ସୋମବାର ରାଜ୍ୟର ଏହି ୨ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ
ଭୁବନେଶ୍ୱର: ସୂଚନା ଅନୁଯାୟୀ ଓଡିଶାର କୋରାପୁଟ ଏବଂ ଝାରସୁଗୁଡା ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରରେ ଟିକାକରଣ ସୋମବାର ବନ୍ଦ ରହିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଶୁକ୍ରବାର ଦିନ ୭୬୯ ସ୍ଥାନରେ ଟିକାକରଣ କରାଯାଇଥିଲା ଏବଂ ସୋମବାର ୨୮ ଟି ଜିଲ୍ଲାର ୫୧୨ ଟି ସ୍ଥାନରେ ଏହି ଅଭିଯାନ ଜାରି ରହିବ। ଶୁକ୍ରବାର ଦିନ ୪୫ ବର୍ଷରୁ ଅଧିକ ବୟସ୍କ ୧,୦୮,୯୦୨ ଜଣଙ୍କ ମଧ୍ୟରୁ ୬୯,୪୨୦ ଜଣଙ୍କୁ ପ୍ରଥମ ଡୋଜ […]
Continue Reading
