ବଢ଼ିଲା ହୋମ୍‌ଗାର୍ଡଙ୍କ ଦୈନିକ ଭତ୍ତା

ଭୁବନେଶ୍ୱର: ବଢ଼ିଲା ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମ୍‌ଗାର୍ଡଙ୍କ ଦୈନିକ ଭତ୍ତା । ଏଣିକି ଦୈନିକ ୫୩୩ ଟଙ୍କା ପ୍ରାପ୍ୟ ପାଇବେ ହୋମ୍‌ଗାର୍ଡ । ଏନେଇ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦ ଜାନୁଆରିରୁ ପିଛିଲା ଭାବେ ଏହା ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ମାସ ମଧ୍ୟରେ ସମସ୍ତ ବକେୟା ବର୍ଦ୍ଧିତ ପ୍ରାପ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଫଳରେ ଉପକୃତ ହେବେ ରାଜ୍ୟର ୧୭ହଜାର ହୋମଗାର୍ଡ଼ । […]

Continue Reading

ବଡ଼ଠାକୁରଙ୍କ ପ୍ରଳମ୍ବାସୁର ବଦ୍ଧ ବେଶ

ପୁରୀ: ଭାଦ୍ରବ କୃଷ୍ଣ ଦ୍ୱାଦଶୀ ଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ପରେ ଶ୍ରୀବଳଭଦ୍ରଙ୍କର ପ୍ରଳମ୍ବାସୁର ବଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ । ପ୍ରଳମ୍ବାସୁର ବଧ ବେଶରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରନ୍ତି । ବଳଭଦ୍ର ଦେବଙ୍କର ଦୁଇ ହସ୍ତରେ ହଳ, ମୂଷଳ ଶୋଭାପାଏ । ପ୍ରାୟ ୪ଫୁଟ ଉଚ୍ଚର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନସ୍ଥ ବଳଭଦ୍ର ଦେବଙ୍କର ନିମ୍ନ ଭାଗରେ ରଖାଯାଇଥାଏ । ସେହି ଅସୁରର ସ୍କନ୍ଧ […]

Continue Reading

ରାଜ୍ୟରେ ଆଉ ଜଣେ ଡାକ୍ତରଙ୍କ ମୁଣ୍ଡ ନେଲା କରୋନା

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାରେ ବଢୁଛି କରୋନା ପ୍ରକୋପ। ବର୍ତ୍ତମାନ ସୁଦ୍ଧା ଏହି ମହାମାରୀ ପ୍ରଭାବରେ ଗଲାଣି ୨୫ କୋଭିଡ଼୍ ଯୋଦ୍ଧାଙ୍କ ଜୀବନ। ରବିବାର ଦିନ ପ୍ରାଣ ହରାଇଛନ୍ତି ଆଉ ଜଣେ ଆଗଧାଡ଼ିର କୋଭିଡ଼୍ ଯୋଦ୍ଧା । କରୋନାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିବା ଜିଲ୍ଲାରେ ପ୍ରଥମ ଘଟଣା। ସୂଚନା ଅନୁସାରେ, ଏହି କୋଭିଡ ଯୋଦ୍ଧା ଥିଲେ ପୁରୁଷୋତ୍ତମପୁର ବ୍ଲକ୍‌ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ତଥା ଅଧୀକ୍ଷକ ଡାକ୍ତର ବି.କ୍ରିଷ୍ଣା(୪୩)ଙ। ଏହି ଖବର ସାମ୍ନାକୁ ଆସିବା ପରେ […]

Continue Reading

ଭୁଶୁଡ଼ିଲା ନବନିର୍ମିତ ଗାର୍ଡ ୱାଲ; ନିମ୍ନମାନର କାର୍ଯ୍ୟ ଅଭିଯୋଗ

କଟକ: କଟକ ଜିଲ୍ଲା ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ନୃତାଙ୍ଗ ଜଙ୍କୋଟି ରାସ୍ତାର ଖରତାଙ୍ଗ ବରଦିଆ ସାଇଫନ ନିକଟରେ ଭୁଶୁଡି ପଡିଛି ୨ ଶହ ଫୁଟ ନବନିର୍ମିତ ଗାର୍ଡ ୱାଲ ଭୁଶୁଡ଼ି । ସୂଚନାନୁସାରେ, ଦୁଇ ମାସ ତଳେ ରାସ୍ତା କାମ କରାଯାଇଥିଲା । ସୁକ ନଦୀ କଡ଼ରେ ରାସ୍ତାର ସୁରକ୍ଷା ପାଇଁ ଦକ୍ଷିଣ ପାର୍ଶ୍ୱରେ ଥିବା ୨୦୦ ଫୁଟ ଉର୍ଦ୍ଧ୍ୱ ଗାର୍ଡ ୱାଲ ନିର୍ମାଣ କରାଯାଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁଁ ଏହି ୨ ଶହ […]

