ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
ପାହାଡାହାଣ୍ଡି : ମଇଦଲପୁର ପୁଲିସକୁ ବଡ଼ ସଫଳତା । ପାପଡାହାଣ୍ଡି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚଚରାଗୁଡ଼ା ଗ୍ରାମ ନିକଟରୁ ମଇଦଲପୁର ପୁଲିସ ଏକ କାରରୁ ଗଞ୍ଜଇ ଜବତ କରିଛି । ପୁଲିସର ଚଢ଼ାଉ ସମୟରେ କାର୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି । ଜବତ ଗଞ୍ଜଇ ଆସନ୍ତାକାଲି ଓଜନ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଆଜି ସକାଳ ମଇଦଲପୁର ପୁଲିସ ପକ୍ଷରୁ ଥାନା ସମ୍ମୁଖରେ ଯାନବାହନ ଯାଞ୍ଚ କରିଥିଲା […]
Continue Reading
