ବାଇକ୍ ଉପରେ ଚଢ଼ିଗଲା ୧୨ଚକିଆ ଟ୍ରକ, ବାଇକ୍ ଆରୋହୀଙ୍କ ସହ ଜଣେ ମୃତ

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ଭଗାମୁଣ୍ଡା ଆଶ୍ରମ ସ୍କୁଲ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ । ବାଇକ୍ ଆରୋହୀ ସହ ସାଥିରେ ଥିବା ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ । ଖବର ଅନୁଯାୟୀ ଆଜି ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ନୂଆଗାଁ ଗ୍ରାମର ସଞ୍ଜିବ ମହାରଣା(୨୮) ଓ ପିଣ୍ଟୁ ପାତ୍ର(୨୭) ଏକ ହିରୋ ସିଡି ଡିଲକ୍ସ ବାଇକ ଯୋଗେ କୌଣସି […]

Continue Reading

ଚିର ନିଦ୍ରାରେ ମହାରଥୀ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିଜୁ ଜନତା ଦଳର ଜଣେ ପ୍ରଭାବଶାଳୀ ନେତା ଥିଲେ ପ୍ରଦୀପ ମହାରଥୀ। କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ ବିଭାଗରେ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ମଧ୍ୟ […]

Continue Reading

ଓଡିଶା ତଟରେ ପରମାଣୁ ସାମର୍ଥ୍ୟ ଶୌର୍ଯ୍ୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ଵର: ଚୀନ୍ ସହିତ ସୀମା ବିବାଦ ଭିତରେ ଭାରତ ଶନିବାର ଦିନ ଓଡିଶା ଉପକୂଳରେ ଆଣବିକ ସକ୍ଷମ ଶୌର୍ଯ୍ୟ କ୍ଷେପଣାସ୍ତ୍ରର ଏକ ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରର ନୂତନ ସଂସ୍କରଣ, ଯାହା ପ୍ରାୟ ୮୦୦ କିଲୋମିଟର ଦୂରତ୍ୱରେ ଲକ୍ଷ୍ୟଭେଦ କରିପାରିବ । ଏହାକୁ ବାଲେଶ୍ଵର ଜିଲ୍ଲାର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ପରୀକ୍ଷଣ କରାଯାଇଥିଲା। ସମାନ ଶ୍ରେଣୀର ବିଦ୍ୟମାନ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିକ ସହିତ ଏହା […]

Continue Reading

ଚିକିତ୍ସା ଅବହେଳାରୁ ଚାଲିଗଲା ଯବାନଙ୍କ ଜୀବନ

ଭଦ୍ରକ : ଚାରିଆଡ଼େ ଡାକ୍ତର ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନ ଦିଆଯାଉଛି ସତ କିନ୍ତୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମାନଙ୍କ ମନମୁଖୀ କାର୍ଯ୍ଯ ସାଧାରଣ ଜନତାଙ୍କ ମନରେ କ୍ଷୋଭର କାରଣ ହୋଇଛି। ଆଜି ଅପରାହ୍ଣ ସମୟରେ ଏପରି ଏକ ଅଭାବନୀୟ ଘଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟି ଯାଇଛି। ଜଣେ ଅବସରପ୍ରାପ୍ତ ସୈନିକଙ୍କ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା l ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ଜଣଙ୍କର ମୃତ୍ୟୁ ହୋଇଥିବା […]

Continue Reading

ମତ୍ସ୍ୟଜୀବି ଜାଲରେ ୧ ଲକ୍ଷ ୪୩ ହଜାର

ଚାନ୍ଦବାଲି/ଆରଡ଼ି : ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀ ପାଳରେ ମତ୍ସ୍ୟ ଜୀବିଙ୍କ ଜାଲରେ ପଡିଛି ଗୋଟିଏ ବିରଳ ତେଲିଆ ମାଛ। ମାଛଟିର ଓଜନ ୨୨କିଲୋ ଥିବାବେଳେ ଏହାର କିଲୋ ପିଛା ସାଢ଼େ ୬ହଜାର ରେଟରେ ଲକ୍ଷେ ୪୩ ହଜାରରେ ନିଲାମ ହୋଇଛି। ଏହାକୁ ଜଣେ କଲିକତାର ମାଛ ବ୍ୟବସାୟୀ କିଣିଛନ୍ତି। ତେବେ ମାଛଟି ଖାଇବା ଅପେକ୍ଷା ଏହାର ଅଧିକ ଔଷଧୀୟ ଗୁଣଥିବାରୁ ଏହାକୁ ଇଣ୍ଡଷ୍ଟ୍ରିଆଲ କ୍ଷେତ୍ରରେ ବେସି ବ୍ୟବହାର କରାଯାଏ ବୋଲି କୁହନ୍ତି ମତ୍ସ୍ୟଜୀବି। ତେବେ ଆଗରୁ […]

