ବରଗଡ଼ରେ ମାଓବାଦୀ କ୍ୟାମ୍ପ ଧ୍ୱଂସ; ସର୍ଚ୍ଚ ଅପରେସନ ଜାରି

ବରଗଡ଼: ବରଗଡ ଜିଲ୍ଲାର ପାଇକମଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଏକ ମାଓବାଦୀ ଶିବିର ନିର୍ମାଣ କରାଯାଇଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନାନୁସାରେ, ସଶସ୍ତ୍ର ସୁରକ୍ଷାବଳ କମ୍ବିଂ ଅପରେସନ୍ କରି ଜଙ୍ଗଲରେ ଥିବା ଏହୂ ନିଛାଟିଆ କ୍ୟାମ୍ପରେ ପହଞ୍ଚି ଏହାକୁ ଧ୍ବଂସ କରିଛନ୍ତି । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ଜଙ୍ଗଲ ଭିତର କ୍ୟାମ୍ପରୁ ନକ୍ସଲ ପୋଷାକ, କିଟ୍ ବ୍ୟାଗ, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି । ଏହାପରେ ଉକ୍ତ ଅଞ୍ଚଳରେ କମ୍ବିଂ […]

Continue Reading
Raygada-ShutDown

ରାୟଗଡାରେ ୭୨ ଘଣ୍ଟିଆ ସଟଡାଉନ୍

ରାୟଗଡ଼ା: ମହାମାରୀ କରୋନା ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଲକଡାଉନ ଏବଂ ସଟଡାଉନକୁ ବୃଦ୍ଧି କରିଛନ୍ତି । ଗତ ୨୪ ଘଣ୍ଟାରେ ରାୟଗଡା ଜିଲ୍ଲାରେ ନୂଆ ୧୬୪ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାରେ ୭୨ ଘଣ୍ଟିଆ ସଟଡାଉନ୍ ଘୋଷଣା କରାଯାଇଛି । ୭୨ ଘଣ୍ଟା ପାଇଁ […]

Continue Reading
Ganjam

50 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ

ମୋହନା : ମୋହନା ପୋଲିସକୁ ମିଳିଲା ବଡ ସଫଳତା । ପିଆଜ ଟ୍ରକରୁ ଜବତ କଲା ଲକ୍ଷାଧିକ ଟଙ୍କାର ଗଂଜେଇ । ଗଞ୍ଜେଈର ଆନୁମାନିକ ମୂଲ୍ୟ 50 ଲକ୍ଷ ଟଙ୍କାରୁ ଅଧିକ ହେବ । ଗଂଜେଇ ସମେତ 2 ଜଣକୁ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ମୁତାବକ, ଜୁଲାଇ 31 ତାରିଖ ଦିନ ଦିପହର ଏଏସପିଙ୍କର ନିର୍ଦ୍ଦେଶ କ୍ରମେ ତଥା ଏସଡ଼ିପିଓ ଆର ଉଦୟଗିରୀଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ନିଜେ ମୋହନା ଥାନା ଅଧିକାରୀ ସୁଜିତ କୁମାର […]

Continue Reading