Continue Reading

ମାଲକାନଗିରିରେ ବର୍ଷା ବିତ୍ପାତ, ବିଭିନ୍ନ ଅଞ୍ଚଳ ଜଳମଗ୍ନ

ମାଲକାନଗିରି: ପାଞ୍ଚ ଦିନ ହେବ ବର୍ଷୁଛି । ମାଲକାନଗିରି ଜିଲ୍ଲାରେ ଫୁଲିଛି ବିଭିନ୍ନ ନଦୀର ଜଳସ୍ତର । ନଦୀ ଅବବାହିକା ଅଞ୍ଚଳ ଜଳମଗ୍ନ ହୋଇଛି । ଲାଗି ରହିଛି ବନ୍ୟା ପରିସ୍ଥିତି । କାଙ୍ଗୁରକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୪-୫ ଫୁଟ୍ ପାଣି । କାଲିମେଳା-ମୋଟୁକୁ ଆଜି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେଉଁଠି ପୋଲ ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ନଦୀ ଉଛୁଳି ବିସ୍ତୀର୍ଣ୍ଣ ଅଞ୍ଚଳକୁ ମାଡ଼ି ଯାଇଛି । ବାଲିଚର […]

Continue Reading

କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବେଳେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ମାନଙ୍କୁ ହସପିଟାଲ ସ୍ଥାନାନ୍ତର ପାଇଁ ଗାଁ କୁ ଆମ୍ବୁଲାନ୍ସ ଯାଇଥିବା ବେଳେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ସୂଚନା ଅନୁସାରେ ଆଜି ଅନୁଗୁଳ ଜିଲ୍ଲାରୁ ୫୦ ଜଣ କରୋନା ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଅନୁଗୁଳ ବ୍ଲକରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶରଧାପୁର ଗାଁରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିପାଇଁ […]

Continue Reading

ଗୋଲିଆ ଗୁଳିକାଣ୍ଡ ଘଟଣା: ଏଏସପିଙ୍କ ଉପସ୍ଥିତରେ ପୋଲିସର ଫ୍ଲାଗ ମାର୍ଚ୍ଚ

ବୁଗୁଡା: ଗୋଲିଆ ଗୁଳିକାଣ୍ଡ ଘଟଣାରେ ପୋଲିସର ଫ୍ଲାଗ ମାର୍ଚ୍ଚ । ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗାଁରେ ଏଏସପିଙ୍କ ଉପସ୍ଥିତି ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସୂଚନା ଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ସନ୍ଧ୍ୟାରେ ଗୋଲିଆ ଗାଁରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ଦୁଇ ଜଣ ଆହତ ହୋଇଥିଲେ । ସେମାନଙ୍କୁ ବ୍ରହ୍ମପୁର ମେଡିକାଲରେ […]

Continue Reading

ଶାନ୍ତି ଆଲୋଚନା ନେଇ ଆଫଗାନିସ୍ତାନ ସରକାରକୁ ଠକି ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାରେ ଆଜି ବଡ ଝଟକା ଲାଗିଛି । ଚୁକ୍ତି ଅନୁସାରେ ଆତଙ୍କବାଦୀଙ୍କୁ ଛାଡିବା ପରେ ତାଲିବାନ ବିଶ୍ୱାସଘାତକତା କରିଛି । ଏପରି କି ଅଶରଫ ଗନି ସରକାରକୁ ଆମେ ମାନିବୁ ନାହିଁ ବୋଲି ଖୋଲାଖୋଲି ଭାବେ ଚ୍ୟାଲେଂଜ କରିଛି । ଏ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଗାନି ସରକାର ୪୬୦୦ ଆତଙ୍କବାଦୀଙ୍କୁ ଛାଡିଥିଲା । ଇସଲାମିକ ସରକାର ନେଇ ଆଲୋଚନା ହେଲା କଥା ଆଗକୁ ବଢ଼ିବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ଦୀର୍ଘ […]

Continue Reading

ସିଲ୍ ହେଲା ୩ ସରକାରୀ ଅଫିସ୍

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ମହାମାରୀ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତିଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ସଟଡାଉନ୍‌ଠାରୁ ଆରମ୍ଭ କରି ଲକଡାଉନ୍ ସବୁ ପ୍ରକାରର କୋଭିଡ କଟକଣା ଲାଗୁ ହୋଇଛି । ଏହି ମାମଲାରେ ଆଜି ୩ ସରକାରୀ ଅଫିସ୍‌କୁ ସିଲ୍ କରାଯାଇଛି । ରାଜଧାନୀରେ ସବ୍ କଲେକ୍ଟର, ତହସିଲଦାର ଏବଂ ସବ୍‌-ରେଜିଷ୍ଟାର ଅଫିସ୍‌କୁ ଆସନ୍ତା ୪୮ ଘଂଟା ପାଇଁ ବନ୍ଦ […]

Continue Reading

ଯବାନଙ୍କ ଉପରେ ମୋଦୀଙ୍କ ଭରସା ନାହିଁ : ରାହୁଲ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାରିଛନ୍ତି ବାଣ । ଚୀନ୍ ସହ ଓ ସୀମା ବିବାଦ ଚାଲିଥିବା ବେଳେ ରାହୁଲ ଟ୍ୱିଟ୍ ଜରିଆରେ ଟାର୍ଗେଟ କରିଛନ୍ତି ମୋଦୀଙ୍କୁ । ପ୍ରଧନମନ୍ତ୍ରୀ ମୋଦୀ ସେନା ଉପରେ ବିଶ୍ୱାସ କରନ୍ତି ନାହିଁ ବୋଲି ସେ ଟ୍ୱିଟ୍ କରି କହିଛନ୍ତି । Everybody believes in the capability and valour of the Indian army. Except the PM: […]

Continue Reading