Continue Reading

ସଡକ ଦୁର୍ଘଟଣାରେ ଜଣେ ମୃତ

ତାଳଚେର : ତାଳଚେର ସ୍ଥିତ ୧୪୯ ନମ୍ବର ଜାତୀୟ ରାଜପଥ ଗୋଡିବନ୍ଧ ବଙ୍ଗାରୁ ଜୁର ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୃତ । ମୃତକ ହେଲେ ରାଧାରମଣ ପୁର ଗ୍ରାମର ତଅଁଳୁ ଗଡନାୟକ (୬୦)। ଖବରରୁ ପ୍ରକାଶ ମୃତକ ଗଡନାୟକ ଭୋର ସକାଳୁ ଜମିକୁ ଯିବା ସମୟରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ ହୋଇଥିଲା । ଦୃଘଟଣା ଖବର ପାଇଁ ନିକଟସ୍ଥ ଗ୍ରାମବାସୀ ଭାରୀ ଗାଡ଼ି ଯିବା […]

Continue Reading

ବାଲୁକା କଳାରେ ଗାନ୍ଧୀ ଜୟନ୍ତୀ; ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହର ନାରା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ୧୫୧ ତମ ଜନ୍ମ ଦିବସ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ୱର୍ଣ୍ଣିମ ବେଳାଭୂମିରେ ତିଆରି କରିଛନ୍ତି ଗାନ୍ଧିଜୀଙ୍କ ପ୍ରତିମା। ନିଜ ସ୍ୱତନ୍ତ୍ର ଢ଼ଙ୍ଗରେ ସେ ଗାନ୍ଧୀଜୀଙ୍କ ଉଦ୍ଦେଶ୍ୟରେ ପ୍ରତିମା ତିଆରି କରିବା ସହ ସ୍ୱଚ୍ଛତାର ବାର୍ତ୍ତା ମଧ୍ୟ ବାଣ୍ଟିଛନ୍ତି। ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ପାଇଁ ସେ ନିଜର ଏହି ସୁନ୍ଦର ଓ ନିଚ୍ଛକ ବାଲୁକା କଳାକୃତିରେ ନିବେଦନ କରିଛନ୍ତି । ଅନ୍ୟପଟେ […]

Continue Reading

‘ଶାସ୍ତ୍ରୀ ଓ ଗାନ୍ଧୀ ଜୟନ୍ତୀ’ ଅବସରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ । ଏହି ଉପଲକ୍ଷେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । "The […]

Continue Reading

ମାଲକାନଗିରି ପୋଲିସକୁ ବଡ ସଫଳତା

ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତରେ ମାଓ ହିଂସା ପରେ ମାଲକାନଗିରି ପୋଲିସକୁ ମିଳିଛି ବଡ ସଫଳତା । ଭେଜାଙ୍ଗିୱାଡା ପଞ୍ଚାୟତ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲ ଭିତରୁ 200 ରୁ ଉର୍ଦ୍ଧ ଜିଲୋଟିନ ଷ୍ଟିକ ଜବତ ହୋଇଥିବା ନେଇ ସୁଚନା ଦେଲେ ବିଏସଏଫ ଆଇଜି । ଏହାକୁ ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରିବା ପାଇଁ ଲୁଚାଇ ରଖିଥିବା ଜଣାପଡିଛି । 76 BSF ବାହିନୀର ବଡିଗାଟା ବାଟାଲିଆନ କୁମିଂ ଅପରେସନ ଯାଇଥିବା ବେଳେ ଏହି ବିସ୍ଫୋରକ […]

Continue Reading

ଅପରାଜିତ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

କେନ୍ଦ୍ରାପଡ଼ା : ଦିନରାତି କରୋନା ସହିତ ଲଢୁଥିଲେ ପୁଲିସ ଅଧିକାରୀ । ସରକାରଙ୍କ କରୋନା କଟକଣାକୁ କାର୍ଯ୍ୟକାରୀ କରାଇବା ହେଉ କି କରୋନା ସମ୍ପର୍କିତ ସଚେତନତା ହେଉ, ଜନସାଧାରଣଙ୍କ ସହିତ ସାମିଲ ହୋଇଥିଲେ ଏମାନେ । କେତେବେଳେ କେମିତି ଏମାନେ କେଉଁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣର ଶିକାର ହୋଇ ପଡିଥିଲେ । ଏବେ ଏମାନେ କରୋନାରୁ ମୁକ୍ତ ହୋଇ ପୁଣି ନିଜନିଜ କର୍ମକ୍ଷେତ୍ରକୁ ଫେରିଆସିଲେଣି । କେନ୍ଦ୍ରାପଡା ଜିଲ୍ଲାରେ ଅନେକ ପୋଲିସ କର୍ମଚାରୀ ଚଳିତବର୍ଷ ମହାମାରୀ […]

Continue Reading