ବିଶିଷ୍ଟ ହୋମିଓପାଥି ଚିକିତ୍ସକ ପ୍ରଫେସର ଡା. ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ସମ୍ମାନ

ଭୁବନେଶ୍ୱର:  ବିଶିଷ୍ଟ ହୋମିଓପାଥି ଚିକିତ୍ସକ ପ୍ରଫେସର ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ସମ୍ମାନ ପାଇଁ ଚୟନ କରାଯାଇଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି ଫିଜିସିଆନ ତରଫରୁ ୨୦୨୧ ବର୍ଷ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି ।  ସୁନାମଧନ୍ୟ ହୋମିଓପାଥି ଚିକିତ୍ସକ ତଥା ଡା. ଅଭିନ୍ନଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡା. ନିରଞ୍ଜନ ମହାନ୍ତି ।  ହୋମିଓପାଥି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ମହାନ୍ତିଙ୍କ ଅବଦାନ ଅତୁଳନୀୟ । ବର୍ତ୍ତମାନ ଡାକ୍ତର ମହାନ୍ତି ଖଣ୍ଡଗିରି ସ୍ଥିତ […]

Continue Reading

ଅଜୟ ଦେବଗନଙ୍କ ଭୂଜ: ଦି ପ୍ରାଇଡ ଅଫ ଇଣ୍ଡିଆ ଇଦରେ ରିଲିଜ ହେବ !

ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଭୂଜ: ଦି ପ୍ରାଇଡ ଅଫ ଇଣ୍ଡିଆ ଫିଲ୍ମର ରିଲିଜ ତାରିଖ ପୁନର୍ବାର ଘୁଂଚିଛି । ଆଇପିଏଲ ଅବସରରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି ଚୂଡାନ୍ତ ହୋଇଥିଲା । ଏ ନେଇ ଅଜୟଙ୍କ ସହ ଆଡ ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ତେବେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ସରି ନ ଥିବାରୁ ଏହାକୁ ଇଦରେ ରିଲିଜ କରାଯିବା ପାଇଁ ଯୋଜନା କରାଯାଉଛି ବୋଲି ପ୍ରଡକ୍ସନ ଟିମ୍ […]

Continue Reading

ଘାଇକୁ ଖସିପଡ଼ିଲା କାର୍‌; ଗୋଟିଏ ପରିବାରର ୫ ମୃତ

ନୂଆଦିଲ୍ଲୀ: ଶନିବାର ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ବଦ୍ରିନାଥ ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମୃତ ପାଞ୍ଚଜଣ ବିବାହ ସମାରୋହରୁ ଫେରୁଥିବାବେଳେ ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଯାହା ପରେ ଶନିବାର ରାତିରେ ବଦ୍ରିନାଥ ଜାତୀୟ ରାଜପଥରେ ପାଖୀ ଅଞ୍ଚଳ ନିକଟରେ କାରଟି ଏକ ଗଭୀର ଘାଟରେ ପଡ଼ିଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ପରିବାରର ୫ ଜଣ ସଦସ୍ୟ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ମୃତ ପାଞ୍ଚଜଣ […]

Continue Reading

ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା, ସ୍ଥିତି ନିୟନ୍ତ୍ରଣ ପାଇଁ ଆଜି କ୍ୟାବିନେଟ୍‌ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା । ଅସମ୍ଭାଳ ହେଲାଣି ସ୍ଥିତି । ଦିନକୁ ଦିନ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ସଂକ୍ରମଣ ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ଓ ଅମ୍ଳଜାନର ଅଭାବ ଦେଖାଗଲାଣି । ଏହାସହ କରୋନା ଇଞ୍ଜେକସନ ମଧ୍ୟ ଆଉ ମିଳୁନାହିଁ । ଯାହା ଦିଲ୍ଲୀ ସରକାରଙ୍କୁ ଚିନ୍ତାରେ ପକାଇଲାଣି । କରୋନା ସ୍ଥିତିକୁ ନଜରରେ ରଖି ଆଜି ଜରୁରୀ ବୈଠକ ଡାକିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।  ବୈଠକରେ ଦିଲ୍ଲୀର ସମସ୍ତ କ୍ୟାବିନେଟ […]

Continue Reading

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ଭବାନୀପାଟଣା: ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । ଘଟଣା ଘଟିଛି କଳାହାଣ୍ଡି ଥୁଆମୂଳ ରାମପୁର ପଡାପଦର ପଞ୍ଚାୟତ ଭିତରଡୁଙ୍ଗାରେ । ପାହାଡ ଜଙ୍ଗଲ ଅଞ୍ଚଳ ହୋଇଥିବା ବେଳେ ବେଳେ ଗମନା ଗମନର କୌଣସି ସବୁିଧା ନାହିଁ । ଏମିତି ଅଣ ଓସାରିଆ ଖାଲଢିପ ଦେଇ ଲୋକମାନେ ଯିବାଆସିବା କରୁଛନ୍ତି । ଗାଡିଟିଏ ଯିବାର ବି ସୁବିଧା ନାହିଁ । ଏନେଇ ଗର୍ଭବତୀ ଜଣଙ୍କୁ ଖଟିଆରେ ବୁହା […]

