ଓଜେଇଇ ପରୀକ୍ଷା: ଆଜି ଉପଲବ୍ଧ ହେବ ଆଡମିଟ୍ କାର୍ଡ; ଜାଣନ୍ତୁ କିପରି କରିବେ ଡାଉନଲୋଡ
ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୦ ପାଇଁ ସୋମବାର ଦିନ ଆଡମିଟ୍ କାର୍ଡ ପ୍ରକାଶ ପାଇବ। ଓଜେଇଇ ୨୦୨୦ ପାଇଁ ରେଜିଷ୍ଟର କରିଥିବା ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ୍ କାର୍ଡକୁ ଅଫିସିଆଲ୍ ଓ୍ବେବସାଇଟ ojee.nic.in.ରେ ଅନଲାଇନରେ ଡାଉନଲୋଡ୍ କରିପାରିବେ। ଅକ୍ଟୋବର ୧୨ ରୁ ୧୯ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ କେନ୍ଦ୍ରରେ ଓଜେଇଇ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପରୀକ୍ଷା ତିନୋଟି ସିଫ୍ଟରେ ଯଥା ୯ ରୁ ୧୧ ଟା, ୧୨:୩୦ ରୁ ୨:୩୦ ଏବଂ ୪ […]
Continue Reading
