NCBରେ ହାଜର ହେଲେ ଦୀପିକା, ଚାଲିଛି ଜେରା
ମୁମ୍ବାଇ: ମୁସ୍କିଲ୍ରେ ମସ୍ତାନୀଗାର୍ଲ ଦୀପିକା ପାଦୁକୋନ । ବଲିଉଡ ଡ୍ରକ୍ସ ଲିଙ୍କ ମାମଲାରେ ଫସିଛନ୍ତି ଡିମ୍ପଲଗାର୍ଲ ଦୀପିକା । ଜେରା ପାଇଁ ଆଜି ମୁମ୍ବାଇ ସ୍ଥିତ ଏନ୍ସିବି ଗେଷ୍ଟ ହାଉସ ଦୀପିକା ପାଦୁକୋନ ହାଜର ହୋଇଛନ୍ତି । ଏନ୍ସିବି ତାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ଜେରା କରୁଛି । ଏହି ଲିଙ୍କରେ ଆଉ କିଏ ସାମିଲ ଅଛି, ଦୀପିକା କେତେ ଦନ ହେଲା ଡ୍ରଗ୍ସ ନେଉଥିଲେ, ତାଙ୍କୁ କିଏ ଡ୍ରଗ୍ସ ଯୋଗାଉଥିଲ ଏପରି ୫ରୁ ୬ଟି ଦିଗକୁ […]
Continue Reading
