ନିଜ ଏସୟୁଭି ବିକ୍ରି କରି ଲୋକଙ୍କୁ ଅମ୍ଳଜାନ ଯୋଗାଉଛନ୍ତି ମୁମ୍ବାଇର ଏହି ବ୍ୟକ୍ତି
ମୁମ୍ବାଇ: ମୁମ୍ବାଇର ଜଣେ ଯୁବକ କିଛି ଦିନ ପୂର୍ବରୁ ତାଙ୍କ ଅଞ୍ଚଳର ଲୋକଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା ପାଇଁ ୨୨ ଲକ୍ଷ ଟଙ୍କା ମୂଲ୍ୟର ଏସୟୁଭି ବିକ୍ରି କରିଥିଲେ। ମଲାଡର ବାସିନ୍ଦା ଶାହନାୱାଜ୍ ଶେଖ୍ ତାଙ୍କ ଫୋର୍ଡ ଏଣ୍ଡେଭେଭର୍ ଏସୟୁଭି ବିକ୍ରୟ କରି ଡାକ୍ତରଖାନା ତଥା ଅମ୍ଳଜାନ ଅଭାବ ସଙ୍କଟରେ ପୀଡିତ ଅନେକ କରୋନା ସଂକ୍ରମିତ ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର ଦାନ କରିଥିଲେ। ଶାହନାୱାଜ୍ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରିଛନ୍ତି ଯେଉଁଠାରେ ସାହାଯ୍ୟ […]
Continue Reading
