ବାଇକ୍ ସ୍କୁଟି ଧକ୍କା ଜଣେ ମୃତ, ୩ ଗୁରୁତର

ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି I OD07AD3493 ନମ୍ବର ବିଶିଷ୍ଟ ଏକ ବାଇକ ସହ OD07U6310 ନମ୍ବର ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା I ତେବେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ଅଛନ୍ତି I ମୃତକ ଜଣଙ୍କ ଗୋପାଳପୁର ନିକଟସ୍ଥ ଗଂଗଡାର ମହେଶ ଦାସ ବୋଲି ସୂଚନା ମିଳିଛି I

Continue Reading

ରାସ୍ତାରେ ଗଡୁଛି ଶିଶୁର କଟାମୁଣ୍ଡ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ । ରାସ୍ତରେ ପଡିଛି ଛୋଟ ଶିଶୁର କଟା ମୁଣ୍ଡ । ସକାଳ ସମୟରେ ରାସ୍ତା ଉପରେ କଟାମୁଣ୍ଡ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକ । ପାଖରେ ଏକ ଅଳିଆଗଦା ମଧ୍ୟ ରହିଛି ତେବେ ଶିଶୁର କଟାମୁଣ୍ଡ ପଡିଥିବା ସ୍ଥାନ ନିକଟରେ ଏକ ଘରୋଇ ସ୍କୁଲ ରହିଛି। ନବଜାତ ଶିଶୁର କଟାମୁଣ୍ଡ ରାସ୍ତା ଉପରକୁ କିପରି ଆସିଲା ତାହା ସ୍ପଷ୍ଟ ହୋଇନାହିଁ। କୁକୁର ମାନେ ମୁଣ୍ଡଟି ଆଣି ପକାଇଥିବା ସ୍ଥାନୀୟ ଲୋକେ ଅନୁମାନ […]

Continue Reading

ବାଲୁକା କଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପୁରୀ ବେଳାଭୂମିରେ ବାଲୁକାକଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦେଶର ଏହି ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ଦେଶର ବିଭିନ୍ନ ଅଂଚଳରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟର ବଡ଼ନଗରରେ ଜନ୍ମ […]

Continue Reading

ତହସିଲଦାର ସମିସମ୍ମୁଖରେ ଚାଷୀଙ୍କ ଧାରଣା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଯାମଖୁଣ୍ଟା ପଂଚାୟତରେ ୨୦୧୯ ବର୍ଷର ଫସଲବୀମା କ୍ରପ କଟିଙ୍ଗ ରିପୋର୍ଟରେ ହେରଫେର ହୋଇଥିବା ଯୋଗୁଁ ଚାଷୀ ଫସଲବୀମାରୁ ବଂଚିତ ହୋଇଥିବା ଅଭିଯୋଗ କରି ଚାଷୀ ସିଂଧେକେଲା ଗ୍ରାମ ପଂଚାୟତ ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚାଷୀ ଅଭିଯୋଗ କରିଛନ୍ତି ଯେ ଜାମଖୁଣ୍ଟା ପଂଚାୟତ ପାଖ ଗନ୍ଧରଲ, ଭୂଷଲାଡ଼, ଝଲପ ପଂଚାୟତ ମାନଙ୍କରେ ସାମାନୁପାତିତ ବର୍ଷା ହୋଇଥିଲା । କିନ୍ତୁ କ୍ରପ କଟିଙ୍ଗ […]

Continue Reading

ଯୁବକର ମୃତଦେହ ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କାଉଡୋଳା ଗ୍ରାମର ସୁଧୀର ସତନାମୀ (୨୫) ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାରିପାର୍ଶିକ ଅବସ୍ଥା ଦେଖି ଏହା ଆତ୍ମହତ୍ୟା ବୋଲି ଜଣା ପଡିଛି । ଖବର ପାଇ ଆମପାଣି ପୋଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ପରେ ଶବ ଜବତ କରି କୋକସରା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ […]

Continue Reading

କାଠ ଚୋରିରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ

ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ରବିବାର ଭୋର ସକାଳୁ ବନବିଭାଗର କର୍ମଚାରୀ ମାନେ ଚୋରା ଚାଲାଣ ହେଉ ଥିବା ୩୪ ଟି ଶାଳ କାଠ ପଟାକୁ ଜବତ କରିବା ସହ ଚୋରା ଚାଲାଣରେ ସଂପୂର୍କ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଠାକୁରମୁଣ୍ଡା ରେଞ ଅଫିସ କେଶ ନମ୍ବର ୯୫ ଅନୁଯାୟୀ କୋର୍ଟକୁ ଚାଲାଣ କରିଥିବାର ବନବିଭାଗ ଠାରୁ ଜଣା ଯାଇଛି। ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ […]

Continue Reading

ସାବୁନ ବୋଝଇ ଟ୍ରକ ଦୃଘଟଣା, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ଗୋଡଭଙ୍ଗା ଘାଟୀରେ ମଧ୍ୟ ରାତ୍ରିରେ ସାବୁନ ବୋଝେଇ UP-20T 0095 ନମ୍ବର ବିଶିଷ୍ଟ ୧୨ ଚକିଆ ଟ୍ରକ ହରିଦ୍ବାରରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ହେଲପର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଗୋଡଭଙ୍ଗା ଘାଟୀ ଅଣଓସାରିଆ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେଉଥିବା ବେଳେ ଏହି ରାସ୍ତା ଦେଇ କଲିକତା ଅଭିମୁଖେ ପ୍ରତ୍ୟକ ଦିନ […]

Continue Reading

ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର,ଢେଙ୍କାନାଳ, ଯାଜପୁର, କଟକ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ଗୁଡିକରେ ବିଭାଗ ପକ୍ଷରୁ ଦିନ ୧୦ ଟା […]

Continue Reading

ପୁଲୱାମାରେ ଗୁଳିବିନିମୟ; ୨ ଯବାନ ଆହତ

ପୁଲୱାମା: କାଶ୍ମୀରର ପୁଲୱାମା ଜିଲ୍ଲାରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସୁରକ୍ଷାବଳର ୨ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ଜାମ୍ମୁ କାଶ୍ମୀରର ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କାକାପୋରାର ମାରୱାଲ ଗ୍ରାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବାପରେ ପୋଲିସର ଏକ ମିଳିତ ଟିମ୍, ସେନାର ୫୦ RR ଏବଂ CRPFର ଏକ କର୍ଡନ ସର୍ଚ୍ଚ ଅପରେସନ ଆରମ୍ଭ […]

Continue Reading

ଦେଶରେ ୫୦ ଲକ୍ଷ ପାଖାପାଖି ପହଞ୍ଚିଲା କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ଗତକାଲି ୪ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର । ଗତ ୨୪ ଘଣ୍ଟାରେ ଦେଶରେ ୧,୦୫୪ […]

Continue Reading