ଆମେରିକାର ଓଡିଶା ସୋସାଇଟି ପକ୍ଷରୁ ନୂଆଖାଇ ପାଳିତ
ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇକୁ ଆମେରିକାରେ ଥିବା ଓଡିଆ ସୋସାଇଟି(ଓସା) ପକ୍ଷରୁ ପାଳିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ‘ନୂଆଖାଇ ଜୁହାର’ କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାର ଲୋକ ଭାଗ ନେଇଥିଲେ । ଏଥିରେ କୋଶଳି କବି ହଗଳଦର ନାଗ ଭାଗ ନେଇ ସ୍ୱରଚିତ କବିତା ଶୁଣାଇଥିବା ବେଳେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନୂଆଖାଇ କିପରି ଲୋକ ଓ ପ୍ରକୃତି ମଧ୍ୟରେ ସମ୍ପର୍କ ସ୍ଥାପନା କରେ ସେ ନେଇ ଆଲୋକପାତ […]
Continue Reading
