ହୀରାକୁଦରେ ୨୪ ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ସମ୍ବଲପୁର: କମିଛି ବର୍ଷାର ପରିମାଣ। ହୀରାକୁଦରେ ବନ୍ଦ ହେଉଛି ଗେଟ୍ । ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳଭଣ୍ଡାରରୁ ୨୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦର ମୋଟ୍ ୪୬ ଟି ଗେଟ ଖୋଲା ଯାଇଥିଲା । ତେବେ ସେଥିରୁ ୨୨ଟି ଗେଟ୍ ବନ୍ଦ ହୋଇଥିବା ବେଳେ ଆଉ ୨୪ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ସୂଚନାନୁସାରେ ହୀରାକୁଦରେ ବର୍ତ୍ତମାନ ଜଳସ୍ତର ୬୨୫.୩୧ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର […]
Continue Reading
