ଜୁନ ୧୭ ଯାଏଁ ରାଜ୍ୟରେ ବଢିଲା ଲକ୍ ଡାଉନ

ଭୁବନେଶ୍ୱର: ପୁଣି ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ଆସନ୍ତା ଜୁନ୍ ୧୭ ଯାଏଁ ଲକ୍‌ଡାଉନ ବଢିଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ବାହାଘର ସମୟରେ ପୂର୍ବ ଭଳି ୨୫ ଜଣଙ୍କୁ ହିଁ ଅନୁମତି ଦିଆଯିବ । ଶୁଦ୍ଧି କ୍ରିୟା ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ । ତେବେ ପଜିଟିଭ୍ ସଂଖ୍ୟା କମ୍ ଥିବାରୁ ନୂଆପଡା, ଗଜପତି, ସୁନ୍ଦରଗଡ […]

Continue Reading

ନିର୍ମଳ ଶ୍ରୋତା

ଭୁବନେଶ୍ଵର : କିଛି ଦିନ ତଳେ ଓଡିଶାର ଜଣେ ବିଶିଷ୍ଟ ଲୋକଙ୍କର ଇ-ମେଲ୍ ପାଇଥିଲି । ଶୀତତାପ ନିୟନ୍ତ୍ରିତ ଭୁବନେଶ୍ୱରର ଏକ ସମ୍ଭ୍ରାନ୍ତ ହୋଟେଲ୍ ରେ ଆୟୋଜିତ ହେବାକୁ ଥିବା ଗୋଟିଏ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁରୋଧ ଥିଲା । ଫେରନ୍ତା ମେଲ୍ ରେ ମୋର ସମ୍ମତି ଜଣାଇବାକୁ କୁହାଯାଇଥିଲା । ମୁଁ ଏକା ସମୟରେ କିଛି ଆଶ୍ଚର୍ଯ୍ୟ ଓ କିଛି ଖୁସି ହେଲି । କାର୍ଯ୍ୟକ୍ରମରେ ମୋର ଭୂମିକା ବିଷୟରେ କିଛି ବି […]

Continue Reading

ମହାରାଷ୍ଟ୍ର ସଚିବାଳୟରେ ବୋମା ଥିବା ନେଇ ଫୋନ କଲ, ତନ୍ନ ତନ୍ନ କରି ଖୋଜୁଛନ୍ତି ସୁରକ୍ଷାବଳ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବୋମା ଖଂଜା ଯାଇଥିବା ନେଇ ଫୋନ କଲ ଆସିବା ପରେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ବୋମା ଚିହ୍ନଟ ଏବଂ ନିଷ୍କ୍ରିୟକାରୀ ଟିମ୍ ସଚିବାଳୟ ଓ ଏହାର ଆଖ ପାଖ ଅଂଚଳକୁ ତନ୍ନ ତନ୍ନ କରି ଖୋଜୁଛନ୍ତି । କଲ କେଉଁଠାରୁ ଆସିଥିଲା ତାହାର ମଧ୍ୟ ତଦନ୍ତ କରାଯାଉଛି । ରିପୋର୍ଟ ମୁତାବକ ନାଗପୁରର ସାଗର ନାମକ ବ୍ୟକ୍ତି ପୋଲିସ କଂଟ୍ରୋଲ ରୁମକୁ ୧୨.୪୦ରେ ଫୋନ କରି ସଚିବାଳୟରେ […]

Continue Reading

ଏହି ଭାରତୀୟ ଛାତ୍ରଙ୍କୁ ମିଳିଲା ୧୦ ବର୍ଷର ୟୁଏଇ ଗୋଲଡେନ୍ ଭିସା

ଦୁବାଇ: ଜଣେ ଭାରତୀୟ ଛାତ୍ରକୁ ମିଳିଛି ୧୦ ବର୍ଷ ପାଇଁ ୟୁଏଇର ଗୋଲଡେନ୍ ଭିସା। ଯାହା ମୁଖ୍ୟତ ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱଙ୍କ ପାଇଁ ସଂରକ୍ଷିତ ରହିଥାଏ। ରିପୋର୍ଟ ଅନୁଯାୟୀ ଏହି ଭିସା କେରଳର ତସ୍‌ନିମ୍‌ ଅସଲାମଙ୍କୁ ମିଳିଛି। ସେ ଛାତ୍ର ବର୍ଗରେ ଗୋଲଡେନ ଭିସା ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ୨୦୩୧ ପର୍ଯ୍ୟନ୍ତ ଦେଶରେ ରହିବାକୁ ଅନୁମତି ଦିଆଯାଇଛି। ୟୁଏଇ ସରକାର ୨୦୧୯ରେ ଦୀର୍ଘମିଆଦୀ ଆବାସ ଭିସା ପାଇଁ ଏକ ନୂତନ ବ୍ୟବସ୍ଥା ଲାଗୁ କରି ବିଦେଶୀମାନଙ୍କୁ ୟୁଏଇରେ […]

Continue Reading

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ପାଞ୍ଚ ଦିନ ପାଇଁ ଓଡିଶାର ଅନେକ ସ୍ଥାନରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବର୍ଷା ଓ ବଜ୍ରପାତ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ମେ ୩୧ରୁ ଜୁନ୍ ୧ ଯାଏଁ-ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଯାଜପୁର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଜୁନ୍ ୧ରୁ ଜୁନ୍ ୨ ପର୍ଯ୍ୟନ୍ତ- ସୋନପୁର, […]

