ନିଳଗିରିରେ ଭାଲୁ ଆତଙ୍କ; ସଞ୍ଜ ହେଲେ ପଡୁଛି ତାଟି କବାଟ
ନୀଳଗିରି: ନିଲଗିରିରେ ଭାଲୁ ଆତଙ୍କ। ଭୟରେ ସନ୍ଧ୍ୟା ହେଲେ ଲୋକେ ଘର କବାଟ କିଳି ରହୁଛନ୍ତି। ନୀଳଗିରିର ବିଭିନ୍ନ ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଦେଇଛି। ସ୍ଵର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ବିଭିନ୍ନ ଅଂଚଳକୁ ରାତ୍ରରେ ଭାଲୁ ଖାଦ୍ୟ ଅନ୍ୱେଷଣ ପାଇଁ ଯାଇଥାନ୍ତି। ଯେଉଁ ଭାଲୁ ସକାଳ ହେଲେ ଜଙ୍ଗଲକୁ ଫେରି ପାରନ୍ତି ନାହିଁ ସେମାନେ ଆରମ୍ଭ କରନ୍ତି ଉପଦ୍ରବ। ଏହି ଭାଲୁଙ୍କ ସାମ୍ନାରେ ଯିଏ ପଡେ ସେ ଲହୁଲୁହାଣ ହେବା ନିଶ୍ଚିତ। ମଙ୍ଗଳବାର ଭାଲୁକୁ ନେଇ ନୀଳଗିରି ଉପକଣ୍ଠ […]
Continue Reading
