ସୋଫା ଭିତରେ ସାପ
ଭୁବନେଶ୍ୱର: ସୋଫା ଭିତରୁ ବାହାରିଲା ସାପ । ଭୁବନେଶ୍ୱର ୟୁନିଟୟ-୬ ସ୍ଥିତ କ୍ୱାଟର ନମ୍ବର- ସି-୪/୧ରେ ରହୁଥିବା ସ୍ପେଶାଲିଷ୍ଟ ଡାକ୍ତର ଭଗବାନ ସାହୁଙ୍କ ଘରୁ ସାପଟି ଉଦ୍ଧାର ହୋଇଛି । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଂଚି ସୋଫା ଭିତରୁ ସାପଟିକୁ ବାହାର କରିଛନ୍ତି । ଆଜି ଭାଗବନ ସାହୁ ତାଙ୍କ ସୋଫା ଭିତରେ କ’ଣ ଗୋଟେ ଥିବା ଅନୁଭବ କରିଥିଲେ । ଏହାପର ସେ ଏକ ବାଡି ସାହାଯ୍ୟ ମୂଷା ପସିଥିବା ଅନୁମାନ କରି ୨ରୁ୩ […]
Continue Reading