Continue Reading

ଜୁନ୍‌ ମାସରେ ପ୍ରାୟ ୧୨ କୋଟି ଡୋଜ୍‌ ଟିକା ଯୋଗାଇଦେବ କେନ୍ଦ୍ର

ନୂଆଦିଲ୍ଲୀ: ଜୁନ୍ ମାସରେ ପ୍ରାୟ ୧୨ କୋଟି ଡୋଜ୍ କରୋନା ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ରବିବାର କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଣ ଆବଣ୍ଟନ ଉପଭୋକ୍ତା, ଜନସଂଖ୍ୟା ଏବଂ ଟିକା ଅପଚୟ ଉପରେ ନିଷ୍ପତ୍ତି ହୋଇଛି। ଜୁନ୍ ମାସ ପାଇଁ ସ୍ୱାସ୍ଥ୍ୟ ସେବା କର୍ମୀ (HCWs), ଫ୍ରଣ୍ଟ-ଲାଇନ୍ ୱାର୍କର୍ସ (FLWs) ଏବରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ରାଜ୍ୟ ତଥା […]

Continue Reading

ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ, ସାରା ବିଶ୍ବରେ ବିପର୍ଯ୍ୟୟ ପରିଚାଳନାରେ ମଡେଲ ସାଜିଛି ଓଡ଼ିଶା

ଭୁବନେଶ୍ବର : ଶେଷ ହୋଇଛି ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉପରେ ହୋଇଛି ଆଲୋଚନା । ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା ବୋଲି ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ଫନି ପରି ବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସେହିଦିନ ଠାରୁ ଆରମ୍ଭ କରି ଦୁଇ ବର୍ଷ ମଧ୍ୟରେ […]

Continue Reading

ଆମେରିକାରେ ଗନ କଲଚର, ଜନସଂଖ୍ୟାଠାରୁ ଲୋକଙ୍କ ପାଖରେ ଅଛି ଅଧିକ ଅସ୍ତ୍ର

ଟେକ୍ସାସ: ଆମେରିକାରେ ଗନ କଲଚର ବୃଦ୍ଧି ପାଇବା ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି । ଏହା ଦ୍ୱାରା ଅପରାଧ ହାର ମଧ୍ୟ ବୃଦ୍ଧି ପାଉଛି । ଏକ ରିପୋର୍ଟ ମୁତାବକ ଆମେରିକାର ୩୩ କୋଟି ଜନସାଧାରଣଙ୍କ ନିକଟରେ ୩୯ କୋଟିରୁ ଊର୍ଦ୍ଧ୍ୱ ଅସ୍ତ୍ରଶସ୍ତ୍ର ରହିଛି । ଆମେରିକାର ଗନ କଲଚର ଯୋଗୁ ବ୍ରିଟେନ ମଧ୍ୟ ଚାପରେ ରହିଛି । ୨ ବର୍ଷ ମଧ୍ୟରେ ଏଠାରେ ୯୦୦ରୁ ଅଧିକ ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆମେରିକା ଲାଇସେନ୍ସରେ ଏହାକୁ […]

Continue Reading

ରିଜର୍ଭ ବ୍ୟାଙ୍କ ଜାରୀ କରିବ ୧୦୦ ଟଙ୍କାର ନୂଆ ରୂପ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ୧୦୦ ଟଙ୍କାର ନୂଆ ରୂପ ଜାରୀ କରିବାକୁ ଯାଉଛି । ପ୍ରଥମେ ଏହାକୁ ପରୀକ୍ଷଣ ଭାବେ ବଜାରକୁ ଛଡାଯିବ । ଯଦି ଏହା ଆଦୃତ ହୁଏ ତାହେଲେ ଅଧିକ ମାତ୍ରାରେ ଛଡାଯିବ । ବାର୍ଣ୍ଣିସ କୋଟେଡ ଏହି ନୋଟ ଅଧିକ ଦିନ ସ୍ଥାୟୀ ରହିବ । ଏହା ପାଣିରେ ସହଜରେ ଓଦା କିମ୍ବା ଚିରିଯିବ ନାହିଁ । ପ୍ରତିବର୍ଷ ରିଜର୍ଭ ବ୍ୟାଙ୍କକୁ ନଷ୍ଟ ହୋଇଯାଇଥିବା ଟଙ୍କାକୁ ବଦଳାଇବାକୁ ପଡୁଛି […]

Continue Reading

ଭବାନୀପାଟଣାରେ ପାରଦ ଛୁଇଁଲା ୪୩ ଡିଗ୍ରୀ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ ପାରଦ । କିଛି ଦିନର ଆଶ୍ବସ୍ତି ପରେ ଏବେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗରମ ଓ ଗୁଳୁଗୁଳି । ଏହାରି ଭିତରେ ଆଜି ରାଜ୍ୟର ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ପାରଦ ଛୁଇଁଛି ୪୩ ଡିଗ୍ରୀ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବାଲେଶ୍ବରରେ ତାପମାତ୍ରା […]

Continue Reading