Continue Reading

ପଶ୍ଚିମବଙ୍ଗରେ ନିର୍ବାଚନ ରାଲିକୁ ବାତିଲ୍ କଲେ ରାହୁଲ ଗାନ୍ଧି, କରୋନା ସଂକ୍ରମଣ ବଢୁଥିବାରୁ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା କେସ୍ ବଢୁଥିବାରୁ ନିର୍ବାଚନ ରାଲିକୁ ସ୍ଥଗିତ ରଖିଲେ ରାହୁଲ ଗାନ୍ଧି । ପଶ୍ଚିମବଙ୍ଗରେ ଆଗାମୀ ଦିନରେ ହେବାକୁ ଥିବା ସର୍ବସାଧାରଣ ରାଲିକୁ ସ୍ଥଗିତ କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧି । ଏହାସହ ଅନ୍ୟ ରାଜନୈତିକ ଦଳଙ୍କୁ ଏଦିଗରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି । ରାହୁଲ ଲେଖିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ସର୍ବସାଧାରଣରେ ବିଶାଳ ରାଲି କରିବା ନେଇ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଗଭୀର ଭାବରେ ଚିନ୍ତା କରନ୍ତୁ । […]

Continue Reading

କରୋନାରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ

ବଲାଙ୍ଗୀର: ଓଡିଶାର ବଲାଙ୍ଗୀର ଜିଲ୍ଲାର ଜଣେ ଆୟୁର୍ବେଦିକ ଡାକ୍ତର ଶନିବାର ଦିନ କରୋନାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣକ ସାଗରପଡାର ଡାକ୍ତର ଦିଲୀପ ଷଡ଼ଙ୍ଗୀ ବୋଲି ଜଣାପଡିଛି। ଡ. ଷଡ଼ଙ୍ଗୀ ରକ୍ସିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁର୍ବେଦିକ ଡାକ୍ତର ଭାବରେ ନିୟୋଜିତ ହୋଇଥିଲେ। ଷଡ଼ଙ୍ଗୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ପରିବାର ସଦସ୍ୟ ତାଙ୍କୁ ଭୁବନେଶ୍ୱର ଡାକ୍ତରଖାନାକୁ ନେବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

Continue Reading

କରୋନା ଯୋଗୁ JEE ମେନ୍ ଏପ୍ରିଲ ସେସନ୍ ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କରୋନା କାୟା ବଢୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ଏପ୍ରିଲ ସେସନକୁ ସ୍ଥଗିତ ରଖାଯାଇଛି । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (NTA) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବର୍ତ୍ତମାନ କରୋନା ସ୍ଥିତିରେ ପରୀକ୍ଷାର୍ଥୀ ଓ ପରୀକ୍ଷା ପରିଚାଳନାରେ ନିୟୋଜିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିର ରଖି ପ୍ରବେଶିକା ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଛି । କେବେ ପରୀକ୍ଷା ହେବ ସେନେଇ ନିଷ୍ପତ୍ତି ହୋଇନି । ଯେବେ ପରୀକ୍ଷା ହେବ […]

Continue Reading

ଗର୍ଭବତୀ ମହିଳା ନେଇପାରିବେ ଫାଇଜର୍‌ କିମ୍ବା ମଡର୍ନା ଟିକା

ନୂଆଦିଲ୍ଲୀ: ବ୍ରିଟେନରେ ଗର୍ଭବତୀ ମହିଳାମାନେ ଫାଇଜର୍‌ କିମ୍ବା ମଡର୍ନା ଟିକା ନେବା ଉଚିତ ବୋଲି ବ୍ରିଟିଶ ବିଶେଷଜ୍ଞ ମତ ଦେଇଛନ୍ତି। (JCVI) କହିଛି ଯେ ଆମେରିକାରେ ପ୍ରାୟ ୯୦,୦୦୦ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି। ଏଥିରେ କୁହାଯାଇଛି ଯେ ଏହି ତଥ୍ୟକୁ ଆଧାର କରି ଜେସିଭିଆଇ ପରାମର୍ଶ ଦେଇଛି ଯେ ବ୍ରିଟେନରେ ଗର୍ଭବତୀ ମହିଳାଙ୍କୁ ଉପଲବ୍ଧ ଥିବା ସ୍ଥାନରେ ଫାଇଜର-ବାୟୋ ଟେକ୍ କିମ୍ବା ମଡର୍ନା ଟିକା ଦିଆଯିବା ଉଚିତ। ତେବେ ଗର୍ଭବତୀ ମହିଳାଙ୍କ ପାଇଁ ଅନ୍ୟ ଟିକା […]

Continue Reading

ଇଣ୍ଟରନେଟ୍‌ ସେ‌ନ୍ସେସନ ପାଲଟିଛି ‘ମ୍ୟାଗି ଲଡୁ’

ନୂଆଦିଲ୍ଲୀ: ଫୁଡ୍‌ ଏନ୍‌ଥୁସିଆଷ୍ଟ୍‌ମାନେ ଅତୀତରେ ମ୍ୟାଗି ନୁଡୁଲ୍ସକୁ ନେଇ ବିଭିନ୍ନ ପରୀକ୍ଷଣ କରିଥିଲେ। ଅରେଞ୍ଜ ମ୍ୟାଗି, ମ୍ୟାଗି ୱିଥ୍‌ କଡ୍‌ ଏବଂ ସୁଇଟ୍‌ ମ୍ୟାଗି ଭଳି ନୂତନ ରେସିପି ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ, କେହି ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ମ୍ୟାଗି ଲଡୁ ତିଆରି କରିଛନ୍ତି। ଯାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଟ୍ୱିଟର ବ୍ୟବହାରକାରୀ ସୁଗାର କପ୍ ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପସନ୍ ଦେଇଛନ୍ତି, “ କେହି କେହି […]

Continue Reading