କ । ଏକା ଜିତ୍, ମୋତେ ବାହା ହୁଅ । ଏପରି ଏକ ଚାଞ୍ଚଲ୍ୟକର ଅଭାବନୀୟ ଘଟଣା ଦେଖିବାକୁ […]

Continue Reading
20200707-badbil

ସାନିଟାଇଜ ହେଲା ବଡବିଲ

ବଡ଼ବିଲ (ଦିଲୁ ସ୍ଵାମୀ): ସାନିଟାଇଜ ହେଲା କେନ୍ଦୁଝର ଜିଲ୍ଲା ବଡବିଲ ସହର। ଗତକାଲି ଜିଲ୍ଲାରେ 25 କରୋନା ପଜିଟିଭ ବାହାରିଥିବା ବେଳେ ସେଥିରୁ 11 ଟି ବଡବିଲ ଅଞ୍ଚଳର । ସବୁଠାରୁ ଚାଞ୍ଚଲ୍ୟକର ବିଷୟ ସମସ୍ତ ରୋଗୀ ଲୋକାଲ ଅଞ୍ଚଳର। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଙ୍କ ପକ୍ଷରୁ 7 ଦିନିଆ ବଡବିଲ ବନ୍ଦ ଡାକରା ଦିଆଯାଇଛି।ଅନ୍ୟପଟେ ମୁନିସିପାଲିଟି ପକ୍ଷ୍ୟରୁ ଆଜି ସମ୍ପୂର୍ଣ୍ଣ ସହରକୁ ସାନିଟାଇଜ କରାଯାଇଛି।

Continue Reading
20200707-exam-1

ଖୁବଶିଘ୍ର ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ପରୀକ୍ଷା

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ମହାମାରୀ କରୋନା କାୟା ପାଇଁ ମାର୍ଚ୍ଚରୁ ସ୍ଥଗିତ ବିଶ୍ୱବିଦ୍ୟାଳୟ ଓ ଏହା ଅନ୍ତର୍ଗତ ଶିକ୍ଷାନୁଷ୍ଠାନର ଶେଷ ବର୍ଷ ପରୀକ୍ଷା କରାଯିବାନେଇ ଗ୍ରୀନ ସିଗିନେଲା ଦେଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବା ପରେ ସଂଶୋଧିତ ଗାଇଡଲାଇନ୍ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ସେପ୍ଟେମ୍ୱର ସୁଦ୍ଧା ସ୍ଥଗିତ ଥିବା ବିଶ୍ୱବିଦ୍ୟାଳୟର ଅନ୍ତିମ ବର୍ଷର ପରୀକ୍ଷା ଆୟୋଜିତ ହେବ । ଉଭୟ ଅଫଲାଇନ୍ ଓ ଅନଲାଇନରେ ହେବ […]

Continue Reading

ଆଖି ବୁଜିଲେ ବିଜେଡି ନେତା ବିଷ୍ଣୁ ଦାସ

ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ। ଗତକାଲି ସନ୍ଧ୍ୟାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେବ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା […]

Continue Reading
20200706-bbsr

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ସରକାରଙ୍କର କୋଭିଡ କଟକଣାକୁ ମାନି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ଆଜି ସେବା ଫାଉଣ୍ଡେସନର ଲୋଗୋ ଓ ନିରାପତ୍ତା ଜ୍ୟାକେଟ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ସଂଗଠନ ପକ୍ଷରୁ ଆଗାମୀ ଦିନରେ ବୁଲା ଗାଈଗୋରୁ ମାନଙ୍କୁ ପ୍ରତ୍ୟେକ ସପ୍ତାହର ଗୋଟିଏ ଦିନ ନିରନ୍ତର ଭାବେ ଖାଦ୍ୟ ଯୋଗାଇବା ସହ, ମହିଳା, ଶିଶୁ କଲ୍ୟାଣ, ସ୍ୱଚ୍ଛତା, ରକ୍ତଦାନ, ଥାଲାସେମିଆ ସଚେତନତା, ଚାରା ରୋପଣ, ଏବଂ ଅନ୍ୟ ସାମାଜିକ କାମ କରାଯିବ ବୋଲି ସଂଗଠନ […]

Continue Reading
20200607-nandighosha-1

ଆସନ୍ତୁ ଜାଣିବା ନନ୍ଦିଘୋଷ ରଥର ଜଣା ଅଜଣା…

ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଶେଷ ହୋଇ ଯାଇଛି । କରୋନା କଟକଣାରେ ବିନା ଭକ୍ତରେ ସମାପନ ହୋଇଛି ମହାପ୍ରଭୁଙ୍କ ମହାଯାତ୍ରା । ବର୍ଷକେ ଠାରେ କାଳିଆ ସାଆନ୍ତେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ମାଉସୀ ଘରକୁ ରଥରେ ବସି ଯାତ୍ରା କରିଥାନ୍ତି । ବିଶ୍ୱ ପ୍ରସିଦ୍ଧ ଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ଯାତ୍ରାର ସାହାରା ହେଉଛନ୍ତି ତାଙ୍କ ରଥ ନନ୍ଦିଘୋଷ । କିଏ ବା ନ ଜାଣେ ନନ୍ଦିଘୋଷର ସେଇ ଅପୂର୍ବ କାହାଣୀ ବିଷୟରେ […]

Continue Reading

ପୁଣି ୨ ସଂକ୍ରମିତଙ୍କର ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୩୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଥିବା ଜଣାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Continue Reading